‘କ୍ୟାଣ୍ଟ’ ଓଡ଼ିଶା ଉପରେ ପ୍ରଭାବ ପକାଇବ ନାହିଁ: ଏସଆରସି

ଭୁବନେଶ୍ୱର: ଓଡ଼ିଶା ସମ୍ପୂର୍ଣ୍ଣ ଭାବରେ ବିପଦ ମୁକ୍ତ। ‘କ୍ୟାଣ୍ଟ’ ଓଡ଼ିଶା ଉପରେ ବିଶେଷ ପ୍ରଭାବ ପକାଇବ ନାହିଁ। ଏହା ଆନ୍ଧ୍ର ମୁହାଁ ହୋଇଛି। ଆସନ୍ତାକାଲି ଉପକୂଳ ଛୁଇଁ ପାରେ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ୍ତ ମହାପାତ୍ର କହିଛନ୍ତି। ସେ କହିଛନ୍ତି,“କ୍ୟାଣ୍ଟ’ର ପ୍ରଭାବରେ ଆସନ୍ତାକାଲି ରାଜ୍ୟରେ ସାମାନ୍ୟ ବର୍ଷା ହୋଇପାରେ। ଆଜି ଟିକିଏ ମେଘୁଆ ପାଗ ରହିବ। ଆସନ୍ତାକାଲି ସାମାନ୍ୟ ବର୍ଷା ହେବାର ସମ୍ଭାବନା ଅଛି। ‘କ୍ୟାଣ୍ଟ’ଉପକୂଳରେ ମାଡ଼ ହେବା ପରେ ଛୁଟି ସଂପର୍କରେ ବିଚାର କରାଯିବ।” […]

hrc

hrc

Rakesh Mallick
  • Published: Wednesday, 26 October 2016
  • Updated: 26 October 2016, 06:42 PM IST

Sports

Latest News

ଭୁବନେଶ୍ୱର: ଓଡ଼ିଶା ସମ୍ପୂର୍ଣ୍ଣ ଭାବରେ ବିପଦ ମୁକ୍ତ। ‘କ୍ୟାଣ୍ଟ’ ଓଡ଼ିଶା ଉପରେ ବିଶେଷ ପ୍ରଭାବ ପକାଇବ ନାହିଁ। ଏହା ଆନ୍ଧ୍ର ମୁହାଁ ହୋଇଛି। ଆସନ୍ତାକାଲି ଉପକୂଳ ଛୁଇଁ ପାରେ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ୍ତ ମହାପାତ୍ର କହିଛନ୍ତି।

ସେ କହିଛନ୍ତି,“କ୍ୟାଣ୍ଟ’ର ପ୍ରଭାବରେ ଆସନ୍ତାକାଲି ରାଜ୍ୟରେ ସାମାନ୍ୟ ବର୍ଷା ହୋଇପାରେ। ଆଜି ଟିକିଏ ମେଘୁଆ ପାଗ ରହିବ। ଆସନ୍ତାକାଲି ସାମାନ୍ୟ ବର୍ଷା ହେବାର ସମ୍ଭାବନା ଅଛି। ‘କ୍ୟାଣ୍ଟ’ଉପକୂଳରେ ମାଡ଼ ହେବା ପରେ ଛୁଟି ସଂପର୍କରେ ବିଚାର କରାଯିବ।”

ସେ ଆହୁରି କହିଛନ୍ତି, “ଗୋପାଳପୁର ଠାରୁ ପୂର୍ବ-ଦକ୍ଷିଣପୂର୍ବ ଦିଗରେ କେନ୍ଦ୍ରୀଭୂତ ଥିବା ‘କ୍ୟାଣ୍ଟ’ ଆସନ୍ତା ୭୨ ଘଣ୍ଟା ମଧ୍ୟରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଆଡକୁ ଗତି କରିବ। ଗଞ୍ଜାମ ଓ ଗଜପତି ଜିଲ୍ଲାଠାରୁ ଦୂରରେ ରହିବ। କ୍ୟାଣ୍ଟ ପ୍ରଭାବରେ ଆସନ୍ତା ୨୭ ଓ ୨୮ ତାରିଖରେ ଉପକୂଳ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ୨୯ ତାରିଖଠାରୁ ଏହାର ପ୍ରଭାବ କମିବ। ବନ୍ଦର ଗୁଡିକରେ ଏବେ ୨ ନମ୍ବର ବିପଦ ସଙ୍କେତ ଦିଆଯାଇଥିବା ବେଳେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story