ଭୁବନେଶ୍ୱରରେ ଏଟିଏମ୍‌ ଲୁଟେରାକୁ ଧରାଇଲା ‘ବାହୁବଳୀ’; ପଢ଼ନ୍ତୁ କେମିତି?

ଭୁବନେଶ୍ୱର: ଲୁଟେରାକୁ ଧରାପକାଇ ଦେଲା ‘ବାହୁବଳୀ’। ପୁଣି ଏମିତି ସେମିତି ଲୁଟରେ ନୁହେଁ, ଏଟିଏମ୍‌ ଲୁଟେରା। ୫୦ରୁ ଅଧିକ ଏଟିଏମ୍‌ରେ ବୁଲାଇଛି କଳା କନା। ନାଁଟି ତାର ସମ୍ଭବ ଆଚାର୍ଯ୍ୟ। ଭାବିଥିଲା ତାକୁ ଧରିବା ଅସମ୍ଭବ। କିନ୍ତୁ ଶେଷରେ ‘ବାହୁବଲୀ’ ତାକୁ ଧରାଇ ଦେଲା ପୋଲିସ୍ ହାତରେ। ଅନ୍ୟମାନଙ୍କ ଭଳି ତା’ ମନରେ ସେଇ ଗୋଟିଏ ପ୍ରଶ୍ନ ଥିଲା- ବାହୁବଳୀକୁ କଟପ୍ପା କାହିଁକି ମାରିଲା? ସେଇ ଉତ୍ତର ଜାଣିବା ପାଇଁ ବାବୁ ଆଜି ଚାଲି ଆସିଥିଲେ ରାଜଧାନୀର […]

bahubali

bahubali

Rakesh Mallick
  • Published: Monday, 01 May 2017
  • Updated: 01 May 2017, 09:02 PM IST

Sports

Latest News

ଭୁବନେଶ୍ୱର: ଲୁଟେରାକୁ ଧରାପକାଇ ଦେଲା ‘ବାହୁବଳୀ’। ପୁଣି ଏମିତି ସେମିତି ଲୁଟରେ ନୁହେଁ, ଏଟିଏମ୍‌ ଲୁଟେରା। ୫୦ରୁ ଅଧିକ ଏଟିଏମ୍‌ରେ ବୁଲାଇଛି କଳା କନା। ନାଁଟି ତାର ସମ୍ଭବ ଆଚାର୍ଯ୍ୟ। ଭାବିଥିଲା ତାକୁ ଧରିବା ଅସମ୍ଭବ। କିନ୍ତୁ ଶେଷରେ ‘ବାହୁବଲୀ’ ତାକୁ ଧରାଇ ଦେଲା ପୋଲିସ୍ ହାତରେ।

ଅନ୍ୟମାନଙ୍କ ଭଳି ତା’ ମନରେ ସେଇ ଗୋଟିଏ ପ୍ରଶ୍ନ ଥିଲା- ବାହୁବଳୀକୁ କଟପ୍ପା କାହିଁକି ମାରିଲା? ସେଇ ଉତ୍ତର ଜାଣିବା ପାଇଁ ବାବୁ ଆଜି ଚାଲି ଆସିଥିଲେ ରାଜଧାନୀର ଏକ ହଲ୍‌କୁ ‘ବାହୁବଲୀ ୨’ ଦେଖିବାକୁ। ଆଉ ସେଇଠି ତାକୁ ମାଡ଼ି ବସିଲା ପୋଲିସ୍ କମିଶନରେଟ୍‌ରେ ସ୍ପେଶାଲ୍ ସ୍କ୍ୱାଡ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story