କୂଳକୁ ଫେରିଲେ ଏରେଣ୍ଡେଇ ଟାପୁରେ ଜଳବନ୍ଦୀ ଥିବା ୯ ହାତୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଦେଇ ପ୍ରବାହିତ ବୈତରଣୀ ନଦୀର ଏରେଣ୍ଡେଇ ଟାପୁରେ ଜଳବନ୍ଦୀ ହୋଇଥିବା ୯ଟି ହାତୀ କୂଳକୁ ଫେରି ଆସିଛନ୍ତି। ଗତ ମଧ୍ୟରାତିରୁ ହାତୀପଲ ଟାପୁ ମଧ୍ୟରୁ ବାହାରକୁ ଚାଲିଆସିଥିବା ଜଣାପଡ଼ିଛି। ଜନଗହଳି ହଟିବା ପରେ ସ୍ୱତଃପ୍ରବୃତ୍ତ ଭାବରେ ସେହି ଟାପୁରୁ ବାହାରି ରାଜାବାଡ଼ି ଓ ଏରେଣ୍ଡେଇ ଗାଁ ଦେଇ କମଳାବାହାଳି ଜଙ୍ଗଲକୁ ଚାଲି ଯାଇଛନ୍ତି। ବୈତରଣୀ ନଦୀରେ ବନ୍ୟାଜଳ ଆସିବାରୁ ଗତକାଲି ଏରେଣ୍ଡଇ ଗାଁରେ ଥିବା ଏକ ଟାପୁରେ ୯ଟି ହାତୀ ଫସି ରହିଥିଲେ। […]

elephent

elephent

Rakesh Mallick
  • Published: Tuesday, 06 September 2016
  • Updated: 06 September 2016, 10:25 AM IST

Sports

Latest News

hati କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଦେଇ ପ୍ରବାହିତ ବୈତରଣୀ ନଦୀର ଏରେଣ୍ଡେଇ ଟାପୁରେ ଜଳବନ୍ଦୀ ହୋଇଥିବା ୯ଟି ହାତୀ କୂଳକୁ ଫେରି ଆସିଛନ୍ତି। ଗତ ମଧ୍ୟରାତିରୁ ହାତୀପଲ ଟାପୁ ମଧ୍ୟରୁ ବାହାରକୁ ଚାଲିଆସିଥିବା ଜଣାପଡ଼ିଛି। ଜନଗହଳି ହଟିବା ପରେ ସ୍ୱତଃପ୍ରବୃତ୍ତ ଭାବରେ ସେହି ଟାପୁରୁ ବାହାରି ରାଜାବାଡ଼ି ଓ ଏରେଣ୍ଡେଇ ଗାଁ ଦେଇ କମଳାବାହାଳି ଜଙ୍ଗଲକୁ ଚାଲି ଯାଇଛନ୍ତି।

ବୈତରଣୀ ନଦୀରେ ବନ୍ୟାଜଳ ଆସିବାରୁ ଗତକାଲି ଏରେଣ୍ଡଇ ଗାଁରେ ଥିବା ଏକ ଟାପୁରେ ୯ଟି ହାତୀ ଫସି ରହିଥିଲେ। ଏହି ହାତୀପଲ ଭିତରେ ଏକ ୩ ମାସର ହାତୀ ଛୁଆ ମଧ୍ୟ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story