୭ମ ବେତନ ଲାଗୁପରେ ନିଜ ବେସିକ୍ ଦରମାର ୨.୫୭ ଗୁଣ ଅଧିକ ଟଙ୍କା ପାଇବେ ସରକାରୀ କର୍ମଚାରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଷ୍ଟେଟ୍‌ ଫାଇନାନ୍ସ୍‌ ଡିପାର୍ଟମେଣ୍ଟ ଆଜି ୭ମ ବେତନ କମିଶନ ସମ୍ବନ୍ଧୀୟ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଯେଉଁଥିରେ ରାଜ୍ୟ ସରକାରୀ କର୍ମଚାରୀ ସେମାନଙ୍କ ମାସିକ ଦରମା ସମ୍ଭନ୍ଧୀୟ ସୂଚନା ପାଇପାରିବେ। ଜଣେ ସରକାରୀ କର୍ମଚାରୀ ୭ମ ବେତନ କମିଶନ ଲାଗୁପରେ ତାଙ୍କ ନିଜ ଦରମା ସେ କେତେ ପାଇବେ ସେ ନେଇ ଏହି ବିଜ୍ଞପ୍ତିରେ ଜଣାଇଦିଆଯାଇଛି। ଯେଉଁଥିରେ ସୂଚନା ଦିଆଯାଇଛି ଯେ ୭ମ ବେତନ ଲାଗୁ ପରେ ଜଣେ ସରକାରୀ କର୍ମଚାରୀଙ୍କ ତାଙ୍କ […]

Rakesh Mallick
  • Published: Friday, 15 September 2017
  • Updated: 15 September 2017, 11:22 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଷ୍ଟେଟ୍‌ ଫାଇନାନ୍ସ୍‌ ଡିପାର୍ଟମେଣ୍ଟ ଆଜି ୭ମ ବେତନ କମିଶନ ସମ୍ବନ୍ଧୀୟ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଯେଉଁଥିରେ ରାଜ୍ୟ ସରକାରୀ କର୍ମଚାରୀ ସେମାନଙ୍କ ମାସିକ ଦରମା ସମ୍ଭନ୍ଧୀୟ ସୂଚନା ପାଇପାରିବେ। ଜଣେ ସରକାରୀ କର୍ମଚାରୀ ୭ମ ବେତନ କମିଶନ ଲାଗୁପରେ ତାଙ୍କ ନିଜ ଦରମା ସେ କେତେ ପାଇବେ ସେ ନେଇ ଏହି ବିଜ୍ଞପ୍ତିରେ ଜଣାଇଦିଆଯାଇଛି। ଯେଉଁଥିରେ ସୂଚନା ଦିଆଯାଇଛି ଯେ ୭ମ ବେତନ ଲାଗୁ ପରେ ଜଣେ ସରକାରୀ କର୍ମଚାରୀଙ୍କ ତାଙ୍କ ବେସିକ ଦରମର ୨.୫୭ ଗୁଣ ଅଧିକ ଦରମା ପାଇବେ। ଏବଂ ଏହି ଦରମା ସେପ୍ଟେମ୍ବର ମାସ ଠାରୁ ଲାଗୁ ହେବ। ଏନେଇ ଆଜି ଷ୍ଟେଟ୍‌ ଫାଇନାନ୍ସ୍‌ ଡିପାର୍ଟମେଣ୍ଟ ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଏବଂ ସମସ୍ତ  ଡିପାର୍ଟମେଣ୍ଟର ମୁଖ୍ୟଙ୍କୁ ଏହି ନୋଟିସ ଜାରି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story