ଆଜି ରାଜ୍ୟ କୃଷି କ୍ୟାବିନେଟ୍ ବୈଠକ

ଭୁବନେଶ୍ୱର: ଆଜି ବସିବ ରାଜ୍ୟ କୃଷି କ୍ୟାବିନେଟ୍ ବୈଠକ। ଅପରାହ୍ନ ସାଢ଼େ ୫ଟାରେ ସଚିବାଳୟରେ ଏହି ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି। ସେହିପରି ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍ ବୈଠକ ବସିବ। ପୂର୍ବାହ୍ନରେ ଏହି ବୈଠକ ବସିବ। କ୍ୟାବିନେଟ୍ ବୈଠକରେ ଏଜେଣ୍ଡା କ’ଣ ରହିବ ସେ ନେଇ କିଛି ନିର୍ଦ୍ଦିଷ୍ଟ ସୂଚନା ଦିଆଯାଇନାହିଁ। ତେବେ ଉଚ୍ଚଶିକ୍ଷା, ସ୍କୁଲ୍ ଓ ଗଣଶିକ୍ଷା, ପଞ୍ଚାୟତିରାଜ, […]

cm

cm

Rakesh Mallick
  • Published: Thursday, 05 May 2016
  • Updated: 05 May 2016, 02:52 AM IST

Sports

Latest News

ଭୁବନେଶ୍ୱର: ଆଜି ବସିବ ରାଜ୍ୟ କୃଷି କ୍ୟାବିନେଟ୍ ବୈଠକ। ଅପରାହ୍ନ ସାଢ଼େ ୫ଟାରେ ସଚିବାଳୟରେ ଏହି ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି। ସେହିପରି ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍ ବୈଠକ ବସିବ। ପୂର୍ବାହ୍ନରେ ଏହି ବୈଠକ ବସିବ। କ୍ୟାବିନେଟ୍ ବୈଠକରେ ଏଜେଣ୍ଡା କ’ଣ ରହିବ ସେ ନେଇ କିଛି ନିର୍ଦ୍ଦିଷ୍ଟ ସୂଚନା ଦିଆଯାଇନାହିଁ। ତେବେ ଉଚ୍ଚଶିକ୍ଷା, ସ୍କୁଲ୍ ଓ ଗଣଶିକ୍ଷା, ପଞ୍ଚାୟତିରାଜ, ଜଳସମ୍ପଦ, କୃଷି ଏବଂ ସ୍ୱାସ୍ଥ୍ୟ ବିଭାଗର କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିବାର ସମ୍ଭାବନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story