ଖୋର୍ଦ୍ଧା: ବନ୍ଧୁକ ଦେଖାଇ ଟୋଲଗେଟ୍ କର୍ମଚାରୀଙ୍କଠାରୁ ୨୮ ଲକ୍ଷ ଟଙ୍କା ଲୁଟ୍

ଖୋର୍ଦ୍ଧା: ଜଙ୍ଗିଆ ଟୋଲଗେଟରେ ଆଦାୟ ହୋଇଥିବା ୨୮ଲକ୍ଷ ୮୫ହଜାର ଟଙ୍କା ବ୍ୟାଙ୍କରେ ଜମା କରିବାକୁ କର୍ମଚାରୀମାନେ ଯାଉଥିବା ବେଳେ ଲୁଟ୍ ହୋଇଯାଇଛି। ଦୁର୍ବୃତ୍ତମାନେ ଟୋଲଗେଟ୍ କର୍ମଚାରୀଙ୍କ ଗାଡିକୁ ଧକ୍କା ଦେବା ସହ ବନ୍ଧୁକ ଦେଖା ଏହି ଟଙ୍କା ଲୁଟ୍ କରି ଫେରାର ହୋଇଯାଇଛନ୍ତି। ଏ ନେଇ ଜଙ୍ଗିଆ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ମୁତାବକ ଜଙ୍ଗିଆ ଟୋଲଗେଟର ୨ଜଣ କର୍ମଚାରୀ ଓ […]

loot

loot

Rakesh Mallick
  • Published: Monday, 04 January 2016
  • Updated: 06 January 2016, 02:20 AM IST

Sports

Latest News

ଖୋର୍ଦ୍ଧା: ଜଙ୍ଗିଆ ଟୋଲଗେଟରେ ଆଦାୟ ହୋଇଥିବା ୨୮ଲକ୍ଷ ୮୫ହଜାର ଟଙ୍କା ବ୍ୟାଙ୍କରେ ଜମା କରିବାକୁ କର୍ମଚାରୀମାନେ ଯାଉଥିବା ବେଳେ ଲୁଟ୍ ହୋଇଯାଇଛି। ଦୁର୍ବୃତ୍ତମାନେ ଟୋଲଗେଟ୍ କର୍ମଚାରୀଙ୍କ ଗାଡିକୁ ଧକ୍କା ଦେବା ସହ ବନ୍ଧୁକ ଦେଖା ଏହି ଟଙ୍କା ଲୁଟ୍ କରି ଫେରାର ହୋଇଯାଇଛନ୍ତି। ଏ ନେଇ ଜଙ୍ଗିଆ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ମୁତାବକ ଜଙ୍ଗିଆ ଟୋଲଗେଟର ୨ଜଣ କର୍ମଚାରୀ ଓ ଆକାଉଣ୍ଟାଣ୍ଟ ଏକ ନାନୋ କାରରେ ବ୍ୟାକକୁ ଗତକାଲି ଓ ଆଜି ଆଦାୟ ହୋଇଥିବା ଟଙ୍କା ଜମା କରିବାକୁ ଯାଉଥିଲେ। ଜଙ୍ଗିଆ ବଜାର ନିକଟରେ ନାନୋ କାରକୁ ଏକ ଟ୍ରାଭେରା ଧକ୍କା ଦେଇଥିଲା। ଏହି ସମୟରେ ପଛରୁ ଫଲୋ କରୁଥିବା ଏକ ପଲସର ଗାଡିରେ ଦୁର୍ବୃତ୍ତମାନେ ଆସି ବନ୍ଧୁକ ଦେଖାଇ ଟଙ୍କା ଲୁଟି ଫେରାର ହୋଇଯାଇଛନ୍ତି। ଦୁର୍ଘଟଣାରେ ନାନୋ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ତେବେ ବିନା ସୁରକ୍ଷା କର୍ମୀରେ ଏତେ ଟଙ୍କା ନିଆଯିବାକୁ ନେଇ ଏବେ ପ୍ରଶ୍ନ ଉଠୁଛି। ଟୋଲଗେଟ କର୍ତ୍ତୃପକ୍ଷ ପ୍ରତିଦିନ ଆଦାୟ ହେଉଥିବା ଲକ୍ଷ ଲକ୍ଷ ଟଙ୍କା ବିନା ସୁରକ୍ଷା ବ୍ୟବସ୍ଥାରେ ଏପରି ବ୍ୟାଙ୍କକୁ ଜମା କରିବାକୁ ନେଇଥାନ୍ତି। ଏପରିସ୍ଥିତିରେ ଏହି ଲୁଟ୍ ଘଟଣାରେ କେହି ଟୋଲଗେଟ୍ କର୍ମଚାରୀ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story