ଖୁବଶୀଘ୍ର ୧୩ଟି ବିଷୟରେ ଅଧ୍ୟାପକ-ଅଧ୍ୟାପିକାଙ୍କୁ ମିଳିବ ନିଯୁକ୍ତି: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଉଚ୍ଚ ଶିକ୍ଷା ବିଭାଗରେ ଛାତ୍ରଛାତ୍ରୀଙ୍କ ଅନୁପାତରେ ଅଧ୍ୟାପକ ଅଧ୍ୟାପିକା ନ ଥିବା ନେଇ ଗୁରୁବାର ଗୃହରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବିରୋଧୀ। ଉତ୍ତରରେ ଉଚ୍ଚ ଶିକ୍ଷାମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ କହିଥିଲେ ଖୁବଶୀଘ୍ର ୧୩ଟି ବିଷୟରେ ଅଧ୍ୟପାକ ଅଧ୍ୟାପିକାଙ୍କୁ ନିଯୁକ୍ତି ମିଳିବା ନେଇ ପ୍ରକ୍ରିୟା ସରିଛି। କିନ୍ତୁ ଇଂରାଜୀ, ଗଣିତ ଭଳି କେତୋଟି ବିଷୟରେ କୋର୍ଟରେ ମାମଲା ଥିବାରୁ ପଦବୀ ପୂରଣ ନେଇ ବିଳମ୍ୱ ହେଉଥିବା କହିଥିଲେ ମନ୍ତ୍ରୀ। ସେହିପରି ଚୁକ୍ତିଭିତ୍ତିକ ଅଧ୍ୟାପକ ଅଧ୍ୟାପିକା […]

teacher

teacher

Rakesh Mallick
  • Published: Thursday, 03 December 2015
  • Updated: 03 December 2015, 08:53 AM IST

Sports

Latest News

ଭୁବନେଶ୍ୱର: ଉଚ୍ଚ ଶିକ୍ଷା ବିଭାଗରେ ଛାତ୍ରଛାତ୍ରୀଙ୍କ ଅନୁପାତରେ ଅଧ୍ୟାପକ ଅଧ୍ୟାପିକା ନ ଥିବା ନେଇ ଗୁରୁବାର ଗୃହରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବିରୋଧୀ। ଉତ୍ତରରେ ଉଚ୍ଚ ଶିକ୍ଷାମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ କହିଥିଲେ ଖୁବଶୀଘ୍ର ୧୩ଟି ବିଷୟରେ ଅଧ୍ୟପାକ ଅଧ୍ୟାପିକାଙ୍କୁ ନିଯୁକ୍ତି ମିଳିବା ନେଇ ପ୍ରକ୍ରିୟା ସରିଛି। କିନ୍ତୁ ଇଂରାଜୀ, ଗଣିତ ଭଳି କେତୋଟି ବିଷୟରେ କୋର୍ଟରେ ମାମଲା ଥିବାରୁ ପଦବୀ ପୂରଣ ନେଇ ବିଳମ୍ୱ ହେଉଥିବା କହିଥିଲେ ମନ୍ତ୍ରୀ। ସେହିପରି ଚୁକ୍ତିଭିତ୍ତିକ ଅଧ୍ୟାପକ ଅଧ୍ୟାପିକା ପଦବୀ ପୂରଣ ନେଇ ମନ୍ତ୍ରୀ ଗୃହରେ ମଧ୍ୟରେ ବିବୃତ୍ତି ରଖିଥିଲେ।

ଆଜି ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଗୃହକୁ ଦିନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ଗୃହରେ ବିଭିନ୍ନ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହୁ ନ ଥିବା ନେଇ ବିରୋଧୀ ଅଭିଯୋଗ କରିଥିଲେ। ବୁଧବାର ଚାଷୀଙ୍କ ସମସ୍ୟା ନେଇ ଆଲୋଚନା ହୋଇଥିଲା ବେଳେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ନ ଥିଲେ। ତେଣୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବାକୁ ଦାବି କରି ଉଭୟ ବିରୋଧୀ କଂଗ୍ରେସ ଓ ବିଜେପି ହଟ୍ଟଗୋଳ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story