ସହିଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ହସ୍‌ପିଟାଲ ଲୋକାର୍ପିତ

ଜୟପୁର: ଆଜି କୋରାପୁଟର ସହିଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ହସପିଟାଲରେ ପାଠପଢ଼ା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନୂଆ ମେଡିକାଲ କଲେଜ ଲୋକାର୍ପିତ କରିଛନ୍ତି। ନୂଆ କରି ପ୍ରତିଷ୍ଠା ହୋଇଥିବା ଏହି ମେଡିକାଲ କଲେଜ ହସପିଟାଲର ପ୍ରଥମ ବ୍ୟାଚ୍ ଛାତ୍ରଛାତ୍ରୀ ଆଜିଠୁ ପାଠ ପଢ଼ିବେ। କ୍ଲାସରୁମଠାରୁ  ଆରମ୍ଭ କରି ପ୍ରାକ୍ଟିକାଲ ଲାବ୍, ହଷ୍ଟେଲ ଓ ଅଫିସ୍ ରୁମ୍ ଓ ଅନ୍ୟ ସମସ୍ତ ଭିତ୍ତିଭୂମିର ନିର୍ମାଣ ଶେଷ ହୋଇଛି। ଶହେ ସିଟ୍ ବିଶିଷ୍ଟ ଏହି […]

Rakesh Mallick
  • Published: Monday, 04 September 2017
  • Updated: 04 September 2017, 10:06 PM IST

Sports

Latest News

ଜୟପୁର: ଆଜି କୋରାପୁଟର ସହିଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ହସପିଟାଲରେ ପାଠପଢ଼ା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନୂଆ ମେଡିକାଲ କଲେଜ ଲୋକାର୍ପିତ କରିଛନ୍ତି। ନୂଆ କରି ପ୍ରତିଷ୍ଠା ହୋଇଥିବା ଏହି ମେଡିକାଲ କଲେଜ ହସପିଟାଲର ପ୍ରଥମ ବ୍ୟାଚ୍ ଛାତ୍ରଛାତ୍ରୀ ଆଜିଠୁ ପାଠ ପଢ଼ିବେ।

କ୍ଲାସରୁମଠାରୁ  ଆରମ୍ଭ କରି ପ୍ରାକ୍ଟିକାଲ ଲାବ୍, ହଷ୍ଟେଲ ଓ ଅଫିସ୍ ରୁମ୍ ଓ ଅନ୍ୟ ସମସ୍ତ ଭିତ୍ତିଭୂମିର ନିର୍ମାଣ ଶେଷ ହୋଇଛି। ଶହେ ସିଟ୍ ବିଶିଷ୍ଟ ଏହି ମେଡିକାଲ କଲେଜରେ ନାମ ଲେଖା ବି ସରିଛି। ଏହାଦ୍ୱାରା ରାଜ୍ୟ ସ୍ୱାସ୍ଥ୍ୟସେବା ସ୍ଥିତିରେ ସୁଧାର ଆସିବା ସହ ପଛୁଆ ଓ ଗରିବ ଶ୍ରେଣୀର ଲୋକ ଉପକୃତ ହେବେ ବୋଲି ଆଶା କରାଯାଉଛି।

ଦୀର୍ଘ ୫୫ ବର୍ଷର ଅପେକ୍ଷା ପରେ ରାଜ୍ୟରେ ନୂଆ କରି ସରକାରୀ ମେଡିକାଲ କଲେଜ ଓ ହସପିଟାଲ ଖୋଲିବାକୁ ଯାଉଥିବା ବେଳେ ଏହା ହେବ ଚତୁର୍ଥ ମେଡିକାଲ କଲେଜ ହସପିଟାଲ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story