ଜାଲ୍‌ ନୋଟ୍ ଜମା କରିବା ବେଳେ ବ୍ୟାଙ୍କ ଅଫିସରଙ୍କ ପୁଅ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ପୋଲିସ୍‌ ଆଜି ୪୭ ହଜାର ଟଙ୍କାର ଜାଲ୍‌ ନୋଟ୍‌ ଜବତ କରିବା ସହିତ ସୁମିତ କୁମାର ଟୁଡୁ ନାମକ ଜଣେ ଇଞ୍ଜିନିୟରିଂ ଛାତ୍ରକୁ ଗିରଫ କରିଛି। ଗିରଫ ଛାତ୍ରଙ୍କ ବାପା କେନ୍ଦ୍ରାପଡ଼ା ଜିଲ୍ଲାର ମାନପୁର ଷ୍ଟେଟ୍ ବ୍ୟାଙ୍କ ଶାଖାରେ ଆସିଷ୍ଟାଣ୍ଟ ମ୍ୟାନେଜର ଥିବା ଜଣାପଡ଼ିଛି। ଆଜି ମଧ୍ୟାହ୍ନରେ ସୁମିତ ତାଙ୍କ ବାପାଙ୍କ ଆକାଉଣ୍ଟରେ ୨ଲକ୍ଷ ୫୦ ହଜାର ଟଙ୍କା ଜମା କରିବା ପାଇଁ ଖୋର୍ଦ୍ଧା ଷ୍ଟେଟ୍‌ ବ୍ୟାଙ୍କର ମୁଖ୍ୟ ଶାଖାକୁ ଆଣିଥିଲେ। ତେବେ ଟଙ୍କା […]

khurda

khurda

Rakesh Mallick
  • Published: Friday, 11 November 2016
  • Updated: 11 November 2016, 07:07 PM IST

Sports

Latest News

ଖୋର୍ଦ୍ଧା: ଖୋର୍ଦ୍ଧା ପୋଲିସ୍‌ ଆଜି ୪୭ ହଜାର ଟଙ୍କାର ଜାଲ୍‌ ନୋଟ୍‌ ଜବତ କରିବା ସହିତ ସୁମିତ କୁମାର ଟୁଡୁ ନାମକ ଜଣେ ଇଞ୍ଜିନିୟରିଂ ଛାତ୍ରକୁ ଗିରଫ କରିଛି। ଗିରଫ ଛାତ୍ରଙ୍କ ବାପା କେନ୍ଦ୍ରାପଡ଼ା ଜିଲ୍ଲାର ମାନପୁର ଷ୍ଟେଟ୍ ବ୍ୟାଙ୍କ ଶାଖାରେ ଆସିଷ୍ଟାଣ୍ଟ ମ୍ୟାନେଜର ଥିବା ଜଣାପଡ଼ିଛି।

ଆଜି ମଧ୍ୟାହ୍ନରେ ସୁମିତ ତାଙ୍କ ବାପାଙ୍କ ଆକାଉଣ୍ଟରେ ୨ଲକ୍ଷ ୫୦ ହଜାର ଟଙ୍କା ଜମା କରିବା ପାଇଁ ଖୋର୍ଦ୍ଧା ଷ୍ଟେଟ୍‌ ବ୍ୟାଙ୍କର ମୁଖ୍ୟ ଶାଖାକୁ ଆଣିଥିଲେ। ତେବେ ଟଙ୍କା ଯାଞ୍ଚ ବେଳେ ସେଥିରୁ ୫୨ ଖଣ୍ଡ ଜାଲ ନୋଟ୍‌ ବାହାରିଥିଲା। ସେଥିରେ ଥିଲା ୪୨ ଖଣ୍ଡ ୧୦୦୦ ଟଙ୍କିଆ ନୋଟ୍‌ ଓ ୧୦ଖଣ୍ଡ ୫୦୦ ଟଙ୍କିଆ ନୋଟ୍‌।

ପୋଲିସ୍‌ ଏବେ ସୁମିତଙ୍କ ଖୋର୍ଦ୍ଧା ସ୍ଥିତ ବାସଭବନରେ ଛାନଭିନ କରିଥିବା ଜଣାପଡ଼ିଛି। ତଦନ୍ତରେ ସହଯୋଗ କରିବାକୁ ଖୋର୍ଦ୍ଧା ପୋଲିସ୍ କେନ୍ଦ୍ରାପଡ଼ା ପୋଲିସ୍‌କୁ ବି କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story