କଖାରୁ ମଞ୍ଜିର ଏହି ସବୁ ଗୁଣ ବିଷୟରେ ଜାଣନ୍ତି କି?

କଖାରୁକୁ ରୋଷେଇ ପାଇଁ ବ୍ୟବହାର କରିବା ପରେ ଆମେ ସାଧାରଣତଃ କଖାରୁ ମଞ୍ଜିକୁ ଫିଙ୍ଗି ଦେଇଥାଉ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କଖାରୁ ପରି କଖାରୁ ମଞ୍ଜି ଶରୀର ଲାଗି ବଡ଼ ଉପକାରୀ।  ଏହି ମଞ୍ଜିକୁ ଖାଇବା ଦ୍ୱାରା  ଡାଇବେଟିସ୍‌ ରୋଗରୁ ରକ୍ଷା ମିଳିଥାଏ। ଶରୀରର ହର୍ମୋନକୁ ସନ୍ତୁଳିତ କରିବାରେ ମଧ୍ୟ କଖାରୁ ମଞ୍ଜି ସାହାଯ୍ୟ କରେ।  ତେବେ ଆସନ୍ତୁ ଜାଣିବା କଖାରୁ ମଞ୍ଜିରୁ ଶରୀରକୁ ଆଉ କ’ଣ ସବୁ ଫାଇଦା ମିଳିଥାଏ।

  • କ୍ଷୀର ସହ କଖାରୁ ମଞ୍ଜିକୁ ବାଟି ପିଇବା ଦ୍ୱାରା ନିଦ୍ରାହୀନତା ସମସ୍ୟା ଦୂର ହୋଇଥାଏ। କଖାରୁ ମଞ୍ଜିକୁ ବାଟି ନପାରିଲେ ଏହାର ମଞ୍ଜିକୁ ଭାଜି ଖାଇ ପାରିବେ।
  • କଖାରୁ ମଞ୍ଜିରେ ପ୍ରଚୁର ମାତ୍ରାରେ ଆଇରନ୍ ରହିଛି। ଏହା ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ।
  • କଖାରୁ ମଞ୍ଜିରେ ଭିଟାମିନ୍‌ ବି-୬ ପ୍ରଚୁର ମାତ୍ରାରେ ରହିଛି। ଏହାକୁ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ।
  • ଏହାକୁ ନିୟମିତ ଖାଇଲେ କ୍ୟାନ୍‌ସର୍‌ ପରି ଭୟଙ୍କର ରୋଗ ହେବାର ଆଶଙ୍କା କମ୍‌ ହୁଏ।

ଆହୁରି ପଢ଼ନ୍ତୁ

ବାଇଗଣ ଓ ବନ୍ଧାକୋବି ବୋଝେଇ ଟ୍ରକ୍‌ରୁ ମିଳିଲା ଗଞ୍ଜେଇ

କିଏ ଫିଙ୍ଗିଛି ମହାପ୍ରଭୁ କାଳିଆ ସାଆନ୍ତଙ୍କ ଅତିପ୍ରିୟ ଶୁଖିଲି ଭୋଗ ?

ଶବ ଶୋଭାଯାତ୍ରାରେ ସାମିଲ ହୋଇଥିଲେ,  ୫୦୦ ଜଣଙ୍କ ବିରୋଧରେ ମାମଲା

କାଲିଠାରୁ କାଉଣ୍ଟରରେ ରିଜର୍ଭେସନ ଟିକେଟ

ଆଉ ତିନିକୋଭିଡ-19 ପଜିଟିଭ ଚିହ୍ନଟ, ସଂପୃକ୍ତ ଅଞ୍ଚଳ ସିଲ୍ କଲା ପ୍ରଶାସନ

ପୁରୁଣା ରେକର୍ଡ଼ ଭାଙ୍ଗିଲା ୧୯ ନିର୍ବାଚନ

ବୋହୂ ପାଇଁ ଥାନା ଭଙ୍ଗାରୁଜା : ବନ୍ଧା ହେଲେ ୫୨

ବାଘ ଚମଡ଼ା ଜବତ ଘଟଣାରେ ଆଉ ୩ ଗିରଫ

ପାରା ମେଡିକାଲ ଇନ୍‌ଷ୍ଟିଚ୍ୟୁଟ୍‌ର ମାଲିକଙ୍କ ନାମରେ ଅଶ୍ଳୀଳ ଆଚରଣ ଅଭିଯୋଗ

ମାଡ଼ ହେଲା ବାତ୍ୟା ‘ସୁପର୍‌ଟାଇଫୁନ୍‌: ୨.୪୫ ମିଲିୟନ୍ ଲୋକଙ୍କୁ ସ୍ଥାନାନ୍ତର

ପୃଥିବୀ ପାଖରେ ଆଉ ଏକ ଗ୍ରହରେ ମିଳିଲା ମହାସମୁଦ୍ରର ସନ୍ଧାନ

ଏନ୍‌କାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ