କୁନ୍ଦୁଲି ଗଣଦୁଷ୍କର୍ମ ମାମଲା: ଆଜି ଡିଆଇଜି ଅଫିସରେ ହାଜର ହେବେ ୪ ସନ୍ଦିଗ୍ଧ

କୋରାପୁଟ: କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଜି ପୁଣି ଥରେ ଡିଆଇଜି  ଅଫିସରେ ହାଜର ହେବେ ପୀଡିତାଙ୍କ ୨ସମ୍ପର୍କୀୟଙ୍କ ସମେତ ୪ ସନ୍ଦିଗ୍ଧ।  ଏନେଇ କୋରାପୁଟ ପୋଲିସ୍ ୪ଜଣଙ୍କୁ ପୁଣି ନୋଟିସ୍ ଜାରି କରିଥିଲା। ଗତ ୧୫ତାରିଖରେ ଏହି ୪ଜଣଙ୍କୁ ପଚରାଉଚରା କରାଯାଇଥିଲା। ୪ଜଣଙ୍କ ମଧ୍ୟରୁ ଗତ ୧୮ତାରିଖରେ ଭୁବନେଶ୍ୱର  ଫୋରେନସିକ୍ ସାଇନ୍ସ ଲ୍ୟାବରେ ଜଣଙ୍କର ଲାଇ ଡିଟେକ୍ସନ ଟେଷ୍ଟ ମଧ୍ୟ ହୋଇଥିଲା। ତେବେ ପରେ ପୋଲିସ୍ ତାଙ୍କୁ ଛାଡ଼ି ଦେଇଥିଲା। ଗତ ୧୫ ତାରିଖରେ  କୁନ୍ଦୁଲି […]

Rakesh Mallick
  • Published: Tuesday, 24 October 2017
  • Updated: 24 October 2017, 07:30 AM IST

କୋରାପୁଟ: କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଜି ପୁଣି ଥରେ ଡିଆଇଜି  ଅଫିସରେ ହାଜର ହେବେ ପୀଡିତାଙ୍କ ୨ସମ୍ପର୍କୀୟଙ୍କ ସମେତ ୪ ସନ୍ଦିଗ୍ଧ।  ଏନେଇ କୋରାପୁଟ ପୋଲିସ୍ ୪ଜଣଙ୍କୁ ପୁଣି ନୋଟିସ୍ ଜାରି କରିଥିଲା।

ଗତ ୧୫ତାରିଖରେ ଏହି ୪ଜଣଙ୍କୁ ପଚରାଉଚରା କରାଯାଇଥିଲା। ୪ଜଣଙ୍କ ମଧ୍ୟରୁ ଗତ ୧୮ତାରିଖରେ ଭୁବନେଶ୍ୱର  ଫୋରେନସିକ୍ ସାଇନ୍ସ ଲ୍ୟାବରେ ଜଣଙ୍କର ଲାଇ ଡିଟେକ୍ସନ ଟେଷ୍ଟ ମଧ୍ୟ ହୋଇଥିଲା। ତେବେ ପରେ ପୋଲିସ୍ ତାଙ୍କୁ ଛାଡ଼ି ଦେଇଥିଲା।

ଗତ ୧୫ ତାରିଖରେ  କୁନ୍ଦୁଲି ଥାନା ଅଞ୍ଚଳରେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିଲା। ନବମ ଶ୍ରେଣୀ ଛାତ୍ରୀ ଜଣକ ସ୍କୁଲରୁ ଘରକୁ ଫେରୁଥିଲା ବେଳେ ନିଛାଟିଆ ରାସ୍ତାରେ ଯବାନଙ୍କ ପୋଷାକ ପିନ୍ଧିଥିବା ଅଭିଯୁକ୍ତମାନେ ନାବାଳିକାଙ୍କୁ ଜଙ୍ଗଲ ଭିତରକୁ ଟେକିନେଇ ଜଣେ ପରେ ଜଣେ ବଳାତ୍କାର କରି ପଳାଇ ଯାଇଥିଲେ। ପରେ ନାବାଳିକା ଜଣକ ଘୁଷୁରି ଘୁଷୁରି ରାସ୍ତା ଉପରକୁ ଆସିଥିଲେ। ପଥଚାରୀମାନେ ତାଙ୍କୁ ପଟାଙ୍ଗି ଡାକ୍ତରଖାନାରେ ଭର୍ତ୍ତି କରିବା ସହିତ ପରିବାର ଲୋକଙ୍କୁ ଖବର ଦେଇଥିଲେ। ତେବେ ନାବାଳିକାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାକୁ କୋରାପୁଟ ଜିଲ୍ଲା ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଏବେ ନାବାଳିକା ଜଣକ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story