ବାଲେଶ୍ୱର: କ୍ରୁଜ୍ ମିଜାଇଲ୍ ‘ନିର୍ଭୟ’ର ପରୀକ୍ଷଣ ପୁଣି ବିଫଳ

ବାଲେଶ୍ୱର: ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଦେଶର ପ୍ରଥମ କ୍ରୁଜ୍ ମିଜାଇଲ୍ ନିର୍ଭୟର ପରୀକ୍ଷଣ ଫେଲ୍ ମାରିଲା। ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ର-ଆଇଟିଆରରେ ଆଜି ହୋଇଥିବା ନିର୍ଭୟର ପରୀକ୍ଷଣ ବିଫଳ ହୋଇଛି। ଆଜି ଦିନ ୧୧ଟା ୩୮ ମିନିଟରେ ଆଇଟିଆରରେ ୩ ନମ୍ୱର ଲଞ୍ଚ ପ୍ୟାଡରୁ ଆଣବିକ କ୍ଷମତା ସମ୍ପନ୍ନ କ୍ଷେପଣାସ୍ତ୍ର ନିର୍ଭୟର ଉତକ୍ଷେପଣ କରାଯାଇଥିଲା। ତେବେ ଉତକ୍ଷେପଣର ୧୧ ମିନିଟ୍ ପରେ ଏହା ଲକ୍ଷ୍ୟଚ୍ୟୁତ ହୋଇଥିଲା। ମିଳିଥିବା ସୂଚନା ଅନୁସାରେ କ୍ଷେପଣାସ୍ତ୍ରଟି ମାତ୍ର […]

baleswar

baleswar

Rakesh Mallick
  • Published: Friday, 16 October 2015
  • Updated: 16 October 2015, 03:18 PM IST

Sports

Latest News

ବାଲେଶ୍ୱର: ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଦେଶର ପ୍ରଥମ କ୍ରୁଜ୍ ମିଜାଇଲ୍ ନିର୍ଭୟର ପରୀକ୍ଷଣ ଫେଲ୍ ମାରିଲା। ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ର-ଆଇଟିଆରରେ ଆଜି ହୋଇଥିବା ନିର୍ଭୟର ପରୀକ୍ଷଣ ବିଫଳ ହୋଇଛି। ଆଜି ଦିନ ୧୧ଟା ୩୮ ମିନିଟରେ ଆଇଟିଆରରେ ୩ ନମ୍ୱର ଲଞ୍ଚ ପ୍ୟାଡରୁ ଆଣବିକ କ୍ଷମତା ସମ୍ପନ୍ନ କ୍ଷେପଣାସ୍ତ୍ର ନିର୍ଭୟର ଉତକ୍ଷେପଣ କରାଯାଇଥିଲା।

ତେବେ ଉତକ୍ଷେପଣର ୧୧ ମିନିଟ୍ ପରେ ଏହା ଲକ୍ଷ୍ୟଚ୍ୟୁତ ହୋଇଥିଲା। ମିଳିଥିବା ସୂଚନା ଅନୁସାରେ କ୍ଷେପଣାସ୍ତ୍ରଟି ମାତ୍ର ୧୨୮ କିଲୋମିଟର ଯିବା ପରେ ଏଥିରେ ବୈଷୟିକ ତ୍ରୁଟି ଦେଖାଯାଇଥିଲା। ତେବେ ଜନବସତି ଉପରେ କ୍ଷତିକୁ ଏଡାଇବା ଲାଗି ଏହାକୁ ବାୟୁମଣ୍ଡଳରେ ନଷ୍ଟ କରି ଦିଆଯାଇଥିଲା। ପୂର୍ବରୁ ୨୦୧୩ ମସିହା ମାର୍ଚ୍ଚ ୧୨ ଓ ଗତବର୍ଷ ଅକ୍ଟୋବର ୧୭ ତାରିଖରେ ନିର୍ଭୟର ପରୀକ୍ଷଣ ହୋଇଥିଲା। ତେବେ ଉଭୟ ଥର ଏଥିରେ ବିଭିନ୍ନ ବୈଷୟିକ ତ୍ରୁଟି ପରିଲକ୍ଷିତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story