ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦ ନେଇ ସେବାୟତଙ୍କ ରାସ୍ତା ଅବରୋଧ

ଭୁବନେଶ୍ୱର:ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦ ପ୍ରସଙ୍ଗ ନେଇ ତେଜୁଛି ବିବାଦ। ଏହାର ସମାଧାନ ଦାବିରେ ଆଜି ଲିଙ୍ଗରାଜ ମନ୍ଦିର ଆଗରେ ସେବାୟତମାନେ ରାସ୍ତା ଅବରୋଧ କରିଥିଲେ। ଆଜି ସନ୍ଧ୍ୟା ୬ଟାରେ ସେବାୟତ ଓ ପ୍ରଶାସନ ମଧ୍ୟରେ ବୈଠକ ଅନୁଷ୍ଠିତ ହେବ। ଏଥିରେ ଦେବୋତ୍ତର କମିଶନ  ଏବଂ ଜିଲ୍ଲାପାଳ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ୩ ଦିନ ହେଲାଣି ମହାପ୍ରଭୁ ଲିଙ୍ଗରାଜ ଉପାସରେ ରହିଛନ୍ତି। ନା’ନୀତିକାନ୍ତ ହେଉଛି ନା ପହଡ଼ ପଡୁଛି। ସମସ୍ୟାର ସମାଧାନ ପାଇଁ ପ୍ରଶାସନିକ ସ୍ତରରେ […]

road block

road block

Rakesh Mallick
  • Published: Monday, 14 March 2016
  • Updated: 14 March 2016, 09:45 AM IST

Sports

Latest News

ଭୁବନେଶ୍ୱର:ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦ ପ୍ରସଙ୍ଗ ନେଇ ତେଜୁଛି ବିବାଦ। ଏହାର ସମାଧାନ ଦାବିରେ ଆଜି ଲିଙ୍ଗରାଜ ମନ୍ଦିର ଆଗରେ ସେବାୟତମାନେ ରାସ୍ତା ଅବରୋଧ କରିଥିଲେ। ଆଜି ସନ୍ଧ୍ୟା ୬ଟାରେ ସେବାୟତ ଓ ପ୍ରଶାସନ ମଧ୍ୟରେ ବୈଠକ ଅନୁଷ୍ଠିତ ହେବ। ଏଥିରେ ଦେବୋତ୍ତର କମିଶନ  ଏବଂ ଜିଲ୍ଲାପାଳ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

୩ ଦିନ ହେଲାଣି ମହାପ୍ରଭୁ ଲିଙ୍ଗରାଜ ଉପାସରେ ରହିଛନ୍ତି। ନା’ନୀତିକାନ୍ତ ହେଉଛି ନା ପହଡ଼ ପଡୁଛି। ସମସ୍ୟାର ସମାଧାନ ପାଇଁ ପ୍ରଶାସନିକ ସ୍ତରରେ ଉଦ୍ୟମ ସତ୍ତ୍ୱେ ନିଜ ନିଜ ଜିଦ୍‌ରେ ଅଟଳ ରହିଛନ୍ତି ସେବାୟତ।

କପିଳେଶ୍ୱର ମନ୍ଦିରରେ ସେବାପୂଜାକୁ ନେଇ ପ୍ରଭାବିତ ହୋଇଛି ଲିଙ୍ଗରାଜଙ୍କ ନୀତ। ସେଠାରେ ସେବାୟତଙ୍କ ବିବାଦ ଯୋଗୁଁ ଗତ ଶନିବାର ଲିଙ୍ଗରାଜଙ୍କ ପ୍ରସିଦ୍ଧ ହାଣ୍ଡିଭଙ୍ଗା ଯାତ ହୋଇପାରି ନ ଥିଲା। ହାଣ୍ଡିଭଙ୍ଗା ଯାତରେ  ଶ୍ରୀ ଲିଙ୍ଗରାଜ କପିଳେଶ୍ୱର ମନ୍ଦିର ଯିବାର ପରମ୍ପରା ରହିଛି। ତେଣୁ ଏହି ଯାତ କାହିଁକି ବନ୍ଦ ରହିଲା ତାର ସମାଧାନ ନ ହେବା ଯାଏ ଲିଙ୍ଗରାଜଙ୍କ ସେବାରେ ସହଯୋଗ ନ କରିବାକୁ ଲିଙ୍ଗରାଜ ମନ୍ଦିରର ପ୍ରମୁଖ ସେବାୟତ ଗୋଷ୍ଠୀ ଅଡ଼ି ବସିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story