ଭିଜିଲାନ୍ସ ଜାଲରେ କୋଟିପତି ବ୍ଲକ୍ ଅଧ୍ୟକ୍ଷ; ୮ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଠାବ

ନୟାଗଡ଼: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଖଣ୍ଡପଡ଼ା ବ୍ଲକ୍ ଅଧ୍ୟକ୍ଷ ଶିଶିର ସାହୁ। ଚଢ଼ାଉ ବେଳେ ତାଙ୍କର ୮ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ସ୍ଥାବର ଓ ଅସ୍ଥାବର ସମ୍ପତ୍ତ ଠାବ କରାଯାଇଛି। ତାଙ୍କର ଭୁବନେଶ୍ୱରରେ ୩ଟି ତିନି ମହଲା ଘର ରହିଛି। ଆଉ ସେଗୁଡ଼ିକର ମୂଲ୍ୟ ୩ କୋଟି ଟଙ୍କାରୁ ଅଧିକ ବୋଲି ଆକଳନ କରାଯାଇଛି। ଭୁବନେଶ୍ୱରର ପଟିଆ ଅଞ୍ଚଳରେ ତାଙ୍କର ମାର୍ବଲ୍ ଓ ଶାଗୁଆନ୍ କାଠ ବ୍ୟବସାୟ ଅଛି। ଏହି ବ୍ୟବସାୟରେ ପ୍ରାୟ ୨ କୋଟି ଟଙ୍କା […]

vigilace

vigilace

Rakesh Mallick
  • Published: Wednesday, 18 May 2016
  • Updated: 20 May 2016, 03:35 AM IST

Sports

Latest News

tankaନୟାଗଡ଼: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଖଣ୍ଡପଡ଼ା ବ୍ଲକ୍ ଅଧ୍ୟକ୍ଷ ଶିଶିର ସାହୁ। ଚଢ଼ାଉ ବେଳେ ତାଙ୍କର ୮ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ସ୍ଥାବର ଓ ଅସ୍ଥାବର ସମ୍ପତ୍ତ ଠାବ କରାଯାଇଛି। ତାଙ୍କର ଭୁବନେଶ୍ୱରରେ ୩ଟି ତିନି ମହଲା ଘର ରହିଛି। ଆଉ ସେଗୁଡ଼ିକର ମୂଲ୍ୟ ୩ କୋଟି ଟଙ୍କାରୁ ଅଧିକ ବୋଲି ଆକଳନ କରାଯାଇଛି। ଭୁବନେଶ୍ୱରର ପଟିଆ ଅଞ୍ଚଳରେ ତାଙ୍କର ମାର୍ବଲ୍ ଓ ଶାଗୁଆନ୍ କାଠ ବ୍ୟବସାୟ ଅଛି। ଏହି ବ୍ୟବସାୟରେ ପ୍ରାୟ ୨ କୋଟି ଟଙ୍କା ଲାଗିଛି।  ହୋଣ୍ଡାସିଟି ଭଳି ୩୫ ଲକ୍ଷ ଟଙ୍କାର ତିନିଟି ଦାମୀ କାର ରଖିଛନ୍ତି ସେ। ବେଆଇନ୍ ସ’ ମିଲ୍ ସାଙ୍ଗକୁ ଶୁଭଶ୍ରୀ ହୋମ୍ ପ୍ରାଇଭେଟ୍ ଲିମିଟେଡ୍ ନାଁରେ ଚାଲୁଥିବା ଏକ କନ୍‌ଷ୍ଟ୍ରକ୍‌ସନ୍‌ ସଂସ୍ଥା ମଧ୍ୟ ଅଛି ତାଙ୍କର। ଏସବୁ ବାଦ ମିଳିଛି ୧୦ ଲକ୍ଷ ଟଙ୍କାର ବ୍ୟାଙ୍କ୍ ଡିପୋଜିଟ୍, ଭୁବନେଶ୍ୱର ରଘୁନାଥପୁରରେ ୧୦ ଲକ୍ଷ ଟଙ୍କାର ଜମି, ନଗଦ ୪ ଲକ୍ଷ ଟଙ୍କା ଓ ସୁନା ଅଳଙ୍କାର।

ବୁଧବାର ଏକକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ଶିଶିର ପୂର୍ବରୁ ଜିଲ୍ଲା ପରିଷଦ ସଭ୍ୟ ମଧ୍ୟ ଥିଲେ। ସେ ତାଙ୍କ ପଦବୀର ଅପବ୍ୟବହାର କରି ସମ୍ପତ୍ତି ଠୁଳ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏଥିସହ ବିଭିନ୍ନ ପ୍ରୋଜେକ୍ଟ ବାବଦରେ ଠିକାଦାରଙ୍କଠାର ଅର୍ଥ ସଂଗ୍ରହ ଭଳି ଅଭିଯୋଗ ମଧ୍ୟ ରହିଥିଲା ତାଙ୍କ ନାଁରେ।

ତେବେ ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଶିଶିର। ସେ କହିଛନ୍ତି,“ମୁଁ ଦୀର୍ଘ ୨୫ ବର୍ଷ ହେଲା ବ୍ୟବସାୟ କରିଆସୁଛି। ମୁଁ ବ୍ୟାଙ୍କରୁ ୩ କୋଟି ଟଙ୍କାର ଲୋନ୍ ବି ଆଣିଛି। ରାଜନୈତିକ ଆକ୍ରୋଶ ରଖି ମୋ ବିରୁଦ୍ଧରେ ଏପରି କରାଯାଇଛି।”

ଶିଶିର ଏହି ଚଢ଼ାଉ ପାଇଁ ସିଧାସଳଖ ଭାବେ ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକଙ୍କ ଉପରକୁ ଅଙ୍ଗୁଳି ଉଠାଇଛନ୍ତି। ତେବେ ଅନୁଭବ ଏ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ସୂଚନାଯୋଗ୍ୟ, ଗତ ଫେବ୍ରୁଆରୀ ୧୦ ତାରିଖରେ ଖଣ୍ଡପଡ଼ା ପଞ୍ଚାୟତ ସମିତି ବୈଠକକୁ ସ୍ଥାନୀୟ ବିଧାୟକଙ୍କୁ ଡକାନଯିବାକୁ ନେଇ ବିଧାୟକ ଅନୁଭବ ପଟ୍ଟନାୟକ ଓ ବ୍ଲକ୍ ଅଧ୍ୟକ୍ଷ ଶିଶିର ସାହୁଙ୍କ ସମର୍ଥକଙ୍କ ମଧ୍ୟରେ ତୁମୁଳକାଣ୍ଡ ହୋଇଥିଲା। ସେବେଠାରୁ ଉଭୟଙ୍କ ମଧ୍ୟରେ ରାଜନୈତିକ ଛକାପଞ୍ଝା ଲାଗି ରହିଥିବା ଆଲୋଚନା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story