ଖାଦ୍ୟ ସୁରକ୍ଷା ଆଇନକୁ ରାଜ୍ୟ ସରକାର ବିଜୁ ଖାଦ୍ୟ ଯୋଜନାରେ ପରିଣତ କରିଛନ୍ତି: ବିରୋଧୀ

ଭୁବନେଶ୍ୱର: ଖାଦ୍ୟ ସୁରକ୍ଷା ଆଇନକୁ ରାଜ୍ୟ ସରକାର ବିଜୁ ଖାଦ୍ୟ ଯୋଜନାରେ ପରିଣତ କରିଛନ୍ତି। ଏପରି ଅଭିଯୋଗ କରି ଆଜି ବିଧାନସଭାରେ ମୁଲତବି ଆଲୋଚନାରେ ସରକାରଙ୍କୁ ଟାର୍ଗେଟ କରିଥିଲେ ବିରୋଧୀ। ରାସନ କାର୍ଡ ଚୟନରେ ହୋଇଥିବା ଜାଲିଆତି ଅଭିଯୋଗକୁ ନେଇ ବିରୋଧୀ ଏପରି ସମାଲୋଚନା କରିଛନ୍ତି। କିଛି ସ୍ଥାନରେ ଯୋଗ୍ୟ ହିତାଧିକାରୀ କାର୍ଡ ପାଇବାରୁ ବଞ୍ଚିତ ହୋଇଥିବା ସରକାରୀ ଦଳର କିଛି ବିଧାୟକ ମଧ୍ୟ ସ୍ୱୀକାର କରିଛନ୍ତି। ଏପରି ଅନିୟମିତତାର ଯାଞ୍ଚ ବିଧାନସଭା ଗୃହ କମିଟି ଗଠନ […]

assembly

assembly

Rakesh Mallick
  • Published: Tuesday, 29 March 2016
  • Updated: 29 March 2016, 04:32 PM IST

Sports

Latest News

ଭୁବନେଶ୍ୱର: ଖାଦ୍ୟ ସୁରକ୍ଷା ଆଇନକୁ ରାଜ୍ୟ ସରକାର ବିଜୁ ଖାଦ୍ୟ ଯୋଜନାରେ ପରିଣତ କରିଛନ୍ତି। ଏପରି ଅଭିଯୋଗ କରି ଆଜି ବିଧାନସଭାରେ ମୁଲତବି ଆଲୋଚନାରେ ସରକାରଙ୍କୁ ଟାର୍ଗେଟ କରିଥିଲେ ବିରୋଧୀ। ରାସନ କାର୍ଡ ଚୟନରେ ହୋଇଥିବା ଜାଲିଆତି ଅଭିଯୋଗକୁ ନେଇ ବିରୋଧୀ ଏପରି ସମାଲୋଚନା କରିଛନ୍ତି। କିଛି ସ୍ଥାନରେ ଯୋଗ୍ୟ ହିତାଧିକାରୀ କାର୍ଡ ପାଇବାରୁ ବଞ୍ଚିତ ହୋଇଥିବା ସରକାରୀ ଦଳର କିଛି ବିଧାୟକ ମଧ୍ୟ ସ୍ୱୀକାର କରିଛନ୍ତି। ଏପରି ଅନିୟମିତତାର ଯାଞ୍ଚ ବିଧାନସଭା ଗୃହ କମିଟି ଗଠନ କରି କରାଯାଉ ବୋଲି ଉଭୟ ଶାସକ ଓ ବିରୋଧୀ ଦାବି କରିଛନ୍ତି।

ମୁଲତବି ପ୍ରସ୍ତାବ ଆଲୋଚନା ବେଳେ ବିରୋଧୀ ଅଭିଯୋଗ କରିଥିଲେ, ଶାସକ ଦଳର ନେତା ଓ କର୍ମୀଙ୍କ ନାଁରେ ରାସନ କାର୍ଡ କରାଯାଇଛି। ଧରାପଡ଼ିବା ପରେ କଟକ ମେୟରଙ୍କୁ ବିଜେଡି ସରକାର ବିଦା କରି ଦେଲେ ସତ ହେଲେ ରାସନକାର୍ଡ ବଣ୍ଟନକୁ ରାଜନୀତିକରଣ କରି ଦେଲେ।  କଂଗ୍ରେସ ବିଧାୟକମାନେ କହିଛନ୍ତି, ଖାଦ୍ୟ ସୁରକ୍ଷା ଆଇନ ୟୁପିଏର ଅବଦାନ। ରାଜ୍ୟ ସରକାର ଏହାକୁ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଛନ୍ତି। ସେହିପରି ବିଜେପି ବିଧାୟକମାନେ କହିଥିଲେ ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଯୋଜନାକୁ ବିଜୁ ଖାଦ୍ୟ ଯୋଜନାରେ ପରିଣତ କରିଦେଲେ। କେନ୍ଦ୍ର ଦେଉଥିବା ଚାଉଳ ନିଜ ନାଁରେ ବାଣ୍ଟି ବାହାବାହା ନେଉଛନ୍ତି।

ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି, “ବିଜେଡି କର୍ମୀ ଓ ନେତାମାନେ ଅନିୟମିତତା କରି ରାସନ କାର୍ଡ ନେଇଛନ୍ତି।  ବିଧାନସଭା ଗୃହ କମିଟି କରାଯାଇ ଏହାର ତଦନ୍ତ କରିବାକୁ ଦାବି କରିଥିଲୁ। ଦାବି ପୂରଣ ନ ହେବାରୁ କକ୍ଷତ୍ୟାଗ କଲୁ।”

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି, “ଗରିବ ଲୋକଙ୍କ ପାଇଁ ରାସନ କାର୍ଡ ବ୍ୟବସ୍ଥା କରିବା ବଦଳରେ ନିଜ ଦଳର ନେତା ଓ କର୍ମୀଙ୍କ ପାଇଁ କରୁଛନ୍ତି। ବହୁ ଯୋଗ୍ୟ ହିତାଧିକାରୀ କାର୍ଡ ପାଇବାରୁ ବଞ୍ଚିତ ହୋଇଛନ୍ତି। ରାଜ୍ୟର ବିଭିନ୍ନ ପଞ୍ଚାୟତରେ, ବ୍ଲକ୍‌ରେ ଲୋକେ ରାସନ କାର୍ଡ ପାଇଁ ଆନ୍ଦୋଳନ ଚଳାଇଛନ୍ତି। ହେଲେ ଏହାର ପ୍ରଭାବ ସରକାରଙ୍କ ଉପରେ ପଡୁନାହିଁ।”

ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଗରିବଙ୍କୁ ନେଇ ରାଜନୀତି ନ କରିବାକୁ ବିରୋଧୀଙ୍କୁ କହିଥିଲେ। ଏପରି କି କେନ୍ଦ୍ର ସରକାର ରାଜ୍ୟ ଉପରେ ଗହମ କୋଟା ଲଦି ଦେଉଥିବା ସେ ପାଲଟା ଅଭିଯୋଗ କରିଥିଲେ। ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରିବା ସହ ଉଭୟ କଂଗ୍ରେସ ଓ ବିଜେପି  ବିଧାୟକମାନେ ବିଧାନସଭା ଗୃହ କମିଟି ଦ୍ୱାରା ଅନିୟମିତତାର ତଦନ୍ତ ଦାବି କରି କକ୍ଷ ତ୍ୟାଗ କରି ଚାଲିଯାଇଥିଲେ।

ଖାଦ୍ୟ ଯୋଗାଣ ମନ୍ତ୍ରୀ ଦାସବର୍ମା କହିଛନ୍ତି, “ଯେହେତୁ ଏହା ପେଟପାଟଣା କଥା, ଏହାକୁ ନେଇ ରାଜନୀତି କରା ନ ଯାଉ। ଏକ ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ଓ ରାଜ୍ୟର କ’ଣ ଦାୟିତ୍ୱ ତାହା ନିର୍ଦ୍ଧାରିତ ହୋଇଛି। ଆବଶ୍ୟକଠାରୁ ଅଧିକ ଗହମ କୋଟା କେନ୍ଦ୍ର ଆମ ଉପରେ ଲଦି ଦେଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story