କେଲୋ ପ୍ରକଳ୍ପ ପ୍ରସଙ୍ଗରେ ବିଧାନସଭାରେ ଗତ ମେ’ରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ: ବିଜେପି

ଭୁବନେଶ୍ୱର: କେଲୋ ପ୍ରକଳ୍ପ ସମ୍ପର୍କରେ ରାଜ୍ୟ ସରକାର ତଥ୍ୟ ଲୁଚାଇ ଥିବା ଅଭିଯୋଗ କରି ପୁଣି ଥରେ ବିଜେପି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛି। ଗତ ମେ ୨ ତାରିଖରେ ବିଧାନସଭାରେ ରାସେଶ୍ୱରୀ ପାଣିଗ୍ରାହୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଛତିଶଗଡ଼ ସରକାରଙ୍କ ମହାନଦୀ ଉପରମୁଣ୍ଡରେ କେଲୋ ଓ ଅନ୍ୟାନ୍ୟ ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତର ଦେଇଛନ୍ତି ବୋଲି ବିଜେପି କହିଛି। ପୂର୍ବରୁ ଛତିଶଗଡ଼ ଓ ଓଡ଼ିଶା ସରକାରଙ୍କ ଭିତରେ କେଲୋ ପ୍ରକଳ୍ପ ନେଇ ତଥ୍ୟ ଦେଣନେଣ […]

bjp

bjp

Rakesh Mallick
  • Published: Tuesday, 09 August 2016
  • Updated: 09 August 2016, 09:36 PM IST

Sports

Latest News

bjpଭୁବନେଶ୍ୱର: କେଲୋ ପ୍ରକଳ୍ପ ସମ୍ପର୍କରେ ରାଜ୍ୟ ସରକାର ତଥ୍ୟ ଲୁଚାଇ ଥିବା ଅଭିଯୋଗ କରି ପୁଣି ଥରେ ବିଜେପି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛି। ଗତ ମେ ୨ ତାରିଖରେ ବିଧାନସଭାରେ ରାସେଶ୍ୱରୀ ପାଣିଗ୍ରାହୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଛତିଶଗଡ଼ ସରକାରଙ୍କ ମହାନଦୀ ଉପରମୁଣ୍ଡରେ କେଲୋ ଓ ଅନ୍ୟାନ୍ୟ ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତର ଦେଇଛନ୍ତି ବୋଲି ବିଜେପି କହିଛି। ପୂର୍ବରୁ ଛତିଶଗଡ଼ ଓ ଓଡ଼ିଶା ସରକାରଙ୍କ ଭିତରେ କେଲୋ ପ୍ରକଳ୍ପ ନେଇ ତଥ୍ୟ ଦେଣନେଣ ହୋଇଥିବାର ପ୍ରମାଣ ବିଜେପି ଦେଇଥିଲା।

ଆଜି ଏକ ସାମ୍ବାଦିକ ସମ୍ବିଳନୀରେ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି, “କେଲୋ ପ୍ରକଳ୍ପ ଏନ୍‌ଓସି ନେଇ ରାଜ୍ୟ ସଚିବାଳୟ ଓ ରାଜୀବ ଭବନରେ ୨୦୦୮ ଜୁଲାଇରେ ଛତିଶଗଡ଼ ଓ ଓଡ଼ିଶା ଜଳସେଚନ ବିଭାଗ ଅଧିକାରୀଙ୍କ ଭିତରେ ଆଲୋଚନା ହୋଇଥିଲା। ଏ ନେଇ ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ।”

ସେ କହିଛନ୍ତି, “ବିଜେଡି ସରକାର ମହାନଦୀ ପ୍ରସଙ୍ଗରେ ମିଥ୍ୟା ତଥ୍ୟ ଦେଇ ରାଜ୍ୟବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ଏପରି ମିଥ୍ୟା ପ୍ରଚାରରେ ସାମିଲ ହୋଇଛନ୍ତି।”

ସେ ଆହୁରି କହିଛନ୍ତି, “ବାରମ୍ବାର ମିଛ କହି ନିଜ ଅପାରଗତା ଘୋଡାଇବାକୁ ବିଜେଡି ଚେଷ୍ଟା କରୁଛି। ଆମେ ପ୍ରମାଣ ଦେବା ପରେ ଆମକୁ ଛତିଶଗଡ଼ର ଦଲାଲ ବୋଲି ବିଜେଡି କହୁଛି। ସେ (ମୁଖ୍ୟମନ୍ତ୍ରୀ) ନିଜେ ଚିଟ୍‌ଫଣ୍ଡ ଦଲାଲ, ମୋତିଲାଲ ଦଲାଲ, ହାପି କର ଦଲାଲ, ଖଣି ଦଲାଲ ଓ ପାଣି ଦଲାଲଙ୍କ ଗ୍ରୁପ ଭିତରେ ପୋତି ହୋଇପଡିଛନ୍ତି। ବିଜେଡି ଦଳର ପ୍ରବକ୍ତାମାନେ ବିଜେପିକୁ ଏପରି କହିବାର ନୈତିକ ସାହସ କେଉଁଠୁ ପାଇଲେ? ମୁଖ୍ୟମନ୍ତ୍ରୀଙ୍କ ଉତ୍ତରରୁ କିଏ ଛତିଶଗଡ଼ ସରକାରଙ୍କ ଦଲାଲି କରୁଛି ଜଣାପଡିଯାଉଛି।”

ସେ କହିଛନ୍ତି, “୨୦୦୮ ଜୁଲାଇ ୨୪ ତାରିଖରେ ଛତିଶଗଡ଼ ଅଧିକାରୀମାନେ ଆସିଥିଲେ। ସଚିବାଳୟରେ ଜଳସେଚନ ବିଭାଗର ତତ୍‌କାଳୀନ ପ୍ରମୁଖ ଶାସନ ସଚିବ ଅରବିନ୍ଦ ବେହେରାଙ୍କ ନେତୃତ୍ୱରେ ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ଖାଲି ସଚିବାଳୟ ନୁହେଁ ଜଳସମ୍ପଦ ବିଭାଗର ରାଜୀବ ଭବନରେ ମଧ୍ୟ ବୈଠକ ହୋଇଥିଲା। ଏହି ୨ଟି ବୈଠକରେ କ’ଣ ଆଲୋଚନା ହୋଇଥିଲା ରାଜ୍ୟ ସରକାର ତାହା ସ୍ପଷ୍ଟ କରନ୍ତୁ।”

ବିଜେଡି ମୂଖପାତ୍ର ଶଶୀଭୂଷଣ ବେହେରା କହିଛନ୍ତି, “କେଲୋ ପ୍ରକଳ୍ପ ଲାଗି ଅନୁମତି ଦେବା ବେଳେ ଓଡ଼ିଶାକୁ ଅନ୍ଧାରରେ ରଖାଯାଇଥିବା କେନ୍ଦ୍ର ସ୍ୱୀକାର କରିବା ସହ ଏହା ତାଙ୍କର ତ୍ରୁଟି ବୋଲି ମାନି ସାରିଲେଣି। ମହାନଦୀର ସ୍ୱାର୍ଥ ରକ୍ଷା ପାଇଁ ବିଜେଡିର ଆନ୍ଦୋଳନ ଜାରି ରହିବ। ଯେଉଁମାନେ ଚିଠି ରାଜନୀତିରେ ରହିଛନ୍ତି ସେଥିରେ ରହିଥାନ୍ତୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story