ଜନ୍ମଦିନ ଚକୋଲେଟ୍‌ ଖାଇ ୯୦ ଛାତ୍ରଛାତ୍ରୀ ଅସୁସ୍ଥ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ମାଣିକପୁରରେ ଏକ କୋଚିଂ ସେଣ୍ଟରରେ ଜନ୍ମଦିନ ପାଳନ ବେଳେ ଚକୋଲେଟ୍‌ ଖାଇ ୯୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ପ୍ରଥମେ ସେମାନଙ୍କୁ ବାଣପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପ୍ରାୟ ୩୫ ଜଣ ଛାତ୍ରଛାତ୍ରୀଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପିଲାମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ଭଲ ଥିବା କ୍ୟାପିଟାଲ ହସପିଟାଲର କର୍ତ୍ତୃପକ୍ଷ କହିଛନ୍ତି। ଅନ୍ୟ କିଛି ଛାତ୍ରଛାତ୍ରୀଙ୍କୁ ବାଣପୁର ହସପିଟାଲରେ ଚିକିତ୍ସା କରାଯାଉଛି। ଜଣେ ପିଲାର ଜନ୍ମଦିନ […]

khodha

khodha

Rakesh Mallick
  • Published: Wednesday, 17 August 2016
  • Updated: 17 August 2016, 03:27 PM IST

Sports

Latest News

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ମାଣିକପୁରରେ ଏକ କୋଚିଂ ସେଣ୍ଟରରେ ଜନ୍ମଦିନ ପାଳନ ବେଳେ ଚକୋଲେଟ୍‌ ଖାଇ ୯୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ପ୍ରଥମେ ସେମାନଙ୍କୁ ବାଣପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପ୍ରାୟ ୩୫ ଜଣ ଛାତ୍ରଛାତ୍ରୀଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପିଲାମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ଭଲ ଥିବା କ୍ୟାପିଟାଲ ହସପିଟାଲର କର୍ତ୍ତୃପକ୍ଷ କହିଛନ୍ତି।

ଅନ୍ୟ କିଛି ଛାତ୍ରଛାତ୍ରୀଙ୍କୁ ବାଣପୁର ହସପିଟାଲରେ ଚିକିତ୍ସା କରାଯାଉଛି।

ଜଣେ ପିଲାର ଜନ୍ମଦିନ ଥିବାରୁ ଏହି ଅବସରରେ ପିଲାମାନଙ୍କୁ ଚକୋଲେଟ ବଣ୍ଟା ଯାଇଥିଲା। ଯାହାକୁ ଖାଇବା ପରେ ପିଲାମାନେ ଅସୁସ୍ଥୁ ହୋଇ ପଡ଼ିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos