ଆଜି ଓଡ଼ିଶା ଆସିବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଜେପିର ‘ସବକା ସାଥ୍ ସବକା ବିକାଶ’ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଆଜି ଓଡ଼ିଶା ଆସିବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ। ବରଗଡ଼ ଲୋକମଣ୍ଡପ ପଡ଼ଇାରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ ଶିବରାଜ। ମଧ୍ୟପ୍ରଦେଶରେ ପୋଲିସ୍‌ ଗୁଳିରେ ଚାଷୀଙ୍କ ମୃତ୍ୟୁ ଘଟଣାରେ ଶିବରାଜଙ୍କୁ ଜୋରଦାର ବିରୋଧ ପାଇଁ ପ୍ରସ୍ତୁତ ହୋଇଛନ୍ତି ବିଭିନ୍ନ ରାଜନୈତିକ ଦଳ ଓ ଚାଷୀ ସଂଗଠନ। ବିଶେଷକରି କଂଗ୍ରେସ ଓ ଆମ୍  ଆଦମୀ ପାର୍ଟି ପକ୍ଷରୁ ଶିବରାଜଙ୍କୁ ବିରୋଧ ପ୍ରଦର୍ଶନ କରାଯିବ ବୋଲି […]

shivraj-singh-chouhan,,,,

shivraj-singh-chouhan,,,,

Rakesh Mallick
  • Published: Saturday, 17 June 2017
  • Updated: 19 June 2017, 02:54 PM IST

Sports

Latest News

ଭୁବନେଶ୍ୱର: ବିଜେପିର ‘ସବକା ସାଥ୍ ସବକା ବିକାଶ’ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଆଜି ଓଡ଼ିଶା ଆସିବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ। ବରଗଡ଼ ଲୋକମଣ୍ଡପ ପଡ଼ଇାରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ ଶିବରାଜ।

ମଧ୍ୟପ୍ରଦେଶରେ ପୋଲିସ୍‌ ଗୁଳିରେ ଚାଷୀଙ୍କ ମୃତ୍ୟୁ ଘଟଣାରେ ଶିବରାଜଙ୍କୁ ଜୋରଦାର ବିରୋଧ ପାଇଁ ପ୍ରସ୍ତୁତ ହୋଇଛନ୍ତି ବିଭିନ୍ନ ରାଜନୈତିକ ଦଳ ଓ ଚାଷୀ ସଂଗଠନ। ବିଶେଷକରି କଂଗ୍ରେସ ଓ ଆମ୍  ଆଦମୀ ପାର୍ଟି ପକ୍ଷରୁ ଶିବରାଜଙ୍କୁ ବିରୋଧ ପ୍ରଦର୍ଶନ କରାଯିବ ବୋଲି କୁହାଯାଇଛି।

ସୁରକ୍ଷା ଦୃଷ୍ଟିରୁ ପୋଲିସ୍‌ ଗତକାଲି ରାତିରେ  ପୂର୍ବତନ କଂଗ୍ରସ ବିଧାୟକ ନିହାର ରଞ୍ଜନ ମହାନନ୍ଦଙ୍କ ସମେତ ଆଉ ଦୁଇ ଜଣ କଂଗ୍ରେସ ନେତାଙ୍କୁ ଗିରଫ କରିଛି। ସେହିଭଳି ପଶ୍ଚିମ ଓଡ଼ିଶା କୃଷକ ସମନ୍ୱୟ ସମିତି ପକ୍ଷରୁ ମଧ୍ୟ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ବିରୋଧ କରାଯିବ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ ଶିବରାଜଙ୍କ ଗସ୍ତକୁ ସଫଳ କରିବା ପାଇଁ ବିଜେପି ଲାଗି ପଡିଛି।

ଶିବରାଜ  ଆଜି ଭୋପାଳରୁ ବିମାନ ଯୋଗେ ଛତିଶଗଡ ରାୟଗଡ଼ ଆସିବେ।  ସେଠାରୁ ହେଲିକପ୍ଟରରେ ବରଗଡ଼ ଆସିବେ। ଶିବରାଜ ଦିନ ୧୨ଟା ୧୫ରେ ବରଗଡରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story