ଶୁକ୍ରାଣୁ ଅଭାବ୍ ପୁରୁଷଙ୍କ ଜୀବନ ନେଇପାରେ

ନୂଆଦିଲ୍ଲୀ: ଚିକିତ୍ସା ବିଜ୍ଞାନ ଅନୁସାରେ ମଣିଷର ଯୌନ ଜୀବନକୁ ନେଇ ଏମିତି ଅନେକ ଗୁରୁତ୍ୱପୂର୍ଣ୍ଣ କଥା ଅଛି ଯାହା ପ୍ରାପ୍ତ ବୟସ୍କ ବ୍ୟକ୍ତି ଟିଏ ଜାଣିବା ନିହାତି ଆବଶ୍ୟକ। କିନ୍ତୁ ଆମ ଦେଶରେ ଏହାକୁ ନେଇ କୌଣସି ସତର୍କତାମୂଳକ ଆଲୋଚନା ହେବାର କେବେ ଦେଖାଯାଏ ନାହିଁ। ସମସ୍ତେ ଏହାକୁ ଗୋପନୀୟ ବ୍ୟାପାର ଭାବି ଏଡ଼ାଇ ଦିଅନ୍ତି, ଯାହା ଅଦୌ ଉଚିତ୍‌ ନୁହେଁ। ଆଜି ଆମେ ଆପଣଙ୍କୁ ଏସମ୍ପର୍କିତି ଏକ ଗୁରୁତ୍ୱପୂର୍ଣ୍ଣ କଥା ଜଣାଇବୁ। ଯାହା ଜାଣିବା ନିହାତି […]

health

health

Rakesh Mallick
  • Published: Wednesday, 21 March 2018
  • Updated: 21 March 2018, 10:16 AM IST

Sports

Latest News

ନୂଆଦିଲ୍ଲୀ: ଚିକିତ୍ସା ବିଜ୍ଞାନ ଅନୁସାରେ ମଣିଷର ଯୌନ ଜୀବନକୁ ନେଇ ଏମିତି ଅନେକ ଗୁରୁତ୍ୱପୂର୍ଣ୍ଣ କଥା ଅଛି ଯାହା ପ୍ରାପ୍ତ ବୟସ୍କ ବ୍ୟକ୍ତି ଟିଏ ଜାଣିବା ନିହାତି ଆବଶ୍ୟକ। କିନ୍ତୁ ଆମ ଦେଶରେ ଏହାକୁ ନେଇ କୌଣସି ସତର୍କତାମୂଳକ ଆଲୋଚନା ହେବାର କେବେ ଦେଖାଯାଏ ନାହିଁ। ସମସ୍ତେ ଏହାକୁ ଗୋପନୀୟ ବ୍ୟାପାର ଭାବି ଏଡ଼ାଇ ଦିଅନ୍ତି, ଯାହା ଅଦୌ ଉଚିତ୍‌ ନୁହେଁ। ଆଜି ଆମେ ଆପଣଙ୍କୁ ଏସମ୍ପର୍କିତି ଏକ ଗୁରୁତ୍ୱପୂର୍ଣ୍ଣ କଥା ଜଣାଇବୁ। ଯାହା ଜାଣିବା ନିହାତି ଆବଶ୍ୟକ।

ଆପଣ ଜାଣିଛନ୍ତି କି, ପୁରୁଷଙ୍କ ମଧ୍ୟରେ ଶୁକ୍ରାଣୁର ଅଭାବ କେବଳ ବାଞ୍ଝପଣ ସୃଷ୍ଟି କରେନି, ଭୟଙ୍କର ରୋଗକୁ ସୃଷ୍ଟି ହେବାର ଆଶଙ୍କା ମଧ୍ୟ ବଢ଼ାଇଦିଏ। ନିକଟରେ ହୋଇଥିବା ଏକ ଗବେଷଣାରେ ଏହି ତଥ୍ୟ ସାମ୍ନାକୁ ଆସିଛି। ଏହି ଗବେଷଣା କରିଛନ୍ତି, ଇଟାଲୀର ବ୍ରେଶିୟା ବିଶ୍ୱବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ତଥା ଅଧ୍ୟୟନର ମୁଖ୍ୟ ଲେଖକ ଅଲ୍‌ବଟରେ ଫେରଲୀନ୍। ତାଙ୍କ ମତରେ ଶୁକ୍ରାଣୁର ଅଭାବ ମୋଟାବୋଲିକ୍‌ ପରିବର୍ତ୍ତନ, ହୃଦ୍‌ ଜନିତ ସମସ୍ୟା ଓ ଅସ୍ତିର ମିଶ୍ରଣ ସହିତ ଜଡ଼ିତ ଥାଏ।

ବାଞ୍ଝ ପୁରୁଷଙ୍କ ମଧ୍ୟରେ ପୂର୍ବରୁ ହିଁ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ରହିଥାଏ। ଯାହା ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ। ଗବେଷକମାନେ ଏଥିପାଇଁ  ୫ହଜାର ୧୭୭ ଜଣ ପୁରୁଷଙ୍କ ଉପରେ ଅଧ୍ୟୟନ କରିଥିଲେ। ଏମାନଙ୍କ ମଧ୍ୟରୁ ଅଧେ ପୁରୁଷଙ୍କ ମଧ୍ୟରେ ଶୁକ୍ରାଣୁ ସଂଖ୍ୟା କମ୍‌ ଥିଲା। ସାମାନ୍ୟ ଶୁକ୍ରାଣୁ ତୁଳନାରେ କମ ଶୁକ୍ରାଣୁ ଥିବା ପୁରୁଷଙ୍କ ଶରୀରରେ ୧.୨ ଗୁଣା ମୋଟାପଣ, ଉଚ୍ଚ ରକ୍ତଚାପ, ନିମ୍ନମାନର ଓ ଉଚ୍ଚମାନର କୋଲଷ୍ଟ୍ରଲ୍ କମି ଯିବାର ଆଶଙ୍କା ରହିଥିଏ। ମେଟାବୋଲିକ୍‌ ସେଣ୍ଡ୍ରୋମ୍‌ରେ ଉଚ୍ଚ ତିବ୍ରତା ଦେଖାଦେଇଥାଏ। ସେହିଭଳି କମ୍‌ ଶୁକ୍ରାଣୁ ଥିବା ପୁରୁଷଙ୍କ ମଧ୍ୟରେ ମଧୁମେୟ, ହୃଦ୍‌ଘାତ ଭଳି ଭୟଙ୍କର ରୋଗ ହେବାର ଆଶଙ୍କା ରହିଥାଏ। ସେମାନଙ୍କ ମଧ୍ୟରେ ହାଇପୋଗୋଲେଜିମ୍‌ ଓ ଲୋ ଟେଷ୍ଟୋଷ୍ଟେରୋନ୍‌ର ସ୍ତର ୧୨ ପ୍ରତିଶତ ବଢ଼ିଯାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story