କୁନ୍ଦୁଲି ମାମଲାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା କୁନ୍ଦୁଲି ନାବାଳିକା ଗଣବଳାତ୍କାର ଘଟଣାର ବିଚାର ବିଭାଗୀୟ ତଦନ୍ତ ହେବ। କମିଶନ ଅଫ୍‌ ଇନ୍‌କ୍ୱାରି ଆକ୍ଟ-୧୯୫୨ ଅନୁଯାୟୀ ଜଣେ ଜିଲ୍ଲାଜଜ୍‌ ତଦନ୍ତ କରିବେ। କ୍ରାଇମବ୍ରାଞ୍ଚ ଓ ବିଚାର ବିଭାଗୀୟ ତଦନ୍ତ ଏକ ସଙ୍ଗେ ଚାଲିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି। କୁନ୍ଦୁଲି ନାବାଳିକାଙ୍କ ସହ ଗଣବଳାତ୍କାର ହୋଇନି। ଚିକିତ୍ସା କରିଥିବା ଡାକ୍ତର ଓ ବିଶେଷଜ୍ଞଙ୍କ ରିପୋର୍ଟ ଅଧାରରେ ଗତକାଲି ଏଚ୍‌ଆର୍‌ପିସି ଏଡିଜି ମହେନ୍ଦ୍ର ପ୍ରତାପ ଏହି […]

koraput-rape-3

koraput-rape-3

Rakesh Mallick
  • Published: Wednesday, 08 November 2017
  • Updated: 08 November 2017, 01:57 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା କୁନ୍ଦୁଲି ନାବାଳିକା ଗଣବଳାତ୍କାର ଘଟଣାର ବିଚାର ବିଭାଗୀୟ ତଦନ୍ତ ହେବ। କମିଶନ ଅଫ୍‌ ଇନ୍‌କ୍ୱାରି ଆକ୍ଟ-୧୯୫୨ ଅନୁଯାୟୀ ଜଣେ ଜିଲ୍ଲାଜଜ୍‌ ତଦନ୍ତ କରିବେ। କ୍ରାଇମବ୍ରାଞ୍ଚ ଓ ବିଚାର ବିଭାଗୀୟ ତଦନ୍ତ ଏକ ସଙ୍ଗେ ଚାଲିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି।

କୁନ୍ଦୁଲି ନାବାଳିକାଙ୍କ ସହ ଗଣବଳାତ୍କାର ହୋଇନି। ଚିକିତ୍ସା କରିଥିବା ଡାକ୍ତର ଓ ବିଶେଷଜ୍ଞଙ୍କ ରିପୋର୍ଟ ଅଧାରରେ ଗତକାଲି ଏଚ୍‌ଆର୍‌ପିସି ଏଡିଜି ମହେନ୍ଦ୍ର ପ୍ରତାପ ଏହି ତଥ୍ୟ ଦେଇଥିଲେ। ତେବେ ଏଭଳି ତଥ୍ୟକୁ ନେଇ ଡାକ୍ତରୀ ରିପୋର୍ଟ ଓ ପୋଲିସର ତଦନ୍ତ ପ୍ରକ୍ରିୟା ଉପରକୁ ଅଙ୍ଗୁଳି ଉଠାଇଥିଲେ ପୀଡ଼ିତାଙ୍କ ପରିବାର ଲୋକେ। ଏପରିକି ବିଭିନ୍ନ ସାମାଜିକ ଅନୁଷ୍ଠାନ ମଧ୍ୟ ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଥିଲେ। ତେବେ ଏପରି ଆରୋପ ଉପରେ ପୂର୍ଣ୍ଣଚ୍ଛେଦ ପକାଇବା ପାଇଁ ମୁଖ୍ୟମନ୍ତ୍ରୀ ଆଜି ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଗତ ୧୫ ତାରିଖରେ ନବମ ଶ୍ରେଣୀ ଛାତ୍ରୀ ଜଣକ ସ୍କୁଲରୁ ଘରକୁ ଫେରୁଥିଲା ବେଳେ ନିଛାଟିଆ ରାସ୍ତାରେ ଯବାନଙ୍କ ପୋଷାକ ପିନ୍ଧିଥିବା ଅଭିଯୁକ୍ତମାନେ ନାବାଳିକାଙ୍କୁ ଜଙ୍ଗଲ ଭିତରକୁ ଟେକିନେଇ ଜଣେ ପରେ ଜଣେ ବଳାତ୍କାର କରି ପଳାଇ ଯାଇଥିଲେ। ପରେ ନାବାଳିକା ଜଣକ ଘୁଷୁରି ଘୁଷୁରି ରାସ୍ତା ଉପରକୁ ଆସିଥିଲେ। ପଥଚାରୀମାନେ ତାଙ୍କୁ ପଟାଙ୍ଗି ଡାକ୍ତରଖାନାରେ ଭର୍ତ୍ତି କରିବା ସହିତ ପରିବାର ଲୋକଙ୍କୁ ଖବର ଦେଇଥିଲେ। ତେବେ ନାବାଳିକାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାକୁ କୋରାପୁଟ ଜିଲ୍ଲା ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଏବେ ପୀଡ଼ିତା ସୁଧାର ଗୃହରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story