କେନ୍ଦୁଝର: ଦଳୀୟ ହୁଇପ୍‌ ଅବମାନନା ଘଟଣାରେ ପଦ ହରାଇଲେ ବିଜେଡିର ୯ କାଉନସିଲର

କେନ୍ଦୁଝର: ଦଳୀୟ ହୁଇପ୍‌ଙ୍କ ଅବମାନନା କରିବା କେନ୍ଦୁଝରଗଡ଼ ପୌର ପରିଷଦର ୯ ଜଣ କାଉନସିଲରଙ୍କୁ ମହଙ୍ଗା ପଡିଛି। ସୋମବାର ଦଳବଦଳ ନିରୋଧ ଆଇନର ଧାରା ୪୬ ଏ-୧ବି ଆଧାରରେ ଏମାନଙ୍କ ସଭ୍ୟପଦକୁ ରାଜ୍ୟ ନିର୍ବାଚନ କମିଶନର ରଦ୍ଦ କରି ଦେଇଛନ୍ତି। କେନ୍ଦୁଝରଗଡ଼ ବିଜେଡି ପୌରାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ ବେଳେ ଏହି କାଉନସିଲରମାନେ ଦଳୀୟ ହୁଇପ୍‌କୁ ମାନି ନ ଥିଲେ। ଏମାନେ ଦଳ ବିରୋଧରେ ଯାଇ ଅନାସ୍ଥା ଭୋଟ୍ ସପକ୍ଷରେ ଭୋଟ୍ ଦେଇଥିଲେ। ଏହାକୁ ନେଇ ବିଜେଡି […]

kendujharagadacorporater

kendujharagadacorporater

Rakesh Mallick
  • Published: Monday, 22 February 2016
  • Updated: 23 February 2016, 02:46 AM IST

Sports

Latest News

କେନ୍ଦୁଝର: ଦଳୀୟ ହୁଇପ୍‌ଙ୍କ ଅବମାନନା କରିବା କେନ୍ଦୁଝରଗଡ଼ ପୌର ପରିଷଦର ୯ ଜଣ କାଉନସିଲରଙ୍କୁ ମହଙ୍ଗା ପଡିଛି। ସୋମବାର ଦଳବଦଳ ନିରୋଧ ଆଇନର ଧାରା ୪୬ ଏ-୧ବି ଆଧାରରେ ଏମାନଙ୍କ ସଭ୍ୟପଦକୁ ରାଜ୍ୟ ନିର୍ବାଚନ କମିଶନର ରଦ୍ଦ କରି ଦେଇଛନ୍ତି।

କେନ୍ଦୁଝରଗଡ଼ ବିଜେଡି ପୌରାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ ବେଳେ ଏହି କାଉନସିଲରମାନେ ଦଳୀୟ ହୁଇପ୍‌କୁ ମାନି ନ ଥିଲେ। ଏମାନେ ଦଳ ବିରୋଧରେ ଯାଇ ଅନାସ୍ଥା ଭୋଟ୍ ସପକ୍ଷରେ ଭୋଟ୍ ଦେଇଥିଲେ। ଏହାକୁ ନେଇ ବିଜେଡି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲା। ମାମଲାର ଶୁଣାଣି କରି ରାଜ୍ୟ ନିର୍ବାଚନ କମିଶନ ଏହି ରାୟ ଶୁଣାଇଛନ୍ତି। ଏ ନେଇ ସମ୍ପୃକ୍ତ କାଉନସିଲରମାନଙ୍କୁ ଅବଗତ କରି ଦିଆଯାଇଛି। ଗତ ୩ ତାରିଖରେ ରାଜ୍ୟ ନିର୍ବାଚନ କମିଶନ ମାମଲା ବିଚାର କରି ରାୟ ସଂରକ୍ଷିତ ରଖିଥିଲେ।

କେନ୍ଦୁଝରଗଡ଼ ପୌର ପରିଷଦ ଅଧ୍ୟକ୍ଷା ମୀନା ମାଝି ଗତ ଡିସେମ୍ବର ୨୮ ତାରିଖରେ ହୋଇଥିବା ଅନାସ୍ଥା ପ୍ରସ୍ତାବରେ ହାରି ଯାଇଥିଲେ। କାଉନସିଲର ୨୧ ସଦସ୍ୟଙ୍କ ମଧ୍ୟରୁ ୧୬ ଜଣ ଭୋଟ୍ ଦେବାକୁ ଆସିଥିବା ବେଳେ ୧୫ ଜଣ ଦେଇଥିଲେ। ବିଜେପିର ଏକମାତ୍ର କାଉନସିଲର ଭୋଟ ଦେବାରୁ ବିରତ ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story