କୋଇଡ଼ାରେ ବେଆଇନ ଖଣିଜ ପଦାର୍ଥ ଠାବ; ତଦନ୍ତ ଲାଗି କେନ୍ଦ୍ର ଖଣିମନ୍ତ୍ରୀଙ୍କୁ ଚିଠି ଲେଖିଲେ ଜୁଏଲ

ସୁନ୍ଦରଗଡ଼: କୋଇଡ଼ା ମାଇନିଂ ଅଞ୍ଚଳର ରେଞ୍ଜଡ଼ା ରେଳୱେ ସାଇଡିଂରେ ମାଟି ତଳୁ ଉଦ୍ଧାର ହୋଇଥିବା ବିପୁଳ ପରିମାଣର ଖଣିଜ ପଦାର୍ଥର ତଦନ୍ତ ଦାବି କରିଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ। ଆଇବିଏମ୍ ଅଧିକାରୀଙ୍କ ଦ୍ୱାରା ଏହାର ତଦନ୍ତ କରିବାକୁ ସେ କେନ୍ଦ୍ର ଖଣି ମନ୍ତ୍ରୀ ନରେନ୍ଦ୍ର ତୋମାରଙ୍କୁ ଲେଖିଛନ୍ତି ଚିଠି। ଚିଠିରେ ଜୁଏଲ ଉଲ୍ଲେଖ କରିଛନ୍ତି ଯେ ଗତ ୫ ତାରିଖରେ ରେଳବେ ସାଇଡିଂ ନିକଟରେ ମାଟିତଳୁ ପ୍ରାୟ  ୩୦ରୁ ୪୦ ହଜାର ମେଟ୍ରିକ […]

jual

jual

Rakesh Mallick
  • Published: Thursday, 08 October 2015
  • Updated: 08 October 2015, 03:25 PM IST

ସୁନ୍ଦରଗଡ଼: କୋଇଡ଼ା ମାଇନିଂ ଅଞ୍ଚଳର ରେଞ୍ଜଡ଼ା ରେଳୱେ ସାଇଡିଂରେ ମାଟି ତଳୁ ଉଦ୍ଧାର ହୋଇଥିବା ବିପୁଳ ପରିମାଣର ଖଣିଜ ପଦାର୍ଥର ତଦନ୍ତ ଦାବି କରିଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ। ଆଇବିଏମ୍ ଅଧିକାରୀଙ୍କ ଦ୍ୱାରା ଏହାର ତଦନ୍ତ କରିବାକୁ ସେ କେନ୍ଦ୍ର ଖଣି ମନ୍ତ୍ରୀ ନରେନ୍ଦ୍ର ତୋମାରଙ୍କୁ ଲେଖିଛନ୍ତି ଚିଠି।

ଚିଠିରେ ଜୁଏଲ ଉଲ୍ଲେଖ କରିଛନ୍ତି ଯେ ଗତ ୫ ତାରିଖରେ ରେଳବେ ସାଇଡିଂ ନିକଟରେ ମାଟିତଳୁ ପ୍ରାୟ  ୩୦ରୁ ୪୦ ହଜାର ମେଟ୍ରିକ ଟନର ଖଣିଜ ପଦାର୍ଥ ଠାବ ହୋଇଥିଲା। ବର୍ତ୍ତମାନ ସମୟରେ ଏ ସବୁର ମୂଲ୍ୟ ୧୦୦ରୁ ୧୨୦ କୋଟି ଟଙ୍କା ହେବ। ସ୍ଥାନୀୟ ଡିଡିଏମଙ୍କ ଯାଞ୍ଚ ସନ୍ତୋଷଜନକ ନୁହେଁ। ଏଣୁ ଆଇବିଏମ୍ ଅଧିକାରୀଙ୍କୁ ପଠାଯାଇ ଘଟଣାର ତଦନ୍ତ କରାଯାଉ।

ଖଣି ମାଫିଆମାନେ ଏହି ଖଣିଜ ପଦାର୍ଥ ଲୁଚାଇଥିବା ନେଇ ସନ୍ଦେହ ପ୍ରକାଶ କରିଛନ୍ତି ଜୁଏଲ।

ଅନ୍ୟପକ୍ଷରେ ସୁନ୍ଦରଗଡ଼ ଜିଲ୍ଲାପାଳ ଭୁପିନ୍ଦର ସିଂ ପୁନିଆ କହିଛନ୍ତି ଯେ ଘଟଣାର ଯାଞ୍ଚ ଚାଲିଛି। ଜିଲ୍ଲା ପ୍ରଶାସନ ଓ ଖଣି ବିଭାଗର ଅଧିକାରୀମାନେ ମିଳିତ ଭାବେ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିଛନ୍ତି। ଏହା ବ୍ୟବସାୟ ଉଦ୍ଦେଶ୍ୟରେ ଗଚ୍ଛିତ ରଖାଯାଇଥିଲା ନା ସାଇଡିଂକୁ ପରିବହନ ବେଳେ ରହିଯାଇଛି, ତାହାର ତଦନ୍ତ ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story