କେନ୍ଦୁଝର: ଆନନ୍ଦପୁରରେ ବିଷ ପିଇ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

କେନ୍ଦୁଝର: ଆନନ୍ଦପୁରର କୋଳିମାଟି ଗାଁରେ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଚାଷୀ ଜଣଙ୍କ ହେଲେ ଭଜହରି ମଢେଇ । ସେ ବିଷ ପିଇ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଫସଲ ଉଜୁଡି ଯିବାରୁ ବଡଭାଇଙ୍କ ଚିକିତ୍ସା ଓ ଚାଷ ଲାଗି କରିଥିବା ଧାରକରଜ ଶୁଝିବା ଚିନ୍ତାରେ ସେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ମୃତ ଭଜହରି ବଡ ଭାଇଙ୍କ […]

anadapur-5

anadapur-5

Rakesh Mallick
  • Published: Tuesday, 20 October 2015
  • Updated: 20 October 2015, 04:39 AM IST

Sports

Latest News

କେନ୍ଦୁଝର: ଆନନ୍ଦପୁରର କୋଳିମାଟି ଗାଁରେ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଚାଷୀ ଜଣଙ୍କ ହେଲେ ଭଜହରି ମଢେଇ । ସେ ବିଷ ପିଇ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଫସଲ ଉଜୁଡି ଯିବାରୁ ବଡଭାଇଙ୍କ ଚିକିତ୍ସା ଓ ଚାଷ ଲାଗି କରିଥିବା ଧାରକରଜ ଶୁଝିବା ଚିନ୍ତାରେ ସେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ ମୃତ ଭଜହରି ବଡ ଭାଇଙ୍କ ଅପରେସନ ଲାଗି ଗତବର୍ଷ ୧ଲକ୍ଷ ୨୦ହଜାର ଟଙ୍କା ଧାର କରିଥିଲେ । ଚଳିତବର୍ଷ ଚାଷ ଲାଗି ୧୦ରୁ ୧୨ ହଜାର ଟଙ୍କା ଧାର କରିଥିଲେ । ଆଶା ରଖିଥିଲେ ଧାନ ବିକ୍ରି କରି ଋଣ ଧାରକରଜ ଶୁଝିବେ ବୋଲି । ତେବେ ସ୍ୱଳ୍ପବୃଷ୍ଟି ଯୋଗୁଁ ଫସଲ ଉଜୁଡି ଯିବାରୁ ସେ ଚିନ୍ତିତ ହୋଇପଡିଥିଲେ । ଗତକାଲି ଜମିରେ କୀଟନାଶକ ପକାଇବାକୁ ଯାଇଥିଲେ । ସେଠାରୁ ସେ କୀଟନାଶକ ପିଇ ଦେଇ ଘରକୁ ଫେରିଥିଲେ । ଘରେ ସେ ଗୁରୁତର ହୋଇଯିବାରୁ ପରିବାର ଲୋକେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story