କେନ୍ଦୁଝର: ଶିଶୁକନ୍ୟାର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କେନ୍ଦୁଝର: ଚମ୍ପୁଆ ଥାନା ଅନ୍ତର୍ଗତ ଶଶାଙ୍ଗ ସ୍କୁଲ ପରିସର ରୋଷେଇ ଘରୁ ଆଜି ଏକ ଶିଶୁକନ୍ୟ (୩ ବର୍ଷ)ର ମୃତଦେହ ଉଦ୍ଧାର କରାଯାଇଛି। ମୃତ ଶିଶୁକନ୍ୟା ହେଲା ଶଶାଙ୍ଗ ଗ୍ରାମର ରଜତ ନାୟକଙ୍କ ଝିଅ ପ୍ରିୟଙ୍କା ନାୟକ। ଗତ ୩ ଦିନ ହେଲେ ଶିଶୁଟି ନିଖୋଜ ଥିବା ନେଇ ତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ମୃତ ଶିଶୁର ନାକ ଓ ପାଟିରୁ ରକ୍ତ ବହାରି ଥିବାରୁ ତାକୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଗତ […]

kendujhar1

kendujhar1

Rakesh Mallick
  • Published: Sunday, 15 January 2017
  • Updated: 15 January 2017, 12:44 PM IST

କେନ୍ଦୁଝର: ଚମ୍ପୁଆ ଥାନା ଅନ୍ତର୍ଗତ ଶଶାଙ୍ଗ ସ୍କୁଲ ପରିସର ରୋଷେଇ ଘରୁ ଆଜି ଏକ ଶିଶୁକନ୍ୟ (୩ ବର୍ଷ)ର ମୃତଦେହ ଉଦ୍ଧାର କରାଯାଇଛି। ମୃତ ଶିଶୁକନ୍ୟା ହେଲା ଶଶାଙ୍ଗ ଗ୍ରାମର ରଜତ ନାୟକଙ୍କ ଝିଅ ପ୍ରିୟଙ୍କା ନାୟକ। ଗତ ୩ ଦିନ ହେଲେ ଶିଶୁଟି ନିଖୋଜ ଥିବା ନେଇ ତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ।

ମୃତ ଶିଶୁର ନାକ ଓ ପାଟିରୁ ରକ୍ତ ବହାରି ଥିବାରୁ ତାକୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ଗତ ୧୩ ତାରିଖରେ ରଜତ ଏବଂ ତାଙ୍କ ପତ୍ନୀ ମକର ପାଇଁ ଜିନିଷ କିଣିବାକୁ ବଜାରକୁ ଯାଇଥିଲେ। ଘରେ ସାନ ଝିଅ ପ୍ରିୟଙ୍କାକୁ ଛାଡିଦେଇ ଯାଇଥିଲେ। ବଜାରରୁ ଫେରି ଝିଅକୁ ଘରେ ନ ପାଇ ଆଖପାଖରେ ଖୋଜାଖୋଜି କରି ନିରାଶ ହୋଇଥିଲେ। ଫଳରେ ୧୪ ତାରିଖରେ ଥାନାରେ ଅଭିଯୋଗ କରିଥିଲେ।

ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story