ଲୋକସଭାରେ କାଟ୍ ଖାଇଲା ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ସଂପର୍କିତ ପ୍ରସ୍ତାବ

ନୂଆଦିଲ୍ଲୀ: ଲୋକସଭାରେ ଗୁରୁବାର କାଟ୍ ଖାଇଯାଇଛି ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦେବା ସଂପର୍କିତ ସାଂସଦ ଭର୍ତ୍ତୃହରି ମହତାବଙ୍କ ସଂଶୋଧନ ପ୍ରସ୍ତାବ। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବରେ ଧାରା ୧୧୦ ଅନୁଯାୟୀ ଏକ ସଂଶୋଧନ ପାଇଁ ଏହି ପ୍ରସ୍ତାବ ଆଣିଥିଲେ ଲୋକସଭାରେ ବିଜେଡିର ନେତା ଭର୍ତ୍ତୃହରି। ତେବେ ବାଚନିକ ଭୋଟରେ ଏହା ଖାରଜ ହୋଇଥିଲା। କିନ୍ତୁ ଏହା ଉପରେ ଡିଭିଜନ ଆଣିବା ପାଇଁ ଦାବି କରି ଥିଲେ ସେ। ଫଳରେ ଭୋଟିଂ ହୋଇଥିଲା। ଭୋଟିଂର ଫଳାଫଳ […]

mahatab

mahatab

Rakesh Mallick
  • Published: Thursday, 03 March 2016
  • Updated: 03 March 2016, 02:44 PM IST

Sports

Latest News

ନୂଆଦିଲ୍ଲୀ: ଲୋକସଭାରେ ଗୁରୁବାର କାଟ୍ ଖାଇଯାଇଛି ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦେବା ସଂପର୍କିତ ସାଂସଦ ଭର୍ତ୍ତୃହରି ମହତାବଙ୍କ ସଂଶୋଧନ ପ୍ରସ୍ତାବ। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବରେ ଧାରା ୧୧୦ ଅନୁଯାୟୀ ଏକ ସଂଶୋଧନ ପାଇଁ ଏହି ପ୍ରସ୍ତାବ ଆଣିଥିଲେ ଲୋକସଭାରେ ବିଜେଡିର ନେତା ଭର୍ତ୍ତୃହରି। ତେବେ ବାଚନିକ ଭୋଟରେ ଏହା ଖାରଜ ହୋଇଥିଲା। କିନ୍ତୁ ଏହା ଉପରେ ଡିଭିଜନ ଆଣିବା ପାଇଁ ଦାବି କରି ଥିଲେ ସେ। ଫଳରେ ଭୋଟିଂ ହୋଇଥିଲା। ଭୋଟିଂର ଫଳାଫଳ ବିଜେଡି ସାଂସଦଙ୍କୁ ନିରାଶ କରିଥିଲା। ସଂଶୋଧନ ପ୍ରସ୍ତାବ ସପକ୍ଷରେ ୭୯ ଜଣ ଭୋଟ୍ ଦେଇଥିବା ବେଳେ ବିପକ୍ଷରେ ୨୨୨ ଜଣ ଭୋଟ୍ ଦେଇଥିଲେ। ଫଳରେ ପ୍ରସ୍ତାବଟି କାଟ୍ ଖାଇଥିଲା।

ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି, “ଆମ କଥାଟାକୁ ଆମେ ଆଜି ଉପସ୍ଥାପନ କରିଥିଲୁ। କାରଣ ସେ ସଂପର୍କରେ ରାଷ୍ଟ୍ରପତିଙ୍କ ଅଭିଭାଷଣରେ କିଛି ଉଲ୍ଲେଖ ନ ଥିଲା। ତେବେ ପ୍ରସ୍ତାବଟି ଖାରଜ ହୋଇଯିବା ପରେ ମୁଁ କହିଥିଲି ଯେ ଓଡ଼ିଶା ଆଉ ଏକ ଦିନକୁ ଅପେକ୍ଷା କରିବ, ଯେଉଁ ଦିନ ଏହି ପ୍ରସ୍ତାବଟି ସଂସଦରେ ଗୃହୀତ ହେବ।”

ଅନ୍ୟତମ ବିଜେଡି ସାଂସଦ କଳିକେଶ ନାରାୟଣ ସିଂହଦେଓ କହିଛନ୍ତି,“ ଆଜି ଆମେ ଆଣିଥିବା ପ୍ରସ୍ତାବ ବିପକ୍ଷରେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋଟ୍ ଦେଇଥିଲେ। ଏଥିରୁ ଜଣାପଡୁଛି ଓଡ଼ିଶା ପ୍ରତି ବିଜେପିର କେତେ ସ୍ନେହ ଅଛି? ଓଡ଼ିଶାର ବିକାଶ ଓ ଉନ୍ନତି ପାଇଁ ବିଜେପି କେତେ ଚିନ୍ତିତ ଏଥିରୁ ସ୍ପଷ୍ଟ ହୋଇଯାଇଛି।”

ଅନ୍ୟପକ୍ଷରେ କଳିକେଶଙ୍କର ଏଭଳି ମନ୍ତବ୍ୟକୁ ସମାଲୋଚନା କରିଛନ୍ତି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ। ସେ କହିଛନ୍ତି,“ଏନ୍‌ଡିଏ ସଂଶୋଧନ ପ୍ରସ୍ତାବ ସପକ୍ଷରେ ଭୋଟ୍ ଦେଇ କ’ଣ ନିଜ ବିପକ୍ଷରେ ଛିଡ଼ା ହୋଇଥାଆନ୍ତା? ଏହି ଭୋଟିଂକୁ ସେହି ନଜରରେ ଦେଖାଯିବା ଉଚିତ୍ ନୁହେଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story