ଲୁଲୁଙ୍କ ଗିରଫ ଦାବିରେ ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ବାଇକ ରାଲି

ବ୍ରହ୍ମଗିରି: ଲୁଲୁ-ସଞ୍ଜୟଙ୍କ ବିବାଦ ଘନେଇବାରେ ଲାଗିଛି। କଂଗ୍ରେସ ନେତା ଲୁଲୁ ମହାପାତ୍ରଙ୍କ ଗିରଫ ଦାବିରେ ମଙ୍ଗଳବାର ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ଏକ ବାଇକ ରାଲି କରାଯାଇ ପୋଲିସ୍ ଡିଜି କେ.ବି ସିଂହଙ୍କୁ ସ୍ମାରକପତ୍ର ଦିଆଯାଇଛି। ବ୍ରହ୍ମଗିରିରୁ ବାହାରି ଥିବା ରାଲିରେ ଯୁବ ଓ ଛାତ୍ର ବିଜେଡିର କର୍ମୀ ଓ ନେତା ସାମିଲ ହୋଇଥିଲେ। ରାଲି ପୁରୀ ସଂହଦ୍ୱାର ଆଗରେ ପହଞ୍ଚିବା ପରେ ଲୁଲୁଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ପରେ ପୁରୀ, ଭୁବନେଶ୍ୱର ଦେଇ ରାଲି […]

l

l

Rakesh Mallick
  • Published: Tuesday, 22 March 2016
  • Updated: 22 March 2016, 11:44 AM IST

Sports

Latest News

ବ୍ରହ୍ମଗିରି: ଲୁଲୁ-ସଞ୍ଜୟଙ୍କ ବିବାଦ ଘନେଇବାରେ ଲାଗିଛି। କଂଗ୍ରେସ ନେତା ଲୁଲୁ ମହାପାତ୍ରଙ୍କ ଗିରଫ ଦାବିରେ ମଙ୍ଗଳବାର ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ଏକ ବାଇକ ରାଲି କରାଯାଇ ପୋଲିସ୍ ଡିଜି କେ.ବି ସିଂହଙ୍କୁ ସ୍ମାରକପତ୍ର ଦିଆଯାଇଛି। ବ୍ରହ୍ମଗିରିରୁ ବାହାରି ଥିବା ରାଲିରେ ଯୁବ ଓ ଛାତ୍ର ବିଜେଡିର କର୍ମୀ ଓ ନେତା ସାମିଲ ହୋଇଥିଲେ। ରାଲି ପୁରୀ ସଂହଦ୍ୱାର ଆଗରେ ପହଞ୍ଚିବା ପରେ ଲୁଲୁଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ପରେ ପୁରୀ, ଭୁବନେଶ୍ୱର ଦେଇ ରାଲି କଟକରେ ପହଞ୍ଚିବା ପରେ ପୋଲିସ ଡିଜିଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।

ଲୁଲୁ ସଞ୍ଜୟଙ୍କ ବିରୋଧରେ ଆଣିଥିବା ମିଥ୍ୟା ଆରୋପର ତଦନ୍ତ କରିବା ପାଇଁ ବିଜେଡି ପକ୍ଷରୁ ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି। ଏହାସହ ଲୁଲୁଙ୍କ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ, ଡି’, ବ୍ରଦର୍ସ ଏବଂ ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନାଙ୍କ ସହ ତାଙ୍କ ସମ୍ପର୍କର ତଦନ୍ତ ପାଇଁ ଦଳ ପକ୍ଷରୁ ଦାବି କରାଯାଇଛି।

ରାଲିକୁ ଦୃଷ୍ଟିରେ ରଖି ମାଷ୍ଟରକ୍ୟାଣ୍ଟନ-ପିଏମଜି ରୋଡରେ ଯାତାୟତ ବନ୍ଦ କରାଯାଇଥିଲା। ଏହାସହ ମାଷ୍ଟରକ୍ୟାଣ୍ଟିନ ଛକରେ ବ୍ୟାପକ ପୋଲିସ୍ ଫୋର୍ସ ମୁତୟନ କରାଯାଇଥିଲା।

ଗତକାଲି ସଞ୍ଜୟ ଦାସବର୍ମାଙ୍କ ଇସ୍ତଫା ଦାବିରେ କଂଗ୍ରେସ ପକ୍ଷରୁ ବ୍ରହ୍ମଗିରିରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା। ସଞ୍ଜୟ ଦାସବର୍ମା ଏଟି ଗ୍ରୁପ ଠାରୁ ଏକ ପାଜେରୋ ଗାଡ଼ି ଉପହାର ପାଇଥିବା ନେଇ ବରିଷ୍ଠ କଂଗ୍ରେସ ନେତା ଲୁଲୁ ମହାପାତ୍ର ଅଭିଯୋଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story