ନିର୍ମାଣ ଶ୍ରମିକ ପେନ୍‌ସନ୍‌ ଯୋଜନା ଲୋକାର୍ପିତ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଓୟୁଏଟି ସମ୍ମିଳନୀ କକ୍ଷରେ ନିର୍ମାଣ ଶ୍ରମିକ ପେନ୍‌ସନ୍‌ ଯୋଜନା ଲୋକାର୍ପିତ କରିଛନ୍ତି। ୬୦ ବର୍ଷରୁ ଊର୍ଦ୍ଧ୍ୱ ପ୍ରାୟ ୨୫ ଲକ୍ଷ ହିତାଧିକାରୀ ଏହାଦ୍ୱାରା ଉପକୃତ ହେବେ। ଏହି ଅବସରରେ ହିତାଧିକାରୀଙ୍କୁ ସହାୟତା ରାଶି ଓ ପଞ୍ଚିକରଣ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ନିର୍ମାଣ ଶ୍ରମିକଙ୍କୁ ଶିକ୍ଷା ବୃତ୍ତି, ନିରାପତ୍ତା ଉପକରଣ, କୁଶଳତା ଅଭିବୃଦ୍ଧି, ସ୍ୱାସ୍ଥ୍ୟରକ୍ଷା ପରି ବିଭିନ୍ନ ଆବଶ୍ୟକତା ପାଇଁ ସହାୟତା ରାଶି ପ୍ରଦାନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୧୬ […]

labourr-pansan

labourr-pansan

Rakesh Mallick
  • Published: Friday, 09 September 2016
  • Updated: 09 September 2016, 10:10 PM IST

Sports

Latest News

labourr-pansanଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଓୟୁଏଟି ସମ୍ମିଳନୀ କକ୍ଷରେ ନିର୍ମାଣ ଶ୍ରମିକ ପେନ୍‌ସନ୍‌ ଯୋଜନା ଲୋକାର୍ପିତ କରିଛନ୍ତି। ୬୦ ବର୍ଷରୁ ଊର୍ଦ୍ଧ୍ୱ ପ୍ରାୟ ୨୫ ଲକ୍ଷ ହିତାଧିକାରୀ ଏହାଦ୍ୱାରା ଉପକୃତ ହେବେ। ଏହି ଅବସରରେ ହିତାଧିକାରୀଙ୍କୁ ସହାୟତା ରାଶି ଓ ପଞ୍ଚିକରଣ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ନିର୍ମାଣ ଶ୍ରମିକଙ୍କୁ ଶିକ୍ଷା ବୃତ୍ତି, ନିରାପତ୍ତା ଉପକରଣ, କୁଶଳତା ଅଭିବୃଦ୍ଧି, ସ୍ୱାସ୍ଥ୍ୟରକ୍ଷା ପରି ବିଭିନ୍ନ ଆବଶ୍ୟକତା ପାଇଁ ସହାୟତା ରାଶି ପ୍ରଦାନ କରାଯାଇଛି।

ବର୍ତ୍ତମାନ ସୁଦ୍ଧା ୧୬ ଲକ୍ଷରୁ ଊର୍ଦ୍ଧ୍ୱ ନିର୍ମାଣ ଶ୍ରମିକଙ୍କୁ ପଞ୍ଜିକୃତ କରାଯାଇ ୧୭୨ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି। ୨୦୧୭ ମାର୍ଚ୍ଚ ସୁଦ୍ଧା ୨୫ ଲକ୍ଷ ପରିବାରଙ୍କୁ ପଞ୍ଜିକୃତ କରାଯିବାକୁ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ସୂଚନା ଦିଆଯାଇଛି।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରମ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ ପ୍ରମୁଖ ଉପସ୍ଥିତଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story