କେନ୍ଦ୍ରାପଡ଼ା: ପୋଖରୀରେ ବୁଡ଼ି ବାପା ଓ ପୁଅଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ବଣିଆମାଳ ଗାଁରେ ପୋଖରୀରେ ବୁଡ଼ି ବାପା ଓ ପୁଅଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ରାମଚନ୍ଦ୍ର ସାହୁ ଏବଂ ତାଙ୍କ ପୁଅ ସ୍ମୃତି ରଞ୍ଜନ ସାହୁ। ଗତକାଲି ରାମଚନ୍ଦ୍ରଙ୍କ ବାପାଙ୍କ ପିଣ୍ଡ ଦାନ ଥିଲା। ବିଳମ୍ୱିତ ରାତିରେ ସେ ପିଣ୍ଡଦାନ ପରେ ପୋଖରୀକୁ ବିସର୍ଜନ କରିବାକୁ ଯାଇଥିଲେ। ତାଙ୍କ ସହ ଯାଇଥିବା ପୁଅ ସ୍ମୃତି କୌଣସି କାରଣରୁ ପୋଖରୀରେ ପଡ଼ିଯାଇଥିଲେ। ରାମଚନ୍ଦ୍ର ପୁଅକୁ ଉଦ୍ଧାର କରିବାକୁ ପୋଖରୀ ଭିତରକୁ ପଶିଥିଲେ । ଶେଷରେ ଉଭୟ […]

kkk

kkk

Rakesh Mallick
  • Published: Wednesday, 11 November 2015
  • Updated: 11 November 2015, 07:05 AM IST

Sports

Latest News

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ବଣିଆମାଳ ଗାଁରେ ପୋଖରୀରେ ବୁଡ଼ି ବାପା ଓ ପୁଅଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ରାମଚନ୍ଦ୍ର ସାହୁ ଏବଂ ତାଙ୍କ ପୁଅ ସ୍ମୃତି ରଞ୍ଜନ ସାହୁ। ଗତକାଲି ରାମଚନ୍ଦ୍ରଙ୍କ ବାପାଙ୍କ ପିଣ୍ଡ ଦାନ ଥିଲା। ବିଳମ୍ୱିତ ରାତିରେ ସେ ପିଣ୍ଡଦାନ ପରେ ପୋଖରୀକୁ ବିସର୍ଜନ କରିବାକୁ ଯାଇଥିଲେ। ତାଙ୍କ ସହ ଯାଇଥିବା ପୁଅ ସ୍ମୃତି କୌଣସି କାରଣରୁ ପୋଖରୀରେ ପଡ଼ିଯାଇଥିଲେ। ରାମଚନ୍ଦ୍ର ପୁଅକୁ ଉଦ୍ଧାର କରିବାକୁ ପୋଖରୀ ଭିତରକୁ ପଶିଥିଲେ । ଶେଷରେ ଉଭୟ ବାପା ଓ ପୁଅ ପୋଖରୀରୁ ବାହାରି ନ ପାରି ବୁଡ଼ି ଯିବାରୁ ମୃତ୍ୟୁ ଘଟିଥିଲା।
ପରିବାର ଲୋକେ ଓ ପଡୋଶୀ ଉଭୟଙ୍କ ମୃତଦେହ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡ଼ା ଡାକ୍ତରଖାନାକୁ ପଠାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story