କଂଗ୍ରେସର ହାତ ଛାଡ଼ିଲେ ଲାଲାମନୋଜ; ପଢ଼ନ୍ତୁ କାହିଁକି ହେଲେ କ୍ଷୁବ୍ଧ

ନୟାଗଡ଼: କଂଗ୍ରେସରୁ ଇସ୍ତଫା ଦେଲେ ନୟାଗଡ ଜିଲ୍ଲା ସଭାପତି ଲାଲାମନୋଜ ରାୟ। ସେ ତାଙ୍କ ଇସ୍ତଫା ପତ୍ର ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନିକଟକୁ ପଠାଇ ଦେଇଛନ୍ତି। ଦଳର ପ୍ରାଥମିକ ସଭ୍ୟପଦରୁ ସେ ଇସ୍ତଫା ଦେଇଛନ୍ତି। ଦଳର ସାଂଗଠନିକ ସ୍ତରରେ କ୍ଷୁବ୍ଧ ହୋଇ ସେ ଦଳ ଛାଡ଼ିଥିବା ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି।  ୨୦୧୪ ସାଧାରଣ ନିର୍ବାଚନରେ ଲାଲା ମନୋଜ ରାୟ କଂଗ୍ରେସ ଟିକଟରୁ ନୟାଗଡ ନିର୍ବାଚନ ମଣ୍ଡଳୀରୁ ବିଧାନସଭା ପ୍ରାର୍ଥୀ ହୋଇଥିଲ। ତେବେ ତାଙ୍କ ଇସ୍ତଫା […]

nayagada

nayagada

Rakesh Mallick
  • Published: Saturday, 03 June 2017
  • Updated: 03 June 2017, 08:30 AM IST

Sports

Latest News

ନୟାଗଡ଼: କଂଗ୍ରେସରୁ ଇସ୍ତଫା ଦେଲେ ନୟାଗଡ ଜିଲ୍ଲା ସଭାପତି ଲାଲାମନୋଜ ରାୟ। ସେ ତାଙ୍କ ଇସ୍ତଫା ପତ୍ର ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନିକଟକୁ ପଠାଇ ଦେଇଛନ୍ତି। ଦଳର ପ୍ରାଥମିକ ସଭ୍ୟପଦରୁ ସେ ଇସ୍ତଫା ଦେଇଛନ୍ତି।

ଦଳର ସାଂଗଠନିକ ସ୍ତରରେ କ୍ଷୁବ୍ଧ ହୋଇ ସେ ଦଳ ଛାଡ଼ିଥିବା ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି।  ୨୦୧୪ ସାଧାରଣ ନିର୍ବାଚନରେ ଲାଲା ମନୋଜ ରାୟ କଂଗ୍ରେସ ଟିକଟରୁ ନୟାଗଡ ନିର୍ବାଚନ ମଣ୍ଡଳୀରୁ ବିଧାନସଭା ପ୍ରାର୍ଥୀ ହୋଇଥିଲ।

ତେବେ ତାଙ୍କ ଇସ୍ତଫା ସମ୍ପର୍କରେ ପିସିସି ସଭାପତିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story