ସିମି ଆତଙ୍କବାଦୀ ଗିରଫ ଘଟଣା: ମହମ୍ମଦ ସଲିକ୍‌କୁ ରିମାଣ୍ଡରେ ନେଲା ମଧ୍ୟପ୍ରଦେଶ ଏଟିଏସ୍

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାରୁ ଗିରଫ ୫ ସିମି ଆତଙ୍କବାଦୀଙ୍କ ମଧ୍ୟରୁ ମହମ୍ମଦ ସଲିକ୍‌କୁ ଆଜି ସକାଳେ ରାଉରକେଲା ଜେଲ୍‌ରୁ କଡ଼ା ସୁରକ୍ଷା ମଧ୍ୟରେ ୧୫ ଦିନିଆ ରିମାଣ୍ଡରେ ନେଇଛି ମଧ୍ୟପ୍ରଦେଶ ଏଟିଏସ୍। ଗତ ୧୦ ତାରିଖରେ ସଲିକ୍‌କୁ ରିମାଣ୍ଡରେ ନେବାକୁ ରାଉରକେଲା ଏସ୍‌ଡିଜେଏମ୍‌ କୋର୍ଟ  ଅନୁମତି ଦେଇଥିଲେ। ସଲିକ୍‌ଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିବା ଲକ୍ଷ୍ୟ ରଖିଛି ମଧ୍ୟପ୍ରଦେଶ ପୋଲିସ୍ । ପୂର୍ବରୁ ୩ ସିମି ଆତଙ୍କୀ- ଅମଜାଦ୍ ଖାନ୍, ଜାକିର ହୁସେନ୍ ଓ […]

sim-terrorist

sim-terrorist

Rakesh Mallick
  • Published: Saturday, 12 March 2016
  • Updated: 12 March 2016, 03:03 PM IST

Sports

Latest News

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାରୁ ଗିରଫ ୫ ସିମି ଆତଙ୍କବାଦୀଙ୍କ ମଧ୍ୟରୁ ମହମ୍ମଦ ସଲିକ୍‌କୁ ଆଜି ସକାଳେ ରାଉରକେଲା ଜେଲ୍‌ରୁ କଡ଼ା ସୁରକ୍ଷା ମଧ୍ୟରେ ୧୫ ଦିନିଆ ରିମାଣ୍ଡରେ ନେଇଛି ମଧ୍ୟପ୍ରଦେଶ ଏଟିଏସ୍। ଗତ ୧୦ ତାରିଖରେ ସଲିକ୍‌କୁ ରିମାଣ୍ଡରେ ନେବାକୁ ରାଉରକେଲା ଏସ୍‌ଡିଜେଏମ୍‌ କୋର୍ଟ  ଅନୁମତି ଦେଇଥିଲେ। ସଲିକ୍‌ଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିବା ଲକ୍ଷ୍ୟ ରଖିଛି ମଧ୍ୟପ୍ରଦେଶ ପୋଲିସ୍ ।

ପୂର୍ବରୁ ୩ ସିମି ଆତଙ୍କୀ- ଅମଜାଦ୍ ଖାନ୍, ଜାକିର ହୁସେନ୍ ଓ ଶେଖ ମେହମୁଦ୍‌କୁ ୧୫ ଦିନିଆ ରିମାଣ୍ଡରେ ନେଇଛି ଏନ୍‌ଆଇଏ।

ଗତ ୧୬ ତାରିଖରେ ରାଉରକେଲାରୁ ଗିରଫ ହେବା ପରେ ଏହି ୫ ଆତଙ୍କବାଦୀଙ୍କୁ ଓଡ଼ିଶା କ୍ରାଇମବ୍ରାଞ୍ଚର ଏସଟିଏଫ୍ ଟିମ୍‌ ପକ୍ଷରୁ ଜେରା କରାଯାଇଥିଲା। ଜେରା ସମୟରେ ଓଡ଼ିଶାରେ ଏମାନଙ୍କ ରହଣି, ଗତିବିଧି ଓ କାର୍ଯ୍ୟକଳାପ ସମ୍ପର୍କରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏସଟିଏଫ୍ ହାସଲ କରିଛି।

ରାଉରକେଲା ସମେତ ଭଦ୍ରକରେ ମଧ୍ୟ ଏହି ଆତଙ୍କବାଦୀମାନେ ଘର ଭଡା ନେଇ ନେଇଥିଲେ। ଏସ୍‌ଟିଏଫ୍‌ ଟିମ୍‌ ଉଭୟ ରାଉରକେଲା ଓ ଭଦ୍ରକରେ ଏମାନଙ୍କୁ ଭଡା ଦେଇଥିବା ଘର ମାଲିକଙ୍କୁ ଆଣି ପଚରାଉଚରା କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story