ଜାଣନ୍ତୁ କେଉଁ ଦିନ ଘରୁ ଲୁହା ଜିନିଷ ବିକ୍ରି କରିବେନାହିଁ

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ବ୍ୟବସାୟ ପାଇଁ ନିର୍ଦ୍ଧିଷ୍ଟ ବାର ନ ଥାଏ। ସପ୍ତାହର ସାତଦିନ ବେପାର ଚାଲେ। କିନ୍ତୁ ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ବିକ୍ରି କରିବା ସମୟରେ ଟିକେ ଧ୍ୟାନ ଦିଅନ୍ତୁ। ଆପଣ ସବୁଦିନ ସବୁକିଛି ବିକ୍ରି କରିପାରିବେ ନାହିଁ। &nbsp;ଲୁହା ଜନିଷ ବିକ୍ରି କରିବା ସମୟରେ ଟିକେ ସଚେତନ୍&zwnj; ରୁହନ୍ତୁ। ଯଦି ପୁରୁଣା ଗାଡି କିମ୍ବା ଲୁହାରେ ତିଆରି କିଛି ଜିନିଷ ବିକ୍ରି କରିବାକୁ ଯାଉଛନ୍ତି ତେବେ ବାର ଉପରେ ଧ୍ୟାନ ଦିଅନ୍ତୁ। କାରଣ ଗୁରୁବାର ଓ ଶନିବାର ଲୁହା ଜିନିଷ ବିକ୍ରି କରିବା ଦ୍ୱାରା ଆମଙ୍ଗଳ ହୋଇଥାଏ।</p> <p>ତେଣୁ ଗୁରୁବାର ଓ ଶନିବାର କେବେବି ଲୁହା ଜିନିଷ ବିକ୍ରି ନକରି ଅନ୍ୟ ବାର ଗୁଡିକରେ ବିକ୍ରି କରନ୍ତୁ।</p>

Ordigital Desk
  • Published: Friday, 08 December 2017
  • Updated: 08 December 2017, 01:48 PM IST
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ବ୍ୟବସାୟ ପାଇଁ ନିର୍ଦ୍ଧିଷ୍ଟ ବାର ନ ଥାଏ। ସପ୍ତାହର ସାତଦିନ ବେପାର ଚାଲେ। କିନ୍ତୁ ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ବିକ୍ରି କରିବା ସମୟରେ ଟିକେ ଧ୍ୟାନ ଦିଅନ୍ତୁ। ଆପଣ ସବୁଦିନ ସବୁକିଛି ବିକ୍ରି କରିପାରିବେ ନାହିଁ। &nbsp;ଲୁହା ଜନିଷ ବିକ୍ରି କରିବା ସମୟରେ ଟିକେ ସଚେତନ୍&zwnj; ରୁହନ୍ତୁ। ଯଦି ପୁରୁଣା ଗାଡି କିମ୍ବା ଲୁହାରେ ତିଆରି କିଛି ଜିନିଷ ବିକ୍ରି କରିବାକୁ ଯାଉଛନ୍ତି ତେବେ ବାର ଉପରେ ଧ୍ୟାନ ଦିଅନ୍ତୁ। କାରଣ ଗୁରୁବାର ଓ ଶନିବାର ଲୁହା ଜିନିଷ ବିକ୍ରି କରିବା ଦ୍ୱାରା ଆମଙ୍ଗଳ ହୋଇଥାଏ।</p><p>ତେଣୁ ଗୁରୁବାର ଓ ଶନିବାର କେବେବି ଲୁହା ଜିନିଷ ବିକ୍ରି ନକରି ଅନ୍ୟ ବାର ଗୁଡିକରେ ବିକ୍ରି କରନ୍ତୁ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos