କଦଳୀ ଖାଇବା ପୂର୍ବରୁ ଏହି ସବୁ କଥା ଉପରେ ଧ୍ୟାନ ଦିଅନ୍ତୁ, ନ ହେଲେ...

ପାଚିଲା କଦଳୀ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭକାରୀ। ଏଥିରେ ପୋଟାସିୟମ୍, ମ୍ୟାଗ୍‌ନେସିୟମ୍‌ ଓ ଭିଟାମିନ ବି୬ ପରି ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଛି।  ତେବେ କଦଳୀରେ ସୁଗାର, କାର୍ବୋହାଇଡ୍ରେଡ ଥିବାରୁ ଏହାକୁ ଅଧିକ ମାତ୍ରାରେ ଖାଇବା ଶରୀର ପ୍ରତି ହାନିକାରକ ହୋଇପାରେ।  କୌଣସି ସ୍ୱାସ୍ଥ୍ୟ ଜନିତ ସମସ୍ୟା ଥିଲେ କଦଳୀ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଅଧିକ ବିଗିଡ଼ିଯାଏ। ତେବେ ଆସନ୍ତୁ ଜାଣିବା କେଉଁ ସବୁ ରୋଗ ଥିଲେ କଦଳୀ ଖାଇବେ ନାହିଁ। ମେଦବହୁଳତାର ଶିକାର ହୋଇଥିବା […]

banana

banana

Rakesh Mallick
  • Published: Wednesday, 29 November 2017
  • Updated: 29 November 2017, 10:15 AM IST

Sports

Latest News

ପାଚିଲା କଦଳୀ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭକାରୀ। ଏଥିରେ ପୋଟାସିୟମ୍, ମ୍ୟାଗ୍‌ନେସିୟମ୍‌ ଓ ଭିଟାମିନ ବି୬ ପରି ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଛି।  ତେବେ କଦଳୀରେ ସୁଗାର, କାର୍ବୋହାଇଡ୍ରେଡ ଥିବାରୁ ଏହାକୁ ଅଧିକ ମାତ୍ରାରେ ଖାଇବା ଶରୀର ପ୍ରତି ହାନିକାରକ ହୋଇପାରେ।  କୌଣସି ସ୍ୱାସ୍ଥ୍ୟ ଜନିତ ସମସ୍ୟା ଥିଲେ କଦଳୀ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଅଧିକ ବିଗିଡ଼ିଯାଏ। ତେବେ ଆସନ୍ତୁ ଜାଣିବା କେଉଁ ସବୁ ରୋଗ ଥିଲେ କଦଳୀ ଖାଇବେ ନାହିଁ।

  • ମେଦବହୁଳତାର ଶିକାର ହୋଇଥିବା ଲୋକେ କଦଳୀ ଖାଇବା ଅନୁଚିତ।
  • ହାଇପରକେଲୋମିଆ(ରକ୍ତରେ ପୋଟାସିୟମ୍‌ର ମାତ୍ରା ବଢ଼ିଯିବାକୁ ହାଇପରକେଲୋମିଆ କୁହାଯାଏ) ରୋଗୀ କଦଳୀରୁ ଦୂରେଇ ରହିବା ଉଚିତ।
  • ମୁଣ୍ଡବିନ୍ଧା ପରି ସମସ୍ୟା ଭୋଗୁଥିଲେ କଦଳୀ ଖାଆନ୍ତୁ ନାହିଁ।
  • ନ୍ୟୁରୋଲଜିକାଲ୍‌ ଡିସ୍‌ଅର୍ଡର ଥିବା ବ୍ୟକ୍ତିଙ୍କ ପାଇଁ କଦଳୀ ଖାଇବା କ୍ଷତିକାରକ ।
  • ଆଲାର୍ଜି ପରି ଗମ୍ଭୀର ସମସ୍ୟା ଭୋଗୁଥିଲେ ଭୁଲରେ ମଧ୍ୟ କଦଳୀ ଖାଆନ୍ତୁ ନାହିଁ।
  • ଡାଇବେଟିସ୍‌ ବା ମଧୁମେହ ରୋଗୀ ଡାକ୍ତରଙ୍କ ପରାମର୍ଶ ନେଇ କଦଳୀ ଖାଇବା ଉଚିତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos