ମହାନଦୀ ବିବାଦ ସମାଧାନ ପାଇଁ ବୁଝାମଣା କମିଟିକୁ କଂଗ୍ରେସ ଓ ବିଜେଡିର ବିରୋଧ

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ବୁଝାମଣା କମିଟିକୁ ବିଜେଡି ଗ୍ରହଣ କରୁନି। ମୁଖ୍ୟମନ୍ତ୍ରୀ ଓ ମୁଖ୍ୟଶାସନ ସଚିବସ୍ତରୀୟ ବୈଠକ ଫେଲ ମାରିଥିବା ବେଳେ ଏବେ ବୁଝାମଣା କମିଟିରୁ କଣ ଲାଭ ମିଳିବ ବୋଲି ପ୍ରଶ୍ନ କରି କେନ୍ଦ୍ର ସରକାରଙ୍କୁ ବିଜେଡି ସମାଲୋଚନା କରିଛି। ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି,“ମହାନଦୀ ବିବାଦ ସମାଧାନ ପାଇଁ କେନ୍ଦ୍ର ସରକାର ଏବେ ପ୍ରସ୍ତାବ ଦେଉଛନ୍ତି।” ମହାନଦୀ ଜଳ ବିବାଦ ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ବୁଝାମଣା […]

mahanadi

mahanadi

Rakesh Mallick
  • Published: Friday, 20 January 2017
  • Updated: 20 January 2017, 10:48 PM IST

Sports

Latest News

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ବୁଝାମଣା କମିଟିକୁ ବିଜେଡି ଗ୍ରହଣ କରୁନି। ମୁଖ୍ୟମନ୍ତ୍ରୀ ଓ ମୁଖ୍ୟଶାସନ ସଚିବସ୍ତରୀୟ ବୈଠକ ଫେଲ ମାରିଥିବା ବେଳେ ଏବେ ବୁଝାମଣା କମିଟିରୁ କଣ ଲାଭ ମିଳିବ ବୋଲି ପ୍ରଶ୍ନ କରି କେନ୍ଦ୍ର ସରକାରଙ୍କୁ ବିଜେଡି ସମାଲୋଚନା କରିଛି।

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି,“ମହାନଦୀ ବିବାଦ ସମାଧାନ ପାଇଁ କେନ୍ଦ୍ର ସରକାର ଏବେ ପ୍ରସ୍ତାବ ଦେଉଛନ୍ତି।”

ମହାନଦୀ ଜଳ ବିବାଦ ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ବୁଝାମଣା କମିଟି ପ୍ରସ୍ତାବକୁ କଂଗ୍ରେସ ବିରୋଧ କରିଛି। ଏଥିରୁ ରାଜନୈତିକ ଗନ୍ଧ ବାରି ହେଉଥିବାରୁ କେନ୍ଦ୍ରର ଏପରି ପ୍ରସ୍ତାବକୁ ରାଜ୍ୟ ସରକାର ପ୍ରତ୍ୟାଖ୍ୟାନ କରନ୍ତୁ ବୋଲି କଂଗ୍ରେସ କହିଛି।

ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି,“କେନ୍ଦ୍ର ସରକାରଙ୍କର ଏପରି ପ୍ରସ୍ତାବକୁ ରାଜ୍ୟ ସରକାର ପ୍ରତ୍ୟାଖ୍ୟାନ କରନ୍ତୁ। ବୁଝାମଣା କମିଟି ବଦଳରେ ଟ୍ରିବ୍ୟୁନାଲ ଗଠନ କରାଯାଉ ବୋଲି ରାଜ୍ୟ ସରକାର ଦାବି କରୁ। ପଞ୍ଚାୟତ ନିର୍ବାଚନ ସମୟରେ ବୁଝାମଣା କମିଟି କଣ ଦରକାର। ଲୋକଙ୍କୁ ପ୍ରଭାବିତ କରିବା ପାଇଁ କେନ୍ଦ୍ର ଏପରି ଚାଲ କରିଛି।”

ଓଡ଼ିଶା ସରକାର ପ୍ରକଳ୍ପ କାମ ବନ୍ଦ ଓ ଟ୍ରିବ୍ୟୁନାଲ ଗଠନ ଦାବି କରୁଥିବା ବେଳେ ଛତିଶଗଡ଼ ଜଏଣ୍ଟ କଣ୍ଟ୍ରୋଲ ବୋର୍ଡ ଦାବିରେ ରହିଛି। ଏହା ଭିତରେ ସମାଧାନ ରାସ୍ତା ଘୁଞ୍ଚିଘୁଞ୍ଚି ଯାଉଛି। କମିଟି ଦ୍ୱାରା ବିବାଦର ସମାଧାନ ରାସ୍ତା ଖୋଲିବ ବୋଲି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି।

ଅନ୍ୟପକ୍ଷରେ ମହାନଦୀ ବିବାଦକୁ ନେଇ ବୁଝାମଣା କମିଟି ପ୍ରସଙ୍ଗରେ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଉମା ଭାରତୀଙ୍କ ମର୍ମସ୍ପର୍ଶୀ ମନ୍ତବ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେ କହିଛନ୍ତି,“ଛତିଶଗଡ଼ ଓ ଓଡିଶା ଉଭୟ ଉଭୟଙ୍କ କଥା ଚିନ୍ତା କରିବା ଦରକାର। ଏ ସମ୍ପର୍କରେ ମୁଁ ପୂର୍ବରୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ ଓ ଜଳ ସମ୍ପଦ ମନ୍ତ୍ରୀ ବ୍ରିଜମୋହନ ଅଗ୍ରୱାଲଙ୍କୁ ଏବଂ ଏବେ ନବୀନ ଦାଦାଙ୍କୁ କହିଦେବାକୁ ଚାହେଁ, ଓଡ଼ିଶା ପ୍ରତି କେନ୍ଦ୍ରର ଭାଜପା ସରକାର ଅଣଦେଖା କରୁଛନ୍ତି ବୋଲି ଯେଉଁ ଅଭିଯୋଗ ଆସୁଛି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story