ଆଜି ବିଜେପିରେ ମିଶିବେ ଲୁଲୁଙ୍କ ପରିବାର

ଭୁବନେଶ୍ୱର: ଆଜି ବିଜେପିରେ ମିଶିବେ ଦିବଙ୍ଗତ କଂଗ୍ରେସ ନେତା ଲୁଲୁ ମହାପାତ୍ରଙ୍କ ପରିବାର। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଲୁଲୁ ମହାପାତ୍ରଙ୍କ ଭାଇ ଲଳିତେନ୍ଦୁ ମହାପାତ୍ର, ଝିଅ ଉପାସନା ଓ ଲୁଲୁଙ୍କ ସମର୍ଥକ କୁହାଯାଉଥିବା ଲୁଲୁସେନାର ହଜାର ହଜାର କର୍ମୀ ବିଜେପିରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ସତ୍ୟଜିତ ପଟ୍ଟନାୟକ ମଧ୍ୟ ହାତ ଛାଡି ପଦ୍ମ ଧରିବେ। ହାଇକୋର୍ଟର ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ମଧ୍ୟ  ବିଜେପିରେ ଯୋଗଦେବେ। ଏହି ମିଶ୍ରଣ ପର୍ବରେ […]

nn

nn

Rakesh Mallick
  • Published: Saturday, 14 October 2017
  • Updated: 14 October 2017, 07:48 AM IST

Sports

Latest News

ଭୁବନେଶ୍ୱର: ଆଜି ବିଜେପିରେ ମିଶିବେ ଦିବଙ୍ଗତ କଂଗ୍ରେସ ନେତା ଲୁଲୁ ମହାପାତ୍ରଙ୍କ ପରିବାର। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଲୁଲୁ ମହାପାତ୍ରଙ୍କ ଭାଇ ଲଳିତେନ୍ଦୁ ମହାପାତ୍ର, ଝିଅ ଉପାସନା ଓ ଲୁଲୁଙ୍କ ସମର୍ଥକ କୁହାଯାଉଥିବା ଲୁଲୁସେନାର ହଜାର ହଜାର କର୍ମୀ ବିଜେପିରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ସତ୍ୟଜିତ ପଟ୍ଟନାୟକ ମଧ୍ୟ ହାତ ଛାଡି ପଦ୍ମ ଧରିବେ। ହାଇକୋର୍ଟର ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ମଧ୍ୟ  ବିଜେପିରେ ଯୋଗଦେବେ। ଏହି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଧାୟକ ଦଳ ନେତା କେଭି ସିଂଦେଓ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଓ ଅନ୍ୟ ବିଜେପି ନେତାମାନେ ଉପସ୍ଥିତ ରହିବେ।

ବ୍ରହ୍ମଗିରିରେ ଅପେକ୍ଷାକକୃତ ଦୁର୍ବଳ ଥିବା ବିଜେପି ଲୁଲୁଙ୍କ ପରିବାକୁ ନିଜ ଆଡକୁ ନେଇ ବିଜେଡିକୁ ଟକ୍କର  ଦେବାକୁ ଯୋଜନା କରିଛି।  ତେବେ କଂଗ୍ରେସ କହିଛି ଦଳ ଉପରେ ଏହାର କିଛି ପ୍ରଭାବ ପଡ଼ିବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story