ସୁଙ୍କି ବିସ୍ଫୋରଣର ତଦନ୍ତ କରିବ କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର: କୋରାପୁଟ୍‌ ଜିଲ୍ଲା ସୁଙ୍କି ଘାଟି ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ଏନେଇ ଆଜି ପୋଲସ୍‌ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ଘଟିଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୮ଜଣଙ୍କ ପୋଲିସ୍ କର୍ମଚାରୀ ସହିଦ୍‌ ହୋଇଛନ୍ତି। ସହିଦ୍‌ ପୋଲିସ୍ କର୍ମଚାରୀମାନେ ହେଲେ ତୁଳସୀରାମ ମାଝି, ଅରୁଣ କୁମାର ନାୟକ, ଗଣେଶ ପ୍ରସାଦ ସା, ସୋମନାଥ ଶିଶା, ସଞ୍ଜୟ କୁମାର ଦାଶ, ସୁବର୍ଣ୍ଣ କୁମାର ରାଜ, ପ୍ରଦୀପ୍ତ କୁମାର ରାଉତ, ହରେକୃଷ୍ଣ ପୃଷ୍ଟି। ଗତକାଲି ଅପରାହ୍ନ ପ୍ରାୟ […]

koraput blast

koraput blast

Rakesh Mallick
  • Published: Thursday, 02 February 2017
  • Updated: 02 February 2017, 10:23 PM IST

Sports

Latest News

ଭୁବନେଶ୍ୱର: କୋରାପୁଟ୍‌ ଜିଲ୍ଲା ସୁଙ୍କି ଘାଟି ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ଏନେଇ ଆଜି ପୋଲସ୍‌ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଗତକାଲି ଘଟିଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୮ଜଣଙ୍କ ପୋଲିସ୍ କର୍ମଚାରୀ ସହିଦ୍‌ ହୋଇଛନ୍ତି। ସହିଦ୍‌ ପୋଲିସ୍ କର୍ମଚାରୀମାନେ ହେଲେ ତୁଳସୀରାମ ମାଝି, ଅରୁଣ କୁମାର ନାୟକ, ଗଣେଶ ପ୍ରସାଦ ସା, ସୋମନାଥ ଶିଶା, ସଞ୍ଜୟ କୁମାର ଦାଶ, ସୁବର୍ଣ୍ଣ କୁମାର ରାଜ, ପ୍ରଦୀପ୍ତ କୁମାର ରାଉତ, ହରେକୃଷ୍ଣ ପୃଷ୍ଟି।

ଗତକାଲି ଅପରାହ୍ନ ପ୍ରାୟ ୫ଟା ବେଳେ ସୁଙ୍କି ଘାଟିର ମୁଙ୍ଗାରଭୂମିଠାରେ ଏହି ଘଟଣା ଘଟିଥିଲା। ଘଟଣାସ୍ଥଳରେ ୫ ଜଣ ଗୁରୁତର ଆହତ ହୋଇଥିଲେ।

ପୋଲିସ୍ କର୍ମଚାରୀମାନେ ଆସିଷ୍ଟାଣ୍ଟ ଡ୍ରାଇଭର ତାଲିମ ନେବା ପାଇଁ କୋରାପୁଟରୁ ଭୁବନେଶ୍ୱର ଯାଉଥିବା ବେଳେ ବିସ୍ଫୋରଣ ଘଟିଥିଲା।

ଆସନ୍ତାକାଲି କ୍ରାଇବ୍ରାଞ୍ଚଳର ଏଲ୍‌ଡବ୍ଲ୍ୟୁଇ ୱିଙ୍ଗର ଏକ ୪ ଜଣିଆ ଟିମ୍‌ ଜଣେ ଡିଏସ୍‌ପିଙ୍କ ନେତୃତ୍ୱରେ କୋରାପୁଟ ଯିବ। ଏହି ଟିମ୍‌ ସହିତ ଫୋରେନସିକ୍‌ ଏକ୍ସପାର୍ଟ ଟିମ୍‌ ରହିବ। କେଉଁ ପରିସ୍ଥିତିରେ ବିସ୍ଫୋରଣ ଘଟିଲା ଓ ବିସ୍ଫୋରଣରେ କଣ ବ୍ୟବହାର କରାଯାଇଛି ସେନେଇ ଏହି ଟିମ୍‌ ତଦନ୍ତ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story