ଖୁବଶୀଘ୍ର ରାଜ୍ୟରେ ଖୋଲିବ ୩ ହଜାର ଧାନ ମଣ୍ଡି : ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ନଭେମ୍ୱର ୧୫ରୁ ରାଜ୍ୟରେ ଧାନ ସଂଗ୍ରହ ଆରମ୍ଭ ହେବ। ଏଥିପାଇଁ ୩ ହଜାର ମଣ୍ଡି ଖୋଲିବ। ମିଲରଙ୍କ ବଦଳରେ ମଣ୍ଡିରେ ଧାନ ବିକିବାକୁ ଚାଷୀଙ୍କୁ ପରାମର୍ଶ ଦେଇଛି ଯୋଗାଣ ବିଭାଗ। ଧାନ ସଂଗ୍ରହ ପକ୍ରିୟାକୁ ସୁବ୍ୟବସ୍ଥିତ କରିବା ନେଇ ଆଜି ବିଭିନ୍ନ ଜିଲ୍ଲାର ଚାଷୀ ପ୍ରତିନିଧି ଓ ମିଲର୍ସଙ୍କ ସହ ଯୋଗାଣ ବିଭାଗର ବୈଠକ ପରେ ଏହି ସୂଚନା ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଂଜୟ ଦାସବର୍ମା। ବୈଠକରେ ନିଷ୍ପତ୍ତି ହୋଇଛି ଏଥର ୧୬୦ଟି […]

alachna

alachna

Rakesh Mallick
  • Published: Saturday, 31 October 2015
  • Updated: 31 October 2015, 03:21 PM IST

Sports

Latest News

ଭୁବନେଶ୍ୱର: ନଭେମ୍ୱର ୧୫ରୁ ରାଜ୍ୟରେ ଧାନ ସଂଗ୍ରହ ଆରମ୍ଭ ହେବ। ଏଥିପାଇଁ ୩ ହଜାର ମଣ୍ଡି ଖୋଲିବ। ମିଲରଙ୍କ ବଦଳରେ ମଣ୍ଡିରେ ଧାନ ବିକିବାକୁ ଚାଷୀଙ୍କୁ ପରାମର୍ଶ ଦେଇଛି ଯୋଗାଣ ବିଭାଗ। ଧାନ ସଂଗ୍ରହ ପକ୍ରିୟାକୁ ସୁବ୍ୟବସ୍ଥିତ କରିବା ନେଇ ଆଜି ବିଭିନ୍ନ ଜିଲ୍ଲାର ଚାଷୀ ପ୍ରତିନିଧି ଓ ମିଲର୍ସଙ୍କ ସହ ଯୋଗାଣ ବିଭାଗର ବୈଠକ ପରେ ଏହି ସୂଚନା ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଂଜୟ ଦାସବର୍ମା।

ବୈଠକରେ ନିଷ୍ପତ୍ତି ହୋଇଛି ଏଥର ୧୬୦ଟି ବ୍ଲକରେ କାର୍ଯ୍ୟକାରୀ ହେବ ପ୍ୟାଡି ପ୍ରୋକ୍ୟୁରମେଣ୍ଟ ଅଟୋମେସନ୍ ସିଷ୍ଟମ୍ ବା ପି-ପାସ୍ ବ୍ୟବସ୍ଥା। ଏହି ବ୍ୟବସ୍ଥା ଲାଗୁ ହୋଇଥିବା ବ୍ଲକରେ ଅନ୍ଲାଇନରେ ଚାଷୀଙ୍କ ଆକାଉଣ୍ଟକୁ ଧାନବିକ୍ରି ଟଙ୍କା ଯିବ। ଏଥର ଉଭୟ ଖରିଫ ଏବଂ ରବି ଋତୁ ପାଇଁ ଧାନ ସଂଗ୍ରହ ଲକ୍ଷ୍ୟ ମୋଟ୍ ୩୦ ଲକ୍ଷ ମେଟ୍ରିକ୍ ଟନ୍ ରଖାଯାଇଛି। ଖରିଫରେ ୨୩ ଲକ୍ଷ ମେଟ୍ରିକ ଟନ୍ ଓ ରବିରେ ୭ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ତେବେ ଆବଶ୍ୟକ ହେଲେ ଧାର୍ଯ୍ୟ ଠାରୁ ଅଧିକ ଧାନ କିଣିବାକୁ ଯୋଜନା ରହିଥିବା ଯୋଗାଣ ବିଭାଗ କହିଛି।  ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ମଧ୍ୟ କେନ୍ଦ୍ରକୁ ରାଜ୍ୟ ସରକାର ଜଣାଇବେ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story