ଏରେଣ୍ଡେଇ ଟାପୁରେ ୮ ହାତୀ ଜଳବନ୍ଦୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଦେଇ ପ୍ରବାହିତ ବୈତରଣୀ ନଦୀର ଏରେଣ୍ଡେଇର ଟାପୁରେ ୮ଟି ହାତୀ ଜଳବନ୍ଦୀ ଅଛନ୍ତି। ନଦୀରେ ଅଧିକ ପାଣି ପ୍ରବାହିତ ହେଉଥିବାରୁ ଆଜି ହାତୀମାନଙ୍କୁ ଉଦ୍ଧାର କରିବା ବନ ବିଭାଗ ପକ୍ଷେ ସମ୍ଭବ ହୋଇନି। ଗାଁ ଲୋକଙ୍କ ସହାୟତାରେ ବନ ବିଭାଗ ହାତୀ ପଲଙ୍କୁ ଧାନ, ନଡ଼ିଆ ଓ ବାଉଁଶପତ୍ର ଯୋଗାଉଛି। ଗତକାଲି ରାତିରେ ଶିମିଳିପାଳ ଅଭୟାରଣ୍ୟରୁ ୮ଟି ହାତୀ ଖାଦ୍ୟ ଅନ୍ୱେଷଣରେ ପାଟଣା ରେଞ୍ଜକୁ ଆସିଥିଲେ।ଫେରିବା ରାସ୍ତାରେ ବୈତରଣୀ ନଦୀରେ ଗୋଟିଏ ହାତୀ […]

keongher

keongher

Rakesh Mallick
  • Published: Monday, 05 September 2016
  • Updated: 05 September 2016, 01:23 PM IST

Sports

Latest News

keongherକେନ୍ଦୁଝର: କେନ୍ଦୁଝର ଜିଲ୍ଲା ଦେଇ ପ୍ରବାହିତ ବୈତରଣୀ ନଦୀର ଏରେଣ୍ଡେଇର ଟାପୁରେ ୮ଟି ହାତୀ ଜଳବନ୍ଦୀ ଅଛନ୍ତି। ନଦୀରେ ଅଧିକ ପାଣି ପ୍ରବାହିତ ହେଉଥିବାରୁ ଆଜି ହାତୀମାନଙ୍କୁ ଉଦ୍ଧାର କରିବା ବନ ବିଭାଗ ପକ୍ଷେ ସମ୍ଭବ ହୋଇନି। ଗାଁ ଲୋକଙ୍କ ସହାୟତାରେ ବନ ବିଭାଗ ହାତୀ ପଲଙ୍କୁ ଧାନ, ନଡ଼ିଆ ଓ ବାଉଁଶପତ୍ର ଯୋଗାଉଛି।

ଗତକାଲି ରାତିରେ ଶିମିଳିପାଳ ଅଭୟାରଣ୍ୟରୁ ୮ଟି ହାତୀ ଖାଦ୍ୟ ଅନ୍ୱେଷଣରେ ପାଟଣା ରେଞ୍ଜକୁ ଆସିଥିଲେ।ଫେରିବା ରାସ୍ତାରେ ବୈତରଣୀ ନଦୀରେ ଗୋଟିଏ ହାତୀ ଛୁଆ ଭାସି ଯାଇଥିଲା। ଅନ୍ୟହାତୀମାନେ ଛୁଆକୁ ଉଦ୍ଧାର କରିବାକୁ ଯାଇ ଏରେଣ୍ଡେଇ ଟାପୁରେ ଅଟକି ଯାଇଥିଲେ।

ଆଜି ସକାଳେ ସ୍ଥାନୀୟ ଲୋକେ ହାତୀ ପଲକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ମାତ୍ର ନଦୀରେ ପାଣି ଅଧିକ ଥିବାରୁ ହାତୀମାନଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇ ନ ଥିଲା।

ଗତ ଦୁଇ ଦିନ ଧରି ଉତ୍ତର ଓଡ଼ିଶାର ପ୍ରବଳ ବର୍ଷା ହୋଇଥିଲା। ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ବୈତରଣୀର ଜଳସ୍ତର ଆହୁରି ବୃଦ୍ଧି ପାଇବ। ଏପରିସ୍ଥଳେ ହାତୀମାନଙ୍କୁ କିପରି ଉଦ୍ଧାର କରାଯିବ ସେହି ଚିନ୍ତାରା ପଡ଼ି ଯାଇଛି ବନ ବିଭାଗ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story