କେନ୍ଦ୍ରାପଡ଼ା: ପତ୍ରପୁର ଗାଁରେ ଅନରକିଲିଂ ଅଭିଯୋଗ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ପତ୍ରପୁର ଗାଁରେ ଅନରକିଲିଂ ଅଭିଯୋଗ ହୋଇଛି। ଗତ ୧ ତାରିଖରେ ଗାଁର ନାରାୟଣ ସାହୁ ତାଙ୍କ ଝିଅ କାଞ୍ଚନ ସାହୁଙ୍କୁ ମାରି ନଦୀରେ ଫିଙ୍ଗି ଦେଇଥିବା ଝିଅର ଦାଦା ଥାନାରେ ଅଭିଯୋଗ କରିଛନ୍ତି। ଖବର ପାଇ ରାଜକନିକା ଥାନା ପୋଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତା ଯୁବତୀଙ୍କ ବାପାଙ୍କୁ ଅଟକ ରଖି ପଚରାଉଚରା କରୁଛି। ଗତ ୧ ତାରିଖ ସନ୍ଧ୍ୟାରେ ନାରାୟଣ ନିଜ ଜ୍ୱାଇଁ […]

kendrapada

kendrapada

Rakesh Mallick
  • Published: Saturday, 09 July 2016
  • Updated: 09 July 2016, 06:53 PM IST

Sports

Latest News

kendrapadaକେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ପତ୍ରପୁର ଗାଁରେ ଅନରକିଲିଂ ଅଭିଯୋଗ ହୋଇଛି। ଗତ ୧ ତାରିଖରେ ଗାଁର ନାରାୟଣ ସାହୁ ତାଙ୍କ ଝିଅ କାଞ୍ଚନ ସାହୁଙ୍କୁ ମାରି ନଦୀରେ ଫିଙ୍ଗି ଦେଇଥିବା ଝିଅର ଦାଦା ଥାନାରେ ଅଭିଯୋଗ କରିଛନ୍ତି। ଖବର ପାଇ ରାଜକନିକା ଥାନା ପୋଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତା ଯୁବତୀଙ୍କ ବାପାଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଗତ ୧ ତାରିଖ ସନ୍ଧ୍ୟାରେ ନାରାୟଣ ନିଜ ଜ୍ୱାଇଁ ସହ ମିଶି ଝିଅର ମୃତ ଦେହ ନଦୀରେ ଫିଙ୍ଗିବାକୁ ନେଉଥିବା ବେଳେ ଗ୍ରାମବାସୀ ଦେଖିଥିଲେ। ଗ୍ରାମବାସୀ ନାରାୟଣଙ୍କୁ ଝିଅର ମୃତ୍ୟୁର କାରଣ ସମ୍ପର୍କରେ ପଚାରିବାରୁ ସେ ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ। ଘଟଣାକୁ ନେଇ ନାରାୟଣ ବାରମ୍ୱାର ମତ ପରିବର୍ତ୍ତନ କରୁଥିଲେ। ଫଳରେ ଗାଁ ଲୋକଙ୍କ ସନ୍ଦେହ ହେବାରୁ ଝିଅର ଦାଦା ଓ ଗ୍ରାମବାସୀଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି।

ମୃତ କାଞ୍ଚନଙ୍କ ଦାଦା କହିଛନ୍ତି, “ଘଟଣା ଦିନ ସକାଳେ ମୁଁ ବନ୍ଧୁ ଘରକୁ ଯାଇଥିଲି। ତା’ପର ଦିନ ଗାଁକୁ ଆସି ପହଞ୍ଚିଲା ପରେ ଶୁଣିବାକୁ ପାଇଲି ଝିଅର ମୃତ୍ୟୁ ଘଟିଛି ଓ ବଡ଼ଭାଇ ଜ୍ୱାଇଁ ସହ ମିଶି ଝିଅର ଶବକୁ ନଦୀରେ ଫିଙ୍ଗି ଦେଇଛନ୍ତି। ମୃତ୍ୟୁ ସମ୍ପର୍କରେ ପଚାରିବାରୁ ଭାଇ ଭିନ୍ନ ଭିନ୍ନ କଥା କହିଲେ। ମୋର ସନ୍ଦେହ ହେବାରୁ ଥାନାରେ ଅଭିଯୋଗ କରିଥିଲି।”

ଗ୍ରାମବାସୀ ସନାତନ ବେହେରା କହିଛନ୍ତି, “ମୁଁ ସନ୍ଧ୍ୟାରେ ବିଲରୁ ଫେରୁଥିବା ବେଳେ ନାରାୟଣ ଓ ଶ୍ରୀଧର ଜେନା ଏକ ଶବକୁ କାନ୍ଧରେ ନେଇ ଯାଉଥିଲେ। ଘଟଣା ସମ୍ପର୍କରେ ପଚାରିବାରୁ ଝିଅ ମରିଯାଇଛି ବୋଲି ନାରାୟଣ କହିଥିଲେ।”

ସୂଚନାଯୋଗ୍ୟ, ଗତ ମେ’୨୫ରେ ବଲାଙ୍ଗିରରେ ଅନରକିଲିଂ ଅଭିଯୋଗ ହୋଇଥିଲା। ଜଣେ ଯୁବତୀ ଅନ୍ୟ ଜାତିରେ ବିବାହ କରିଥିବା ଯୋଗୁଁ ତାଙ୍କ ବାପା ତାଙ୍କୁ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ଆସିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story