ଜମ୍ମୁ କଶ୍ମୀରରେ ଏସିଆର ଦୀର୍ଘତମ ସୁଡ଼ଙ୍ଗ: ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜମ୍ମୁ-ଶ୍ରୀନଗର ରାଜପଥର ଚେନାନି-ନାସ୍ରି ଟନେଲ(ସୁଡ଼ଙ୍ଗ) ଶୁଭ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୯.୨ କିମି ଦୀର୍ଘ ଏହି ଟନେଲ ଏସିଆର ଦୀର୍ଘତମ ଟୁ-ୱେ ଟନେଲ। ୩ ହଜାର ୭୨୦ କୋଟି ଟଙ୍କା ବ୍ୟୟରେ ୭ ବର୍ଷରେ ଏହି ଅତ୍ୟାଧୁନିକ ଟନେଲ ନିର୍ମାଣ କରାଯାଇଛି। ଏଥିସହିତ ଜମ୍ମୁ ଓ କଶ୍ମୀର ଅବଶିଷ୍ଟ ଭାରତ ସହ ସବୁଦିନିଆ ସଡ଼କ ପଥରେ ଯୋଡ଼ି ହୋଇଛି। ଏହା ଦେଶର ଦୀର୍ଘତମ ସୁଡ଼ଙ୍ଗ ବୋଲି କୁହାଯାଉଛି। ପୂରା ହୋଇଛି ୱାନ ଇଣ୍ଡିଆ […]

pm

pm

Rakesh Mallick
  • Published: Sunday, 02 April 2017
  • Updated: 02 April 2017, 09:20 PM IST

ନୂଆଦିଲ୍ଲୀ: ଜମ୍ମୁ-ଶ୍ରୀନଗର ରାଜପଥର ଚେନାନି-ନାସ୍ରି ଟନେଲ(ସୁଡ଼ଙ୍ଗ) ଶୁଭ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୯.୨ କିମି ଦୀର୍ଘ ଏହି ଟନେଲ ଏସିଆର ଦୀର୍ଘତମ ଟୁ-ୱେ ଟନେଲ। ୩ ହଜାର ୭୨୦ କୋଟି ଟଙ୍କା ବ୍ୟୟରେ ୭ ବର୍ଷରେ ଏହି ଅତ୍ୟାଧୁନିକ ଟନେଲ ନିର୍ମାଣ କରାଯାଇଛି। ଏଥିସହିତ ଜମ୍ମୁ ଓ କଶ୍ମୀର ଅବଶିଷ୍ଟ ଭାରତ ସହ ସବୁଦିନିଆ ସଡ଼କ ପଥରେ ଯୋଡ଼ି ହୋଇଛି। ଏହା ଦେଶର ଦୀର୍ଘତମ ସୁଡ଼ଙ୍ଗ ବୋଲି କୁହାଯାଉଛି।

ପୂରା ହୋଇଛି ୱାନ ଇଣ୍ଡିଆ ସ୍ୱପ୍ନ

ପୂରା ହୋଇଛି ୱାନ ଇଣ୍ଡିଆ ସ୍ୱପ୍ନ। ଦେଶର ମୂଳ ଭୂଭାଗ ସହ ସବୁଦିନିଆ ରାସ୍ତାରେ ଯୋଡ଼ି ହୋଇଛି ଜମ୍ମୁ ଓ କଶ୍ମୀର। ଅତ୍ୟାଧୁନିକ ଚେନାନାନି-ନାସ୍ରି ଟନେଲ ବା ସୁଡ଼ଙ୍ଗ ରାସ୍ତା ଦ୍ୱାରା ଏହା ସମ୍ଭବ ହୋଇଛି। ଫଳରେ ଏଣିକି ଶୀତଦିନେ ଶ୍ରୀନଗର ଯିବା ଲାଗି କୌଣସି ବାଧା ରହିବ ନାହଁ। ଶୀତ ଦିନେ ବରଫପାତ ହେବା ଦ୍ୱାରା ଜମ୍ମୁ-ଶ୍ରୀନଗର ରାଜପଥ ମାସେରୁ ଅଧିକ ସମୟ ଧରି ବନ୍ଦ ହୋଇଯାଏ। ଫଳରେ ଏହା ମୂଳ ଭୂଭାଗରୁ ପୃଥକ ହୋଇଯାଏ। ତେବେ ଏହି ଟନେଲ ନିର୍ମାଣ ହେବା ଦ୍ୱାରା ଜମ୍ମୁ ଓ କଶ୍ମୀରକୁ ସବୁଦିନିଆ ରାସ୍ତା ଖୋଲିଛି ବୋଲି କହିଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି।

ଟନେଲର ବିଶେଷତ୍ୱ

ଏହି ଟନେଲର ଲମ୍ବ ହେଉଛି ୯.୨ କିମି। ଏହା ହେଉଛି ଏସିଆର ଦୀର୍ଘତମ ଟୁ-ୱେ ଟନେଲ। ଏହାର ନିର୍ମାଣରେ ଖର୍ଚ୍ଚ ହୋଇଛି ୩ ହଜାର ୭୨୦ କୋଟି। ଏହାକୁ ଅଧୁନିକ ଇଂଜିନିୟରିଂର କମାଲ ବୋଲି କୁହାଯାଉଛି। ଟନେଲର ପ୍ରତି ୩ଶହ ମିଟର ଦୂରରେ ଜରୁରୀ ପ୍ରସ୍ଥାନ ରହିଛି। ସେହିପରି ପୂରା ଟନେଲ ଉପରେ ନଜର ରଖିଛି ୧୨୪ଟି ସିସି ଟିଭି। କୌଣସି ପ୍ରକାର ଦୁର୍ଘଟଣା ଘଟିଲେ ସୂଚନା ପ୍ରଦାନ ଲାଗି ଅତ୍ୟାଧୁନିକ ବ୍ୟବସ୍ଥା ମଧ୍ୟ କରାଯାଇଛି। ସାମରିକ ଓ ଗମନାଗମନ ଦୃଷ୍ଟିରୁ ଏହି ଟନେଲ ବେଶ ଗୁରୁତ୍ୱପୂର୍ଣ୍ଣ। ଏହା ଦ୍ୱାରା ଜମ୍ମୁ ଓ ଶ୍ରୀନଗର ମଧ୍ୟରେ ଦୂରତା ପ୍ରାୟ ଶହେ କିମି ହ୍ରାସ ପାଇବ। ଏହି ଟନେଲ ଦ୍ୱାରା ମାଲ ପରିବହନ ଖର୍ଚ୍ଚ ମଧ୍ୟ ବହୁ ମାତ୍ରାରେ କମିଯି॥

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story