ଦୁଇଜଣ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

ଖୋର୍ଦ୍ଧା/କେନ୍ଦ୍ରାପଡା: ଆଜି ପୁଣି ଦୁଇଜଣ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆସିଛି ଖୋର୍ଦ୍ଧା ଓ କେନ୍ଦ୍ରାପଡା ଜିଲ୍ଲାରୁ। ଋଣଭାର ଓ ଫସଲହାନୀ ଚିନ୍ତାରେ ଉଭୟେ ଆତ୍ମହତ୍ୟା କରିଥିବା ସେମାନଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଗୋଡା ଗାଁର ଯୁଗଳ ବାଗସିଂ ନାମକ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଫସଲହାନୀ ଓ ଋଣଭାର ଚିନ୍ତାରେ ଯୁଗଳ ଏକ ଗଛରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କ […]

farmer-suicide

farmer-suicide

Rakesh Mallick
  • Published: Wednesday, 11 November 2015
  • Updated: 12 November 2015, 05:01 AM IST

Sports

Latest News

ଖୋର୍ଦ୍ଧା/କେନ୍ଦ୍ରାପଡା: ଆଜି ପୁଣି ଦୁଇଜଣ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆସିଛି ଖୋର୍ଦ୍ଧା ଓ କେନ୍ଦ୍ରାପଡା ଜିଲ୍ଲାରୁ। ଋଣଭାର ଓ ଫସଲହାନୀ ଚିନ୍ତାରେ ଉଭୟେ ଆତ୍ମହତ୍ୟା କରିଥିବା ସେମାନଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଗୋଡା ଗାଁର ଯୁଗଳ ବାଗସିଂ ନାମକ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଫସଲହାନୀ ଓ ଋଣଭାର ଚିନ୍ତାରେ ଯୁଗଳ ଏକ ଗଛରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଅଭିଯୋଗ କରିଛନ୍ତି। ଖବର ପାଇ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛଦ ଲାଗି ପଠାଇବା ସହ ତଦନ୍ତ ଆରମ୍ଭ କରିଛି । ସେହିପରି ସ୍ଥାନୀୟ ବିଧାୟିକା ମଧ୍ୟ ଗାଁରେ ପହଞ୍ଚି ମୃତ୍ୟୁର କାରଣ ପଚାରି ବୁଝିଛନ୍ତି।

farmer-suicideeee-300x253ମୃତ ଯୁଗଳଙ୍କ ପରିବାର ଲୋକେ କହିଛନ୍ତି, ନିଜର ୩ମାଣ ଓ ଭାଗରେ ୮ରୁ ୯ମାଣ ଜମି ଆଣି ଚାଷ କରିଥିଲେ । ଏଥିପାଇଁ ଗାଁର କିଛି ଲୋକଙ୍କଠାରୁ ହାତଉଧାରି କରିଥିଲେ। ଏହାସହ ସୋସାଇଟରୁ ମଧ୍ୟ ଋଣ କରିଥିଲେ। ଆଜି ଦୀପାବଳି ଥିବାରୁ କିଛି ଲୋକ ଧାର ଟଙ୍କା ଫେରାଇବାକୁ କହିଥିଲେ । ଏଥିରେ ମାନସିକ ଭାରସାମ୍ୟ ହରାଇ ସେ ଦୋଉଡି ଦେଇ ଆତ୍ମହତ୍ୟା କରିଦେଇଥିବା ପରିବାର ଲୋକେ କହିଛନ୍ତି।

ସେହିପରି କେନ୍ଦ୍ରାପଡା ଜିଲ୍ଲାରେ ଶ୍ରୀଧର ସେଠୀ ନାମକ ଜଣେ ଚାଷୀ ଆତ୍ମହତ୍ୟା କରିଛନ୍ତି । ତାଙ୍କ ଘର ପାଳକଣା ଗାଁରେ । ଫସଲହାନୀ ଚିନ୍ତାରେ ଶ୍ରୀଧର ଗାଁରେ ଥିବା ଏକ ପୋଖରୀକୁ ଡେଉଁ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story