ଜାଣନ୍ତୁ କେଉଁ ଫୁଲ ବା ପତ୍ର ଠାକୁର ପୂଜା ପାଇଁ ଯୋଗ୍ୟ ବା ଅଯୋଗ୍ୟ

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଠାକୁର ପୂଜା ପାଇଁ ସବୁଠୁ ଆଧିକ ଆବଶ୍ୟକୀୟ ସାମଗ୍ରୀ ମଧ୍ୟରେ ଫୁଲ ଅନ୍ୟତମ। କେବଳ ଫୁଲ ନୁହେଁ କିଛି ପତ୍ର ମଧ୍ୟ ଠାକୁରଙ୍କ ପୂଜାରେ ଲାଗିଥାଏ। ଯେପରି ତୁଳସୀ ପତ୍ର ଏବଂ ବେଲ ପତ୍ର । ତାଜା ଫୁଲ ଗଛରୁ ତେଳାଯାଇ ଠାକୁରଙ୍କୁ ଚଢାଯାଏ। ଯଦି କୌଣସି ଫୁଲ ଝଡିକି ତଳେ ପଡିଯାଇଥାଏ ତେବେ ସେ ଫୁଲରେ ଠାକୁର ପୂଜା କରିବା ପାଇଁ ମନାକରାଯାଏ। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଏମିତି କିଛି ଫୁଲ ଓ ପତ୍ର ଅଛି ଯେଉଁଗୁଡା ଝଡିକି ତଳେ ପଡିଗଲେ ମଧ୍ୟ ଠାକୁର ପୂଜା ନିମନ୍ତେ ବ୍ୟବହାର କରାଯାଇପାରିବ। ଶେଫାଳି, ବଉଳ. ତୁଳସୀ ପତ୍ର ଓ ବେଲପତ୍ର ଝଡିକି ତଳେ ପଡିଥିଲେ ମଧ୍ୟ ଏହା ଠାକୁରଙ୍କ ପାଖରେ ବ୍ୟବହାର କରାଯାଇପାରିବ।</p>

Ordigital Desk
  • Published: Wednesday, 13 December 2017
  • Updated: 13 December 2017, 01:49 PM IST

Sports

Latest News

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଠାକୁର ପୂଜା ପାଇଁ ସବୁଠୁ ଆଧିକ ଆବଶ୍ୟକୀୟ ସାମଗ୍ରୀ ମଧ୍ୟରେ ଫୁଲ ଅନ୍ୟତମ। କେବଳ ଫୁଲ ନୁହେଁ କିଛି ପତ୍ର ମଧ୍ୟ ଠାକୁରଙ୍କ ପୂଜାରେ ଲାଗିଥାଏ। ଯେପରି ତୁଳସୀ ପତ୍ର ଏବଂ ବେଲ ପତ୍ର । ତାଜା ଫୁଲ ଗଛରୁ ତେଳାଯାଇ ଠାକୁରଙ୍କୁ ଚଢାଯାଏ। ଯଦି କୌଣସି ଫୁଲ ଝଡିକି ତଳେ ପଡିଯାଇଥାଏ ତେବେ ସେ ଫୁଲରେ ଠାକୁର ପୂଜା କରିବା ପାଇଁ ମନାକରାଯାଏ। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଏମିତି କିଛି ଫୁଲ ଓ ପତ୍ର ଅଛି ଯେଉଁଗୁଡା ଝଡିକି ତଳେ ପଡିଗଲେ ମଧ୍ୟ ଠାକୁର ପୂଜା ନିମନ୍ତେ ବ୍ୟବହାର କରାଯାଇପାରିବ। ଶେଫାଳି, ବଉଳ. ତୁଳସୀ ପତ୍ର ଓ ବେଲପତ୍ର ଝଡିକି ତଳେ ପଡିଥିଲେ ମଧ୍ୟ ଏହା ଠାକୁରଙ୍କ ପାଖରେ ବ୍ୟବହାର କରାଯାଇପାରିବ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos