ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନରେ ରାଜସୁନାଖଳାକୁ ଗଡିଲା ପାସେଞ୍ଜର ଟ୍ରେନ

ଖୋର୍ଦ୍ଧା: ବଲାଙ୍ଗିର-ଖୋର୍ଦ୍ଧା ରେଳପଥରେ ବେଗୁନିଆରୁ ରାଜସୁନାଖଳା ପର୍ଯ୍ୟନ୍ତ ନୂଆ ପାସେଞ୍ଜର ଟ୍ରେନ୍ ଚାଲିଛି। ଅପରାହ୍ନ ୩ଟାରେ ରାଜସୁନାଖଳାରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ପତାକା ଦେଖାଇ ଏହି ରେଳସେବାକୁ ଶୁଭାରମ୍ଭ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପିନାକୀ ମିଶ୍ର, ବୈଷ୍ଣବ ପରିଡ଼ା, ଅନଙ୍ଗ ଉଦୟ ସିଂଦେଓ, କଳିକେଶ ନାରାୟଣ ସିଂଦେଓ, ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ସମେତ ସ୍ଥାନୀୟ ବିଧାୟକମାନେ ଉଦଘାଟନୀ ସମାରୋହରେ ଯୋଗ ଦେଇଥିଲେ।

rajsunakhala1

rajsunakhala1

Rakesh Mallick
  • Published: Tuesday, 03 November 2015
  • Updated: 03 November 2015, 11:08 AM IST

Sports

Latest News

rajsunakhalaଖୋର୍ଦ୍ଧା: ବଲାଙ୍ଗିର-ଖୋର୍ଦ୍ଧା ରେଳପଥରେ ବେଗୁନିଆରୁ ରାଜସୁନାଖଳା ପର୍ଯ୍ୟନ୍ତ ନୂଆ ପାସେଞ୍ଜର ଟ୍ରେନ୍ ଚାଲିଛି। ଅପରାହ୍ନ ୩ଟାରେ ରାଜସୁନାଖଳାରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ପତାକା ଦେଖାଇ ଏହି ରେଳସେବାକୁ ଶୁଭାରମ୍ଭ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପିନାକୀ ମିଶ୍ର, ବୈଷ୍ଣବ ପରିଡ଼ା, ଅନଙ୍ଗ ଉଦୟ ସିଂଦେଓ, କଳିକେଶ ନାରାୟଣ ସିଂଦେଓ, ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ସମେତ ସ୍ଥାନୀୟ ବିଧାୟକମାନେ ଉଦଘାଟନୀ ସମାରୋହରେ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story