ଘର କରିବାକୁ ଚାହୁଁଛନ୍ତି, ଏହି ସହରକୁ ଯାଆନ୍ତୁ, ଲକ୍ଷାଧିକ ଟଙ୍କା ସହ ମିଳିବ ମାଗଣା ଜମି

ଭାରତରେ କୌଣସି ସହରରେ ଘରେ ଖଣ୍ଡେ କରିବା କେତେ କଷ୍ଟ ସମସ୍ତଙ୍କୁ ଜଣା। ଯେତେ ଟଙ୍କା ପାଖରେ ଥିଲେ ବି ଜମି ମିଳିବା କାଠିକର ପାଠ। ହେଲେ ବିଶ୍ୱରେ ଏପରି କିଛି ସହର ଅଛି, ଯେଉଁଠି ଘର କରି ରହିବାକୁ ମିଳୁଛି ବମ୍ଫର ଅଫର। ଏହି ସହରରେ ଘରେ କଲେ ଲକ୍ଷାଧିକ ଟଙ୍କା ମିଳିଥାଏ। ଏହାସହ ମାଗଣାରେ ଜମି ମଧ୍ୟ ଯୋଗାଇ ଦିଆଯାଇଥାଏ। ଆସନ୍ତୁ ଜାଣିବା ଏପରି କିଛି ସହର ସମ୍ପର୍କରେ। ଟଙ୍କା ଓ ଜମି ଦେଇ […]

city555_120417103357

city555_120417103357

Rakesh Mallick
  • Published: Tuesday, 05 December 2017
  • Updated: 05 December 2017, 09:20 AM IST

Sports

Latest News

ଭାରତରେ କୌଣସି ସହରରେ ଘରେ ଖଣ୍ଡେ କରିବା କେତେ କଷ୍ଟ ସମସ୍ତଙ୍କୁ ଜଣା। ଯେତେ ଟଙ୍କା ପାଖରେ ଥିଲେ ବି ଜମି ମିଳିବା କାଠିକର ପାଠ। ହେଲେ ବିଶ୍ୱରେ ଏପରି କିଛି ସହର ଅଛି, ଯେଉଁଠି ଘର କରି ରହିବାକୁ ମିଳୁଛି ବମ୍ଫର ଅଫର। ଏହି ସହରରେ ଘରେ କଲେ ଲକ୍ଷାଧିକ ଟଙ୍କା ମିଳିଥାଏ। ଏହାସହ ମାଗଣାରେ ଜମି ମଧ୍ୟ ଯୋଗାଇ ଦିଆଯାଇଥାଏ। ଆସନ୍ତୁ ଜାଣିବା ଏପରି କିଛି ସହର ସମ୍ପର୍କରେ।

ଟଙ୍କା ଓ ଜମି ଦେଇ ଘର କରିବାକୁ ସୁବିଧା ଯୋଗାଉଥିବା ଏମିତି ୫ଟି ସହର ରହିଛି ଆମେରିକାରେ।

detroit-555_120417054152ମିଳିବ ୧.୬୦ ଲକ୍ଷ ଓ ୧୦ ଲକ୍ଷର ଋଣ ଛାଡ: ମିଶିଗନର ଏକ ସହର ଡେଣ୍ଟ୍ରାଇଟରେ ଏକାଧିକ କମ୍ପାନୀ ରହିଛି। ହେଲେ ଏଠାରେ କାମ କରିବାକୁ ଶ୍ରମିକଙ୍କ ଅଭାବ ରହିଛି। ଏହାକୁ ପୂରଣ କରିବାକୁ କମ୍ପାନୀଗୁଡିକ ଲୋକଙ୍କୁ ଚାକିରି ଦେବା ସହ ବହୁ ସୁବିଧା ଦେଇଥାନ୍ତି। ଚାକିରି କରିବା ମାତ୍ରେ ଘର ଭଡା ବାବଦକୁ ପ୍ରଥମବର୍ଷ ପାଇଁ ୧ ଲକ୍ଷ ୬୦ ହଜାର ଟଙ୍କା ମିଳିଯିବ। ଏହାପରେ ପ୍ରତିବର୍ଷ ୬୦ ହଜାର ଲେଖାଏଁ ଟଙ୍କା ମିଳିଥାଏ। ଏହାସହ କିଛି ସର୍ତ୍ତ ସହ ୧୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କାର ଲୋନ୍‌ ଛାଡ କରାଯାଇଥାଏ। ଘରର ନବୀକରଣ କରିବାକୁ ୩ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ମିଳିଥାଏ। ଏହି ସୁବିଧା ବ୍ଲ୍ୟୁ କ୍ରସ୍‌ ବ୍ଲ୍ୟୁ ସିଲଡ୍‌ ଅଫ୍‌ ମିଶିଗନ, କମ୍ପ୍ୟୁୱେର, ଡିଟିଇ ଏନର୍ଜୀ ସମେତ ଅନ୍ୟ କିଛି କମ୍ପାନୀ ଦେଉଛନ୍ତି।

connecticut-555_120417054152ସେହିପରି ମାକ୍ୱେର୍ଟ ଓ ଲିଙ୍କନ ସହରରେ ମଧ୍ୟ ଆପଣ ଘର ପରି ପାରିବେ। ଏଠିକାର ସରକାର ସହରର ପଶ୍ଚିମ ଭାଗରେ ଏକ ଟାଉନ୍‌ ବନାଇବାକୁ ଯୋଜନା କରିଛନ୍ତି। ଏଥିପାଇଁ ଏଠାରେ ରହିବାକୁ ଇଚ୍ଛୁକ ଲୋକଙ୍କୁ ମାଗଣାରେ ଜମି ଯୋଗାଇ ଦିଆଯାଉଛି। କ୍ଲିମ୍ପଟନ ସହରରେ ନଗରପାଳିକା ତରଫରୁ ଜମି ଯୋଗାଇ ଦିଆଯାଉଛି। ଜମି ମିଳିବାର ଏକ ବର୍ଷ ମଧ୍ୟରେ ଆପଣଙ୍କୁ ଏଠାରେ ଘର କରିବାକୁ ପଡିବ। ଏହାସହ ଘର ନିର୍ମାଣ ସରିବା ପରେ ଅତି କମରେ ଏକବର୍ଷ ଏଠାରେ ରହିବାକୁ ପଡିବ।

sahar555_120417103357ମିଳିବ ୬ ଲକ୍ଷ ଟଙ୍କାର ଫାଇଦା: ଆମେରିକା ଯାଇ ଚାକିରି କରିବାକୁ ଚାହୁଁଥିବା ଲୋକଙ୍କୁ ଏହାଠାରୁ ଭଲ ସୁଯୋଗ ମିଳିବ ନାହିଁ। ମିନିସୋଟାର ହାର୍ମନୀ ସହର ଏଥିପାଇଁ ଉପଯୁକ୍ତ। ଏଠାରେ ଘର କରି ରହିବାକୁ ଦେଶର ନାଗରିକତା ନେବାକୁ ମଧ୍ୟ ପଡିବ ନାହିଁ। ଏହାସହ ବୟସ ଓ ରୋଜଗାର ମଧ୍ୟ ଦେଖାଯାଇ ନଥାଏ। ଏଠାରେ ଘର କରି ରହିଲେ ସରକାର ଆପଣଙ୍କୁ ୬ ଲକ୍ଷ ଟଙ୍କାର ସହାୟତା ଦେବେ। ଏଥିପାଇଁ ସରକାର କିଛି ସର୍ତ୍ତ ରଖିଛନ୍ତି। ଆପଣ ଏଠାରେ ଘର ତିଆରି କରିବା ପୂର୍ବରୁ ଆବେଦନ କରିବାକୁ ପଡିବ। ଘର ତିଆରି କରିବା ପରେ ଯାହା ଖର୍ଚ୍ଚ ହୋଇଥାଉନା କାହିଁକି ସରକାର ଆପଣଙ୍କୁ ୬ ଲକ୍ଷ ଟଙ୍କା ଦେବେ।

kansas-city-555_120417054152ଏଠାରେ ମିଳେ ୧ ଲକ୍ଷ ଟଙ୍କା: ଆମେରିକାର ଅଲେସ୍କାରେ ଲୋକଙ୍କୁ ପ୍ରତିବର୍ଷ ସରକାର ୧ ଲକ୍ଷ ଲେଖାଏଁ ଟଙ୍କା ଦେଇଥାନ୍ତି। ୧୯୭୬ ମସିହାର ଅଲେସ୍କା ସରକାର ଲୋକଙ୍କ ‘ପରମାନେଣ୍ଟ ଫଣ୍ଡ ରିଜର୍ବ ସ୍କିମ’ରେ ଏହି ଟଙ୍କା ଦେଇଥାଏ।

new-heaven-connecticut-555_120417054152ପରିବାର ସହ ରୁହନ୍ତୁ ୨୭ ଲକ୍ଷ ନିଅନ୍ତୁ: କନେକ୍ଟିକଟର ନ୍ୟୁ ହେୱେନ ସହର। ଏଠାରେ ପରିବାର ସହ ରହିଲେ ଆପଣଙ୍କୁ ମିଳିବ ୨୭ ଟଙ୍କାର ଫାଇଦା। ଏଠିକାର ସରକାର ସହଯୋଗ ରାଶି ବାବଦକୁ ପ୍ରାୟ ୬ ଲକ୍ଷ ଟଙ୍କା ଦେଉଛି। ଏହି ଅର୍ଥରାଶିକୁ ଆପଣ ହୋମ ଲୋନ୍‌ ବାବଦ ଡାଉନ ପ୍ରେମେଣ୍ଟ ମଧ୍ୟ କରିପାରିବେ।

ଘରେ ଶକ୍ତି ସଞ୍ଚୟ ପାଇଁ ବ୍ୟବସ୍ଥା କଲେ ଆପଣଙ୍କୁ ମିଳିବ ୨୦ ଲକ୍ଷ ଟଙ୍କାର ସହାୟତା। ଏହାସହ ଛାତ୍ରଙ୍କୁ ଫ୍ରିରେ ଟ୍ୟୁସନ୍‌ ମିଳିବ। ପ୍ରତିବର୍ଷ ୧ ଲକ୍ଷ ସହାୟତା ମିଳିଥାଏ। ହେଲେ ୬ ଲକ୍ଷ ପର୍ଯ୍ୟନ୍ତ ସହାୟତା ରାଶି ପାଇବେକୁ ହେଲେ ଆପଣଙ୍କୁ ଘର କରିବାର ପ୍ଲାନ୍‌ ସ୍ଥାନୀୟ ସରକାରଙ୍କୁ ଦେବାକୁ ପଡିବ। ଏହାକୁ ଆଧାର କରି ଆପଣଙ୍କୁ ଟଙ୍କା ଦିଆଯିବା କି ନାହିଁ ସରକାର ସ୍ଥିର କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story