ହାତୀ ଆକ୍ରମଣରେ ଜଣେ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ଲଖନପୁର: ହାତୀ ଆକ୍ରମଣରେ ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ସିଂଗାରପୁର ଗାଁର ଟିକେଶ୍ୱର ବିଶ୍ୱାଳଙ୍କ ମୃତ୍ୟୁ ହୋଇଛି। ଗତକାଲି ରାତିରେ ଟିକେଶ୍ୱର ଘରେ ଶୋଇଥିବା ବେଳେ ଗୋଟିଏ ହାତୀ ଶଣ୍ଢରେ ତାଙ୍କୁ ଘରୁ ଟାଣି ନେଇ କଚାଡି ମାରି ଦେଇଥିବା ଅଭିଯୋଗ ହୋଇଛି। ଆଜି ସକାଳେ ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ଏନ୍‌ଏଚ୍‌-୪୯ ଅବରୋଧ କରିଥିଲେ। ଫଳରେ ଗାଡ଼ି ଚଳାଚଳ ବ୍ୟାହତ ହୋଇଥିଲା। ଖବର ପାଇଁ […]

lakhanpur NH 49 BLOCK PHOTO2

lakhanpur NH 49 BLOCK PHOTO2

Rakesh Mallick
  • Published: Sunday, 12 February 2017
  • Updated: 12 February 2017, 10:31 AM IST

Sports

Latest News

ଲଖନପୁର: ହାତୀ ଆକ୍ରମଣରେ ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ସିଂଗାରପୁର ଗାଁର ଟିକେଶ୍ୱର ବିଶ୍ୱାଳଙ୍କ ମୃତ୍ୟୁ ହୋଇଛି। ଗତକାଲି ରାତିରେ ଟିକେଶ୍ୱର ଘରେ ଶୋଇଥିବା ବେଳେ ଗୋଟିଏ ହାତୀ ଶଣ୍ଢରେ ତାଙ୍କୁ ଘରୁ ଟାଣି ନେଇ କଚାଡି ମାରି ଦେଇଥିବା ଅଭିଯୋଗ ହୋଇଛି। ଆଜି ସକାଳେ ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ଏନ୍‌ଏଚ୍‌-୪୯ ଅବରୋଧ କରିଥିଲେ। ଫଳରେ ଗାଡ଼ି ଚଳାଚଳ ବ୍ୟାହତ ହୋଇଥିଲା।

ଖବର ପାଇଁ ବନ ବିଭାଗ କର୍ମଚାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାଶୁଝା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story