ଡାକ୍ତରଙ୍କ ହାତରୁ ଖସି ପଡ଼ି ନବଜାତ ଶିଶୁପୁତ୍ରର ମୃତ୍ୟୁ ଅଭିଯୋଗ

କେନ୍ଦ୍ରାପଡ଼ା: ଡାକ୍ତରଙ୍କ ଅସାବଧାନତା କାରଣରୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତଳେ ଖସି ପଡି ଏକ ନବଜାତ ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଶିଶୁଟି ଡାକ୍ତରଙ୍କ ହାତରୁ ଖସି ପଡିବା ଯୋଗୁଁ ମୃତ୍ୟୁ ଘଟିଥିବା ତା’ର ମାଆ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମୃତ ଶିଶୁର ପରିବାର ଲୋକେ ଦାବି କରିଛନ୍ତି। ସ୍ଥାନୀୟ ମାଟିପେରିଲୋ ଗାଁର ଗୌତମ ମଲ୍ଲିକଙ୍କ ପତ୍ନୀ ଆଜି […]

childdeath

childdeath

Rakesh Mallick
  • Published: Friday, 09 December 2016
  • Updated: 09 December 2016, 01:17 PM IST

Sports

Latest News

childdeathକେନ୍ଦ୍ରାପଡ଼ା: ଡାକ୍ତରଙ୍କ ଅସାବଧାନତା କାରଣରୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତଳେ ଖସି ପଡି ଏକ ନବଜାତ ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଶିଶୁଟି ଡାକ୍ତରଙ୍କ ହାତରୁ ଖସି ପଡିବା ଯୋଗୁଁ ମୃତ୍ୟୁ ଘଟିଥିବା ତା’ର ମାଆ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମୃତ ଶିଶୁର ପରିବାର ଲୋକେ ଦାବି କରିଛନ୍ତି।

ସ୍ଥାନୀୟ ମାଟିପେରିଲୋ ଗାଁର ଗୌତମ ମଲ୍ଲିକଙ୍କ ପତ୍ନୀ ଆଜି ସକାଳେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ତେବେ ଶିଶୁ ଜନ୍ମ ପରେ ଡାକ୍ତରଙ୍କ ହାତରୁ ଖସି ପଡିବାରୁ ତା’ର ମୃତ୍ୟୁ ହୋଇଯାଇଥିବା ଝରଣା କହିଛନ୍ତି।

ଝରଣାଙ୍କ କହିବା ଅନୁସାରେ,“ପ୍ରସବ ପୂର୍ବରୁ ମୋତେ ଟଙ୍କା ମଗାଯାଇଥିଲା। ମୋ ସ୍ୱାମୀ ୫୦୦ ଟଙ୍କା ମଧ୍ୟ ଦେଇଛନ୍ତି। ପିଲା ପଡିଯିବା ପରେ ମୋ ପାଖରୁ ନେଇ ଯାଇଥିଲେ। ସେମାନେ ମୋ ପିଲାକୁ ମାରିଦେଲେ। ସେମାନଙ୍କ ଅସାବଧାନତା ଯୋଗୁଁ ମୋ ପିଲା ମରିଗଲା।”

ସେ ଆହୁରି କହିଛନ୍ତି,“ମେଡିକାଲ କର୍ମଚାରୀ ମୋ ପାଖକୁ ଦଳ ବାନ୍ଧି ଆସିଥିଲେ। ମୁଁ ସେମାନଙ୍କୁ ମୋ ପିଲା ସମ୍ପର୍କରେ ପଚାରି ଥିଲି। ସାରଙ୍କ ହାତରୁ ପିଲା ଖସି ପଡିଥିବା ମୁଁ ନିଜେ ଦେଖିଥିବା କହିଥିଲି। ହେଲେ ସେମାନେ ମୋ ମୁଣ୍ଡ ଖରାପ ହୋଇଯାଇଥିବା ଅଭିଯୋଗ କରି ଚାଲିଯାଇଥିଲେ।”

ଝରଣାଙ୍କ ଅଭିଯୋଗକୁ ମେଡିକାଲ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି।

ନର୍ସ କଳ୍ପନା ମିଶ୍ର କହିଛନ୍ତି,“ଜନ୍ମ ପରେ ପିଲାଟା କାନ୍ଦୁ ନ ଥିବାରୁ କନ୍ଦେଇବାକୁ ଚେଷ୍ଟା କରିଥିଲୁ। ମୁଁ ବହୁତ ଚେଷ୍ଟା କରିବା ପରେ ମଧ୍ୟ ପିଲାଟି କାନ୍ଦି ନ ଥିଲା। ପିଲା ପଡିଯିବା ଅଭିଯୋଗରେ କୌଣସି ସତ୍ୟତା ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story