ସଲାମ୍‌ ଡ୍ରାଇଭର୍‌: ଯିଏ ମୃତ୍ୟୁ ପାଖରୁ ଛଡାଇ ଆଣିଲେ ୪୫ ଜୀବନ...ପଢନ୍ତୁ କୋରାପୁଟ ଘାଟିର ବିସ୍ମୟ କାହାଣୀ

କୋରାପୁଟ: ଦୁର୍ଘଟଣାସ୍ଥଳରୁ ଡ୍ରାଇଭର୍‌ ଫେରାର୍‌। ଦୁର୍ଘଟଣା ଘଟାଇ ଡ୍ରାଇଭର୍‌ ଚମ୍ପଟ୍‌। ଡ୍ରାଇଭର୍‌ର ଖାମଖିଆଲ୍‌ ମନୋଭାବ ପାଇଁ ଏ ଦୁର୍ଘଟଣା ଘଟିଲା।  ଯେକୌଣସି ସ୍ଥାନରେ ଦୁର୍ଘଟଣାଟିଏ ଘଟିଲେ, ପୋଷ୍ଟମର୍ଟମ୍‌ ବେଳେ ଏମିତି କିଛି ଧାଡ଼ି ଆପଣ ନିଶ୍ଚୟ ନ୍ୟୁଜ୍‌ ଚ୍ୟାନେଲ୍‌ରୁ ଶୁଣିଥିବେ କିମ୍ବା ଖବରକାଗଜରେ ପଢିଥିବେ। ହେଲେ କେବେ ଭାବଛନ୍ତି ନିଜ ଜୀବନକୁ ପାଣି ଛଡ଼ାଇ ଜଣେ ଡ୍ରାଇଭର୍‌ ବସ୍‌ରେ ଥିବା ସମସ୍ତ ଯାତ୍ରୀଙ୍କୁ ବଂଚାଇ ଦେବା। ସେମିତି ଏକ ଘଟଣା ଆଜି ଦେଖିବାକୁ ମିଳିଛି ଜୟପୁର-କୋରାପୁଟ ଘାଟିରେ। […]

bus accident

bus accident

Rakesh Mallick
  • Published: Tuesday, 16 May 2017
  • Updated: 16 May 2017, 08:16 PM IST

Sports

Latest News

କୋରାପୁଟ: ଦୁର୍ଘଟଣାସ୍ଥଳରୁ ଡ୍ରାଇଭର୍‌ ଫେରାର୍‌। ଦୁର୍ଘଟଣା ଘଟାଇ ଡ୍ରାଇଭର୍‌ ଚମ୍ପଟ୍‌। ଡ୍ରାଇଭର୍‌ର ଖାମଖିଆଲ୍‌ ମନୋଭାବ ପାଇଁ ଏ ଦୁର୍ଘଟଣା ଘଟିଲା।  ଯେକୌଣସି ସ୍ଥାନରେ ଦୁର୍ଘଟଣାଟିଏ ଘଟିଲେ, ପୋଷ୍ଟମର୍ଟମ୍‌ ବେଳେ ଏମିତି କିଛି ଧାଡ଼ି ଆପଣ ନିଶ୍ଚୟ ନ୍ୟୁଜ୍‌ ଚ୍ୟାନେଲ୍‌ରୁ ଶୁଣିଥିବେ କିମ୍ବା ଖବରକାଗଜରେ ପଢିଥିବେ।

ହେଲେ କେବେ ଭାବଛନ୍ତି ନିଜ ଜୀବନକୁ ପାଣି ଛଡ଼ାଇ ଜଣେ ଡ୍ରାଇଭର୍‌ ବସ୍‌ରେ ଥିବା ସମସ୍ତ ଯାତ୍ରୀଙ୍କୁ ବଂଚାଇ ଦେବା। ସେମିତି ଏକ ଘଟଣା ଆଜି ଦେଖିବାକୁ ମିଳିଛି ଜୟପୁର-କୋରାପୁଟ ଘାଟିରେ।

ସକାଳ ପ୍ରାୟ ୭ଟା ୪୫ମିନିଟ୍‌। ଜୟପୁର-କୋରାପୁଟ ରାସ୍ତାର ଘାଟଘୁମର ଛକ। ଘାଟିରୁ ଓହ୍ଲାଉଥିଲା ବ୍ରହ୍ମପୁରରୁ ଉମରକୋଟ ଯାଉଥିବା ସରକାରୀ ବସ୍। ଗୋଟିଏ ପାଖରେ ରକ୍ଷାକବଚ ସାଜି ଛିଡ଼ା ହୋଇଛି ପାହାଡ଼। ଅନ୍ୟପାର୍ଶ୍ବରେ ଆଁ କରି ରହିଛି ମୃତ୍ୟୁର ଗଭୀର ଗାତ। ଆଉ ମଝିରେ, ଅଙ୍କାବଙ୍କା ଘାଟି ରାସ୍ତାରେ ଗଡୁଥିଲା ସରକାରୀ ବସ୍‌।

ହଠାତ୍ ଘାଟି ମଝିରେ ଫେଲ୍‌ ହୋଇଗଲା ବସ୍‌ର ବ୍ରେକ୍‌।  ବଢ଼ି ଚାଲିଲା ବସ୍‌ର ବେଗ। ଯାତ୍ରୀଙ୍କ ଭିତରେ ଆତଙ୍କ ଖେଳି ଯାଇଥିଲା। ଡ୍ରାଇଭରଙ୍କ ପକ୍ଷେ ଗାଡ଼ିକୁ ନିୟନ୍ତ୍ରଣ କରିବା ସମ୍ଭବ ନଥିଲା। ଶେଷରେ ଉପସ୍ଥିତ ବୁଦ୍ଧି ଖଟାଇଲେ ଡ଼୍ରାଇଭର। ବାମ ପାର୍ଶ୍ବରେ ଥିବା ପାହାଡ଼ ଦେହରେ ଦ୍ରୁତଗାମୀ ବସ୍‌କୁ ମୁହାଁମୁହିଁ ଧକ୍କା କରାଇଥିଲେ। ଯାହାଫଳରେ ବଡ଼ଧରଣର ଦୁର୍ଘଟଣାରୁ ବର୍ତ୍ତି ଗଲେ ବସ୍‌ର ଯାତ୍ରୀ।

ବସ୍‌ ଚାଳକ ଲିଙ୍ଗରାଜ ପ୍ରଧାନ କହିଛନ୍ତ,“ଘାଟି ଚଢ଼ିବା ସମୟରେ ଗାଡ଼ି ଠିକ୍‌ଠାକ୍‌ ଥିଲା। ଦୁଇରୁ ତିନିଟି ଘାଟି ଗଲା ପରେ ହଠାତ ଗାଡ଼ିର ବ୍ରେକ୍‌ ଫେଲ ହୋଇଗଲା। ଗାଡ଼ିକୁ କେମିତି କଣ୍ଟ୍ରୋଲ କରିବି ଭାବି ପାରୁନଥିଲି। ଭଗବାନଙ୍କୁ ଡାକି ବାମ ପାର୍ଶ୍ୱରେ ଥିବା ପାହାଡ଼ରେ ବସ୍‌କୁ ଧକ୍କା ଦେଇଥିଲି।”

ଏହି ଘଟଣାରେ ବସ୍‌ ହେଲ୍‌ପର ଓ ଜଣେ ଯାତ୍ରୀଙ୍କ ମୁଣ୍ଡ ଫାଟି ଯାଇଥିବା ବେଳେ ୫ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ସମସ୍ତଙ୍କୁ ଜୟପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

(ଜୟପୁରରୁ ଟି.ଗୌରୀଶଙ୍କର)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story