କେବେ ଛେଳି କ୍ଷୀର ପିଇଛନ୍ତି? ଜାଣନ୍ତୁ କ'ଣ ସବୁ ଲାଭ ମିଳେ

ଛେଳି କ୍ଷୀର ପିଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ। ଛେଳି କ୍ଷୀର ପିଇବା ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିଥାଏ। ଗବେଷଣାରୁ ଜଣାପଡ଼ିଛି, ଛେଳି କ୍ଷୀର ପିଇବା ଦ୍ୱାରା ଅନ୍ତବୁଜୁଳାରେ ସଂକ୍ରମଣ ହୋଇନଥାଏ। ଛେଳି କ୍ଷୀରରେ ସେଲିନିୟମ୍, ଜିଙ୍କ୍‌, କପର୍‌, ପୋଟାସିୟମ୍‌ ଓ ମ୍ୟାଗ୍ନେସିୟମ୍ ଭରପୂର ମାତ୍ରାରେ ରହିଛି। ଆସନ୍ତୁ ଜାଣିବା ଛେଳି କ୍ଷୀର ପିଇବା ଦ୍ୱାରା ଶରୀରକୁ ଆଉ କ’ଣ ସବୁ ଫାଇଦା ମିଳିଥାଏ। – ଛେଳି କ୍ଷୀର ପିଇବା ଦ୍ୱାରା କୋଲେଷ୍ଟ୍ରଲ ସ୍ତର […]

goatindia

goatindia

Rakesh Mallick
  • Published: Wednesday, 22 November 2017
  • Updated: 22 November 2017, 08:06 AM IST

Sports

Latest News

ଛେଳି କ୍ଷୀର ପିଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ। ଛେଳି କ୍ଷୀର ପିଇବା ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିଥାଏ। ଗବେଷଣାରୁ ଜଣାପଡ଼ିଛି, ଛେଳି କ୍ଷୀର ପିଇବା ଦ୍ୱାରା ଅନ୍ତବୁଜୁଳାରେ ସଂକ୍ରମଣ ହୋଇନଥାଏ। ଛେଳି କ୍ଷୀରରେ ସେଲିନିୟମ୍, ଜିଙ୍କ୍‌, କପର୍‌, ପୋଟାସିୟମ୍‌ ଓ ମ୍ୟାଗ୍ନେସିୟମ୍ ଭରପୂର ମାତ୍ରାରେ ରହିଛି। ଆସନ୍ତୁ ଜାଣିବା ଛେଳି କ୍ଷୀର ପିଇବା ଦ୍ୱାରା ଶରୀରକୁ ଆଉ କ’ଣ ସବୁ ଫାଇଦା ମିଳିଥାଏ।

- ଛେଳି କ୍ଷୀର ପିଇବା ଦ୍ୱାରା କୋଲେଷ୍ଟ୍ରଲ ସ୍ତର ନିୟନ୍ତ୍ରଣରେ ରହେ। ଏହାକୁ ପିଇବା ଦ୍ୱାରା ହୃଦ୍‌ଘାତ ଭଳି ରୋଗ ଏଡ଼ାଇ ଦିଆଯାଇପାରେ।

- ଛେଳି କ୍ଷୀରରେ ପୋଟାସିୟମ୍‌ ଥିବାରୁ ଏହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ।

- ଛେଳି କ୍ଷୀର ପିଇବା ଦ୍ୱାରା ଶରୀରରେ କ୍ୟାଲସିୟମ୍‌ର ଅଭାବ ପୂରଣ ହୋଇଥାଏ। ଏହାକୁ ନିୟମିତ ପିଇଲେ ହାଡ଼ ମଜଭୁତ ହୋଇଥାଏ।

- ୫,୬ଟି ଖଜୁରୀକୁ ରାତି ସାରା ଛେଳି କ୍ଷୀରରେ ଭଲ ଭାବେ ବତୁରାଇ ଦିଅନ୍ତୁ। ସକାଳେ କ୍ଷୀର ସହ ଖଜୁରୀ ଖାଆନ୍ତୁ । ଏହା ଦ୍ୱାରା ଯୌନ ଶକ୍ତି ବୃଦ୍ଧି ପାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos