କଖାରୁ ମଞ୍ଜିର ଏହି ସବୁ ଗୁଣ ବିଷୟରେ ଜାଣନ୍ତି କି?

କଖାରୁକୁ ରୋଷେଇ ପାଇଁ ବ୍ୟବହାର କରିବା ପରେ ଆମେ ସାଧାରଣତଃ କଖାରୁ ମଞ୍ଜିକୁ ଫିଙ୍ଗି ଦେଇଥାଉ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କଖାରୁ ପରି କଖାରୁ ମଞ୍ଜି ଶରୀର ଲାଗି ବଡ଼ ଉପକାରୀ।  ଏହି ମଞ୍ଜିକୁ ଖାଇବା ଦ୍ୱାରା  ଡାଇବେଟିସ୍‌ ରୋଗରୁ ରକ୍ଷା ମିଳିଥାଏ। ଶରୀରର ହର୍ମୋନକୁ ସନ୍ତୁଳିତ କରିବାରେ ମଧ୍ୟ କଖାରୁ ମଞ୍ଜି ସାହାଯ୍ୟ କରେ।  ତେବେ ଆସନ୍ତୁ ଜାଣିବା କଖାରୁ ମଞ୍ଜିରୁ ଶରୀରକୁ ଆଉ କ’ଣ ସବୁ ଫାଇଦା ମିଳିଥାଏ। କ୍ଷୀର ସହ କଖାରୁ […]

pumpkin

pumpkin

Rakesh Mallick
  • Published: Saturday, 30 December 2017
  • Updated: 30 December 2017, 12:49 PM IST

କଖାରୁକୁ ରୋଷେଇ ପାଇଁ ବ୍ୟବହାର କରିବା ପରେ ଆମେ ସାଧାରଣତଃ କଖାରୁ ମଞ୍ଜିକୁ ଫିଙ୍ଗି ଦେଇଥାଉ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କଖାରୁ ପରି କଖାରୁ ମଞ୍ଜି ଶରୀର ଲାଗି ବଡ଼ ଉପକାରୀ।  ଏହି ମଞ୍ଜିକୁ ଖାଇବା ଦ୍ୱାରା  ଡାଇବେଟିସ୍‌ ରୋଗରୁ ରକ୍ଷା ମିଳିଥାଏ। ଶରୀରର ହର୍ମୋନକୁ ସନ୍ତୁଳିତ କରିବାରେ ମଧ୍ୟ କଖାରୁ ମଞ୍ଜି ସାହାଯ୍ୟ କରେ।  ତେବେ ଆସନ୍ତୁ ଜାଣିବା କଖାରୁ ମଞ୍ଜିରୁ ଶରୀରକୁ ଆଉ କ’ଣ ସବୁ ଫାଇଦା ମିଳିଥାଏ।

  • କ୍ଷୀର ସହ କଖାରୁ ମଞ୍ଜିକୁ ବାଟି ପିଇବା ଦ୍ୱାରା ନିଦ୍ରାହୀନତା ସମସ୍ୟା ଦୂର ହୋଇଥାଏ। କଖାରୁ ମଞ୍ଜିକୁ ବାଟି ନପାରିଲେ ଏହାର ମଞ୍ଜିକୁ ଭାଜି ଖାଇ ପାରିବେ।
  • କଖାରୁ ମଞ୍ଜିରେ ପ୍ରଚୁର ମାତ୍ରାରେ ଆଇରନ୍ ରହିଛି। ଏହା ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ।
  • କଖାରୁ ମଞ୍ଜିରେ ଭିଟାମିନ୍‌ ବି-୬ ପ୍ରଚୁର ମାତ୍ରାରେ ରହିଛି। ଏହାକୁ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ।
  • ଏହାକୁ ନିୟମିତ ଖାଇଲେ କ୍ୟାନ୍‌ସର୍‌ ପରି ଭୟଙ୍କର ରୋଗ ହେବାର ଆଶଙ୍କା କମ୍‌ ହୁଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story