ଆଜି ବିଶ୍ୱ ଏଡ୍‌ସ ଦିବସ; ଜାଣନ୍ତୁ HIV ପଜିଟିଭର ଲକ୍ଷଣ

ଏଡ୍‌ସ ସାରା ବିଶ୍ୱରେ ମହାମାରୀର ରୂପ ନେବାରେ ଲାଗିଛି। ସତ ଚେଷ୍ଟା ପରେ ବି ଏପର୍ଯ୍ୟନ୍ତ ଡାକ୍ତର ଏହାର ସଫଳ ଚିକିତ୍ସା ପଦ୍ଧତି ବାହାର କରିପାରିନାହାଁନ୍ତି। ବହୁ ଲୋକ ଏହି ରୋଗରେ ମରୁଛନ୍ତି। ଏହି ରୋଗ ଯେକୌଣସି ବୟସର ଲୋକଙ୍କୁ ହୋଇପାରେ।  ଏହି ଭାଇରସ୍‌ (HIV/Human immunodeficiency virus) ଶରୀରରେ ଇନ୍‌ଫେକ୍ସନ ସୃଷ୍ଟି କରି ଇମ୍ୟୁନିଟି ସିଷ୍ଟମକୁ ଦୁର୍ବଳ କରିଦେଇଥାଏ। ଫଳରେ ଛୋଟମୋଟ ରୋଗ ହେଲେ ବି ତାହା ଶୀଘ୍ର ଭଲ ହୋଇ ନଥାଏ ଓ ଲୋକେ […]

aids

aids

Rakesh Mallick
  • Published: Friday, 01 December 2017
  • Updated: 01 December 2017, 07:20 AM IST

Sports

Latest News

ଏଡ୍‌ସ ସାରା ବିଶ୍ୱରେ ମହାମାରୀର ରୂପ ନେବାରେ ଲାଗିଛି। ସତ ଚେଷ୍ଟା ପରେ ବି ଏପର୍ଯ୍ୟନ୍ତ ଡାକ୍ତର ଏହାର ସଫଳ ଚିକିତ୍ସା ପଦ୍ଧତି ବାହାର କରିପାରିନାହାଁନ୍ତି। ବହୁ ଲୋକ ଏହି ରୋଗରେ ମରୁଛନ୍ତି। ଏହି ରୋଗ ଯେକୌଣସି ବୟସର ଲୋକଙ୍କୁ ହୋଇପାରେ।  ଏହି ଭାଇରସ୍‌ (HIV/Human immunodeficiency virus) ଶରୀରରେ ଇନ୍‌ଫେକ୍ସନ ସୃଷ୍ଟି କରି ଇମ୍ୟୁନିଟି ସିଷ୍ଟମକୁ ଦୁର୍ବଳ କରିଦେଇଥାଏ। ଫଳରେ ଛୋଟମୋଟ ରୋଗ ହେଲେ ବି ତାହା ଶୀଘ୍ର ଭଲ ହୋଇ ନଥାଏ ଓ ଲୋକେ ମୃତ୍ୟୁମୁଖରେ ପଡ଼ିଥାନ୍ତି।

ଅଧିକାଂଶ ସମୟରେ ଏଡ୍‌ସ ଆକ୍ରାନ୍ତ ସମ୍ପର୍କରେ ବହୁତ ଡେରିରେ ଜଣାପଡ଼ିଥାଏ। ସେତେବେଳକୁ ଆକ୍ରାନ୍ତ ବ୍ୟକ୍ତି ସିରିୟସ ହୋଇସାରିଥାନ୍ତି। ତେବେ ଆରମ୍ଭ ସମୟରୁ HIV ପଜିଟିଭ ସମ୍ପର୍କରେ ଜାଣିହେବ। ଏହା ଜଣାପଡ଼ିଗଲେ ରୋଗକୁ ଅନେକାଂଶରେ କଣ୍ଟ୍ରୋଲ କରି ହେବ। ଆଜି ବିଶ୍ୱ ଏଡ୍‌ସ ଦିବସ ଅବସରରେ ଆସନ୍ତୁ ଜାଣିବା ଏଡ୍‌ସ ଆକ୍ରାନ୍ତ ହେବାର ପ୍ରାରମ୍ଭିକ ଲକ୍ଷଣ ସମ୍ପର୍କରେ।

୧. ପ୍ରତି ୩ରୁ ୪ ଦିନରେ ଜ୍ୱର ହେବା କିମ୍ବା ବାରମ୍ବାର ଜ୍ୱର ହେବା HIV ପଜିଟିଭର ସବୁଠାରୁ ପ୍ରଥମ ଲକ୍ଷଣ।

୨. HIV ପଜିଟିଭରେ ଆକ୍ରାନ୍ତ ହେଲେ ଲୋକେ ବହୁତ ଦୁର୍ବଳ ହୋଇଯାଆନ୍ତି। କିଛି କାମ କରି ଦେଲେ କିମ୍ବା ଏକ୍ସରସାଇଜ କରି ଦେଲେ ଥକି ଯାଆନ୍ତି।

୩. ଶାରୀରିକ କାର୍ଯ୍ୟ ନକଲେ ବି ଯଦି ବାରମ୍ବାର ମାଂସପେଶୀ ଟାଣି ହୁଏ, ଏହା HIV ପଜିଟିଭର ଲକ୍ଷଣ ହୋଇପାରେ।

୪. ଆଣ୍ଠୁ, କାନ୍ଧ ଓ ଅନ୍ୟ ଜଏଣ୍ଟ ବାରମ୍ବାର ଫୁଲିବା ମଧ୍ୟ HIVର ଲକ୍ଷଣ ହୋଇପାରେ।

୫. ବାରମ୍ବାର ଆଣ୍ଡୁ ଓ କାନ୍ଧ ସମସ୍ୟାରେ ପଡ଼ିବା ଶରୀରରେ HIV ଇନ୍‌ଫେକ୍ସନର କାରଣ ହୋଇପାରେ।

୬. ଆବଶ୍ୟକ ପରିମାଣର ପାଣି ପିଇବା ପରେ ମଧ୍ୟ ଶୋଷ ଲାଗିବା, ବାରମ୍ବାର ଗଳା ସମସ୍ୟା ଦେଖାଦେବା ଓ ଗଳା ଶୁଖିବା ଶରୀରରେ HIV ର ଲକ୍ଷଣ ହୋଇପାରେ।

୭. HIV ପଜିଟିଭର ଶିକାର ହେଲେ ପ୍ରାୟ ସବୁ ସମୟରେ ସାମାନ୍ୟ ମୁଣ୍ଡବିନ୍ଧା ହୋଇଥାଏ। ପରେ ଏହା ବହୁତ ଅଧିକା ବଢ଼ିଯାଇଥାଏ।

୮. HIV ପଜିଟିଭ ଲୋକଙ୍କ ଓଜନ ବହୁତ କମିଯାଏ।  ଡାଏଟିଂ ଓ ଏକ୍ସରସାଇଜ ନ କରି ମଧ୍ୟ ଯଦି ଓଜନ କମି ଯାଉଛି ତେବେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଏହା ବି HIV ପଜିଟିଭର ଲକ୍ଷଣ ହୋଇପାରେ।

୯. ଚର୍ମର ରଙ୍ଗ ବଦଳିବା ଓ ବାରମ୍ବାର କୁଣ୍ଡା ହେବା ମଧ୍ୟ HIV ପଜିଟିଭ ହେବାର ଲକ୍ଷଣ।

୧୦. ଚର୍ମରେ ଲାଲ ରଙ୍ଗର ଗାର ଦିଶିଲେ ଏହା HIV ର ଲକ୍ଷଣ ହୋଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story