ମେଡ଼ିକାଲରୁ ଡିସ୍‌ଚାର୍ଜ ହେଲେ କୁନ୍ଦୁଲି ପୀଡ଼ିତା

କୋରାପୁଟ/ଜୟପୁର (ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା କୁନ୍ଦୁଲି ଗଣବଳାତ୍କାରରେ ଶିକାର ହୋଇଥିବା ନବମ ଶ୍ରେଣୀ ଛାତ୍ରୀଙ୍କୁ ଆଜି ଜୟପୁର ମେଡ଼ିକାଲରେ ଡସ୍‌ଚାର୍ଜ କରାଯାଇଛି। ସୁସ୍ଥ ହେବା ପରେ ପୀଡ଼ିତା ଆଜି ସ୍ୱଳ୍ପ ଆବାସ ଗୃହକୁ ଫେରିଛନ୍ତି। ଗତ ଶନିବାର ପୀଡ଼ିତାଙ୍କ ପେଟ ବଥା କରିବାରୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ୩ ଜଣିଆ ଡାକ୍ତର ଟିମ୍‌ ତାଙ୍କ ସ୍ୱାସ୍ଥ୍ୟ ତଦାରଖ କରୁଥିଲେ। ଗତ ଶୁକ୍ରବାର ପୀଡ଼ିତା ମେଡ଼ିକାଲରୁ ଡିସ୍‌ଚାର୍ଜ ହେବା ପରେ ପ୍ରଥମେ ଜେଏମ୍‌ଏଫ୍‌ସି କୋର୍ଟରେ ହାଜର ହୋଇଥିଲେ। […]

koraput-rape.13

koraput-rape.13

Rakesh Mallick
  • Published: Monday, 30 October 2017
  • Updated: 30 October 2017, 04:45 PM IST

Sports

Latest News

କୋରାପୁଟ/ଜୟପୁର (ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା କୁନ୍ଦୁଲି ଗଣବଳାତ୍କାରରେ ଶିକାର ହୋଇଥିବା ନବମ ଶ୍ରେଣୀ ଛାତ୍ରୀଙ୍କୁ ଆଜି ଜୟପୁର ମେଡ଼ିକାଲରେ ଡସ୍‌ଚାର୍ଜ କରାଯାଇଛି। ସୁସ୍ଥ ହେବା ପରେ ପୀଡ଼ିତା ଆଜି ସ୍ୱଳ୍ପ ଆବାସ ଗୃହକୁ ଫେରିଛନ୍ତି। ଗତ ଶନିବାର ପୀଡ଼ିତାଙ୍କ ପେଟ ବଥା କରିବାରୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ୩ ଜଣିଆ ଡାକ୍ତର ଟିମ୍‌ ତାଙ୍କ ସ୍ୱାସ୍ଥ୍ୟ ତଦାରଖ କରୁଥିଲେ।

ଗତ ଶୁକ୍ରବାର ପୀଡ଼ିତା ମେଡ଼ିକାଲରୁ ଡିସ୍‌ଚାର୍ଜ ହେବା ପରେ ପ୍ରଥମେ ଜେଏମ୍‌ଏଫ୍‌ସି କୋର୍ଟରେ ହାଜର ହୋଇଥିଲେ। ପରିବାର ଲୋକଙ୍କ ଉପସ୍ଥିତିରେ ତାଙ୍କର ୧୬୪ ବୟାନ ରେକର୍ଡ କରାଯାଇଥିଲା। ମାତ୍ର ସୁରକ୍ଷା ଦୃଷ୍ଟିରୁ ପରିବାର ଲୋକେ ତାଙ୍କୁ ଘରକୁ ନେବା ପାଇଁ ମନା କରିଥିଲେ। ଯାହାଫଳରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ତାଙ୍କୁ ଜୟପୁରରେ ଏକ ଷ୍ଟେ ହୋମ୍‌ରେ ରଖିଥିଲା। ଶନିବାର ଦିନ ପୀଡ଼ିତାଙ୍କ ପେଟ ବଥା କରିବାରୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା।

ଗତ ୧୫ ତାରିଖରେ  ନବମ ଶ୍ରେଣୀ ଛାତ୍ରୀ ଜଣକ ସ୍କୁଲରୁ ଘରକୁ ଫେରୁଥିଲା ବେଳେ ନିଛାଟିଆ ରାସ୍ତାରେ ଯବାନଙ୍କ ପୋଷାକ ପିନ୍ଧିଥିବା ଅଭିଯୁକ୍ତମାନେ ନାବାଳିକାଙ୍କୁ ଜଙ୍ଗଲ ଭିତରକୁ ଟେକିନେଇ ଜଣେ ପରେ ଜଣେ ବଳାତ୍କାର କରି ପଳାଇ ଯାଇଥିଲେ। ପରେ ନାବାଳିକା ଜଣକ ଘୁଷୁରି ଘୁଷୁରି ରାସ୍ତା ଉପରକୁ ଆସିଥିଲେ। ପଥଚାରୀମାନେ ତାଙ୍କୁ ପଟାଙ୍ଗି ଡାକ୍ତରଖାନାରେ ଭର୍ତ୍ତି କରିବା ସହିତ ପରିବାର ଲୋକଙ୍କୁ ଖବର ଦେଇଥିଲେ। ତେବେ ନାବାଳିକାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାକୁ କୋରାପୁଟ ଜିଲ୍ଲା ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story