ସତରେ ହୋଇଥିଲା କି ଅପହରଣ: ଅଭିଯୋଗ କରିଥିଲେ ସ୍ତ୍ରୀ, ଏବେ ଉତ୍ତର ଦେବେ ସ୍ୱାମୀ

ଭୁବନେଶ୍ୱର: ଘରକୁ ଫେରିଲେ ଭୁବନେଶ୍ୱରରୁ ଅପହୃତ ବ୍ୟବସାୟୀ ଦୀପକ ସ୍ୱାମୀ। ତାଙ୍କୁ ଅପହରଣ ପରେ ଆଠଗଡ଼ ରଖାଯାଇଥିଲା ବୋଲି ଜଣାପଡିଛି। ସେ ନିଜେ ଘରକୁ ଫେରିଥିବା ପୋଲିସ ସୂଚନା ଦେଇଛି। ଦୀପକ ଫେରିବା ପରେ ପୋଲିସ୍‌ ତାଙ୍କୁ ପଚରାଉଚରା ଚଳାଇଛି। ତେବେ ଏହା ଅପହରଣ ନା ଏହା ପଛରେ ଆଉ କିଛି କାରଣ ରହିଛି ତା’ର ଖୋଳତାଡ଼ ଆରମ୍ଭ କରି ଦେଇଛି ପୋଲିସ। ଆଜି ପୋଲିସ କମିଶନରଙ୍କୁ ଭେଟିଥିଲେ ଦୀପକଙ୍କ ପତ୍ନୀ ପ୍ରଭା ବ୍ୟାବସାୟିକ କାରଣକୁ ନେଇ […]

deepak

deepak

Rakesh Mallick
  • Published: Wednesday, 24 May 2017
  • Updated: 24 May 2017, 11:00 PM IST

Sports

Latest News

ଭୁବନେଶ୍ୱର: ଘରକୁ ଫେରିଲେ ଭୁବନେଶ୍ୱରରୁ ଅପହୃତ ବ୍ୟବସାୟୀ ଦୀପକ ସ୍ୱାମୀ। ତାଙ୍କୁ ଅପହରଣ ପରେ ଆଠଗଡ଼ ରଖାଯାଇଥିଲା ବୋଲି ଜଣାପଡିଛି। ସେ ନିଜେ ଘରକୁ ଫେରିଥିବା ପୋଲିସ ସୂଚନା ଦେଇଛି। ଦୀପକ ଫେରିବା ପରେ ପୋଲିସ୍‌ ତାଙ୍କୁ ପଚରାଉଚରା ଚଳାଇଛି। ତେବେ ଏହା ଅପହରଣ ନା ଏହା ପଛରେ ଆଉ କିଛି କାରଣ ରହିଛି ତା’ର ଖୋଳତାଡ଼ ଆରମ୍ଭ କରି ଦେଇଛି ପୋଲିସ।

ଆଜି ପୋଲିସ କମିଶନରଙ୍କୁ ଭେଟିଥିଲେ ଦୀପକଙ୍କ ପତ୍ନୀ ପ୍ରଭା ବ୍ୟାବସାୟିକ କାରଣକୁ ନେଇ ଦୀପକଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ କରିଥିଲେ। ଏହା ପଛରେ ଦୀପକଙ୍କ ବ୍ୟବସାୟରେ ଟଙ୍କା ଖଟାଇ ଥିବା ବିକ୍ରମ ମହାନ୍ତି, ଜ୍ୟୋତି ଓ ତାଳଚେର ଆରଜେଏସ୍‌ ଜୁଏଲରୀ ମାଲିକଙ୍କ ହାତ ଥିବା ସେ ଅବିଯୋଗ କରିଥିଲେ। ସ୍ୱାମୀଙ୍କ ଟାଇଲ ବିଜିନେସେ୍ ମାନ୍ଦା ଚାଲୁ ଥିବାରୁ ସେ ଟଙ୍କା ଫେରାଇ ପାରୁ ନ ଥିବା ପ୍ରଭା ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ। ଟଙ୍କା ଫେରସ୍ତ ଲାଗି ତାଙ୍କ ସ୍ୱାମୀଙ୍କୁ ଅପହରଣ କରାଯାଇଥିବା ସେ ପୋଲିସକୁ କହିଥିଲେ। ଭୁବନେଶ୍ୱର ମାଗ୍ନେଟିକ୍ ଛକ ସ୍ଥିତ ଏକ ଆପାର୍ଟମେଣ୍ଟରେ ରହୁଥିବା ଦୀପକଙ୍କୁ ଗତକାଲି ରାତି ୯ଟା ବେଳେ ଅପରହଣ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story